ଫିଲ୍ମର ବୋଲ୍ଡ ସୀନ ସମୟରେ ନିଜ ଉପରେ କଣ୍ଟ୍ରୋଲ ହରାଇ ବସିଲେ Bollywood ର ଏହି 5 ଜଣ Hero, ଡ଼ିରେକ୍ଟର ବାରମ୍ବାର କଟ କହିବା ପରେ ବି ଶୁଣି ନଥିଲେ

ବନ୍ଧୁଗଣ ବର୍ତ୍ତମାନ ବଲିଉଡରେ ରୋମାଣ୍ଟିକ ସିନ୍ସକୁ ଅଧିକ ଗୁରୁତ୍ଵ ଦିଆଯାଉଛି । ଆଗରୁ ବଲିଉଡରେ ଅଧିକ ରୋମାଣ୍ଟିକ ସିନ୍ସ ରଖାଯାଉ ନଥିଲା ହେଲେ ବର୍ତ୍ତମାନ ଯୁଗ ବଦଳି ଗଲାଣି । ରୋମାଣ୍ଟିକ ସିନ୍ସ ଦେଖିବା ପାଇଁ ଲୋକ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି ।

ରୋମାଣ୍ଟିକ ସିନ୍ସ କରୁଥିବା ଏହି କଳାକାର ମାନେ ବହୁତ ସେହି ସମୟରେ ବହୁତ ଏଞ୍ଜୋଏ କରନ୍ତି । ହେଲେ କେତେ ଥର କିଛି କଳାକାର ମାନେ ରୋମାଣ୍ଟିକ ସିନ୍ସ କରୁଥିବା ବେଳେ ନିଜକୁ କଣ୍ଟ୍ରୋଲ କରିପାରନ୍ତି ନାହିଁ । ଡାଇରେକ୍ଟର କଟ୍ କହିବା ପରେ ମଧ୍ୟ ସେମାନେ ରୋମାଣ୍ଟିକ ସିନ୍ସ କରିବା ବନ୍ଦ କରନ୍ତି ନାହିଁ । ଆଜି ଆମେ ଆପଣ ମାନଙ୍କୁ ବଲିଉଡର କିଛି ଏପରି କଳାକାର ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ରୋମାଣ୍ଟିକ ସିନ୍ସ କରୁଥିବା ବେଳେ ନିଜକୁ କଣ୍ଟ୍ରୋଲ କରିପାରିଲେ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ରଣବିର କପୁର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ରଣବିର କପୁର । ରଣବିର ବଲିଉଡ ଫିଲ୍ମ ‘ୟେ ଜବାନି ହେ ଦିବାନି’ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ସେହି ଫିଲ୍ମରେ ସେ ଆବଲିନ ଶର୍ମାଙ୍କ ଉପରେ ଅଧିକ ଆକର୍ଷିତ ହୋଇଥିଲେ । ଏହି ଫିଲ୍ମର ଏକ ସିନରେ ରଣବିର ଆବଲିନଙ୍କ ସହ ଏକ ରୋମାଣ୍ଟିକ ସିନ କରୁଥିଲେ ସେହି ସମୟରେ ଡାଇରେକ୍ଟର କଟ୍ କହିବା ପରେ ମଧ୍ୟ ରଣବିର ନିଜକୁ କଣ୍ଟ୍ରୋଲ କରିପାରି ନଥିଲେ ।

ରୁସ୍ଳନ ମୁମ୍ତାଜ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତା ରୁସ୍ଳନ ମୁମ୍ତାଜ । ରୁସ୍ଳନ ‘ଆଇ ଡୋଣ୍ଟ ଲଭ ୟୁ’ ଫିଲ୍ମରେ ଅଭିନେତ୍ରୀ ଚେତନାଙ୍କ ସହ ଏକ ଲିପ୍ ଲକ୍ ସିନ କରୁଥିଲେ । ସେହି ସମୟରେ ଡାଇରେକ୍ଟର କଟ୍ କହିବା ପରେ ମଧ୍ୟ ସେ ନିଜକୁ କଣ୍ଟ୍ରୋଲ କରି ପାରି ନଥିଲେ । ନିଜକୁ କଣ୍ଟ୍ରୋଲ କରି ନପାରି ସେ ଚେତନାଙ୍କ ଡ୍ରେସ ଖୋଲି ଦେଇଥିଲେ । ଏହାପରେ ସେ ଚେତନାଙ୍କୁ ଭିଲ ମଧ୍ୟ ମାଗି ଥିଲେ ।

ସିଦ୍ଧାର୍ଥ ମଲ୍ହୋତ୍ରା ଏବଂ ଜ୍ୟାକଲିନ ଫର୍ନାଣ୍ଡିଜ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତା ସିଦ୍ଧାର୍ଥ ମଲ୍ହୋତ୍ରା ଓ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜ । ଏହି ଦୁଇଜଣ ଏକା ସହ ଫିଲ୍ମ ‘ଏ ଜେଣ୍ଟେଲମ୍ୟାନ’ରେ କାମ କରିଥିଲେ । ଏହି ଫିଲ୍ମରେ ଏକ ଲି-ପ୍ ଲ-କ୍ ସିନ ଥିଲା । ଡାଇରେକ୍ଟର କଟ୍ କହିବା ପରେ ମଧ୍ୟ ଏହି ଦୁଇଜଣ ପରସ୍ପରକୁ କିସ୍ କରି ଚାଲି ଥିଲେ ।

ଟାଇଗର ଶ୍ରୋଫ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଟାଇଗର ଶ୍ରୋଫ । ଟାଇଗର ବଲିଉଡ ଫିଲ୍ମ ‘ଫ୍ଲାଇଙ୍ଗ ଜଟ୍ଟ’ରେ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ସହ କାମ କରିଥିଲେ । ଏହି ଫିଲ୍ମରେ ଏକ କି-ସି-ଙ୍ଗ ସିନ ଥିଲା । ଏହି ସିନର ସୁ-ଟି-ଙ୍ଗ ସମୟରେ ଟାଇଗର ଓ ଜ୍ୟାକଲିନ ପରସ୍ପରକୁ କିସ୍ କରି ଚାଲିଥିଲେ । ଡାଇରେକ୍ଟରଙ୍କ କଟ୍ କହିବା ପରେ ମଧ୍ୟ ଏମାନେ ରହି ନଥିଲେ ।

ବିନୋଦ ଖନା- ମାଧୁରୀଙ୍କ ସହ ଏହା ଦ୍ଵିତୀୟ ଥର ମଧ୍ୟ ହୋଇଥିଲା ଯେତେବେଳେ ମାଧୁରୀ ବିନୋଦ ଖନାଙ୍କ ସହ ଫିଲ୍ମ ‘ଦୟାବାନ’ରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ଉଭୟ ସାୱାର ଓ ବେଡର ଇଣ୍ଟିମେଣ୍ଟ ସିନ ଥିଲା । ଏହି ଦୁଇଟି ସିନର ଶୁ-ଟି-ଙ୍ଗ କରିବା ସମୟରେ ବିନୋଧ ନିଜ ଉପରେ ନିୟନ୍ତ୍ରଣ କରିପାରି ନଥିଲେ । ଏଥିପାଇଁ ମାଧୁରୀ ଅନେକ ଥର ବଦନାମ ହୋଇଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *