ବନ୍ଧୁଗଣ ଟୋକିଓ ଅଲମ୍ପିକ ୨୦୨୧ଟି ଭାରତ ପାଇଁ ବହୁତ ଖାସ ରହିଛି । ଏହି ଅଲମ୍ପିକରୁ ଭାରତ ପାଖକୁ ଏକ ଗୋଲ୍ଡ ମେଡେଲ ଆସିଛି । ଏହି ଇତିହାସକୁ ରଚି ଛନ୍ତି ନୀରଜ ଚୋପଡା ।
ବନ୍ଧୁଗଣ ନୀରଜ ଜାଭଲୀନ ଥ୍ରୋରେ ଗୋଲ୍ଡ ମେଡେଲ ଜିତି ସମସ୍ତ ଭାରତ ବାସୀଙ୍କ ପାଇଁ ଗୌରବର କାମ କରିଛନ୍ତି । ଭାରତର ଏହି ଐତିହାସିକ ଜିତ ପରେ ସମସ୍ତ ଲୋକ ନୀରଜଙ୍କ ଭରପୁର ପ୍ରଶଂସା କରୁଛନ୍ତି । ସୋସିଆଲ ମିଡିଆରେ ନୀରଜଙ୍କର ବହୁତ ଚର୍ଚା ହେଉଛି । ଗୋଲ୍ଡ ମେଡେଲ ଜିତିବା ପରେ ନୀରଜ ପ୍ରଥମ ଭାରତୀୟ ହୋଇସାରିଛନ୍ତି ।
ଆଜି ପର୍ଯ୍ୟନ୍ତ ଏହି ଖେଳରେ କୌଣସି ଭାରତୀୟ ଗୋଲ୍ଡ ମେଡାଲ ଜିତି ନଥିଲା । ନୀରଜଙ୍କୁ ତାଙ୍କ ଏହି କାମ ପାଇଁ ସମସ୍ତ ଭାରତୀୟ ଶୁବେଚ୍ଚା ଜଣାଇଛନ୍ତି । ଭାରତର କେତେକ ବଡ ବଡ ସେଲିବ୍ରେଟି ମାନେ ମଧ୍ୟ ନୀରଜଙ୍କୁ ସୁବେଛା ଜଣାଇଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିର କେତେକ ଦିଗଜ କଳାକାର ମାନେ ନୀରଜଙ୍କୁ ସଲାମ କରିଛନ୍ତି ଯାହାଙ୍କ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
କଙ୍ଗନା ରାନାବତ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାନାବତ । କଙ୍ଗନା ନୀରଜଙ୍କ ପାଇଁ ବହୁତ ଖୁସି ଅଛନ୍ତି । ସେ ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ନୀରଜଙ୍କ ଫଟୋର ଏକ ଷ୍ଟୋରି ସେୟାର କରିଛନ୍ତି । ଫଟୋ ସହିତ କଙ୍ଗନା ଲେଖିଛନ୍ତି- କଣ କହିବି ନୀରଜ ମୁ ନିଶବ୍ଦ ଅଛି, ଧନ୍ୟ ତମ ମା-ବାପା ଆଉ ଆମ ଦେଶ ।
ନେହା ଧୂପିଆ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ନେହା ଧୂପିଆ । ନେହା ନୀରଜଙ୍କ ଉପରେ ବହୁତ ଖୁସି ଅଛନ୍ତି । ସେ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ନୀରଜଙ୍କୁ ଶୁବେଚ୍ଚା ଜଣାଇଛନ୍ତି ।
ଅଜୟ ଦେବଗନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଅଜୟ ଦେବଗନ । ନୀରଜଙ୍କ ଜିତିବା ଖୁସିରେ ଅଜୟ ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ଏକ ଟ୍ବିଟ କରିଛନ୍ତି । ସେ ଲେଖିଛନ୍ତି-‘ନୀରଜ ତମର ଟୋକିଓ ଜିତ ପାଇଁ ତମକୁ ଶୁବେଚ୍ଚା । ତୁମକୁ ଅଧିକ ଶକ୍ତି ମିଳୁ, ତୁମେ ନିଜ ମା-ବାପା ଓ ନିଜ ଦେଶ ପାଇଁ ଗୌରବ ଆଣିଛ । ତୁମେ ଜାଣି ନାହଁ ମୁ କେତେ ଖୁସି ଅଛି’ ।
ଅକ୍ଷୟ କୁମାର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅକ୍ଷୟ କୁମାର । ଅକ୍ଷୟ ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ନୀରଜଙ୍କ ଏହି ଐତିହାସିକ ବିଜୟ ପାଇଁ ତାଙ୍କୁ ଶୁବେଚ୍ଚା ଜଣାଇଛନ୍ତି । ଅକ୍ଷୟ ସୋ-ସି-ଆ-ଲ ମି-ଡି-ଆ-ରେ ଲେଖିଛନ୍ତି-‘ଏହା ହେଉଛି ପ୍ରଥମ ସ୍ଥାନ ସ୍ଵର୍ଣ ପଦକ । ଇତିହାସ ରଚିବା ପାଇଁ ତମକୁ ହାର୍ଦିକ ଶୁବେଚ୍ଚା ନୀରଜ । ବହୁତ ଭଲ କାମ କରିଛ । ତୁମେ କୋଟି କୋଟି ଦେଶବାସୀଙ୍କ ଖୁସିର ଲୁହର କାରଣ ଅଟ । ”
ଅଲି ଫେଜଲ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତା ଅଲି ଫେଜଲ । ଅଲି ଫେଜଲ ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ଲେଖିଛନ୍ତି-‘ଆଜିର ଦିନ ଆମ ଭାରତୀୟ ମାନଙ୍କ ପାଇଁ ବହୁତ ବଡ ଅଟେ । ଜୟ ମାତା ଦି । ଆମେ ସ୍ଵର୍ଣ ପଦକ ଜିତିଲୁ । ମୋର ଲୋମ ଟାଙ୍କୁରି ଉଠୁଛି’ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ