ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଫେମସ ସିଙ୍ଗର ଓ ରାପର ୟୋ ୟୋ ହନୀ ସିଂହଙ୍କୁ ବେସ ଭଲ ଭାବରେ ଜାଣିଥିବେ । ହନୀ ସିଂହ ହେଉଛନ୍ତି ଏକ ଏପରି ସିଙ୍ଗର ଯିଏ ବହୁତ କମ ସମୟ ମଧ୍ୟରେ ଅନେକ ସୁପର ହିଟ ଗୀତ ଗାଈ ସଫଳତା ହାସଲ କରିଛନ୍ତି ।
ତାଙ୍କର ସମସ୍ତ ଗୀତ ଓ ଆଲବମ ସୁପର ହିଟ ହୋଇଛି । ହନୀ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ଗୁଡିକ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରୁହନ୍ତି । ବର୍ତ୍ତମାନ ମଧ୍ୟ ହନୀ ସିଂହ ନିଜ ପତ୍ନୀଙ୍କ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ଚର୍ଚାରେ ରହୁଛନ୍ତି । ହନୀ ସିଂହଙ୍କ ପତ୍ନୀ ଏକ ବଡ ଖୁଲାସା କରିଛନ୍ତି ଯାହା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଚର୍ଚାର ବିଷୟ ପାଲଟିଛି ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖୁଲାସା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖୁଲାସା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଡ ଖୁଲାସା ବିଷୟରେ । ହନୀ ସିଂହଙ୍କ ପତ୍ନୀଙ୍କ ନାମ ହେଉଛି ସାଲିନି ତଲବାର । ସାଲିନି ପ୍ରତିଦିନ ଗୋଟେ ପରେ ଗୋଟେ ବଡ ଖୁଲାସା କରୁଛନ୍ତି ।
ସାଲିନି ନିଜ ଶଶୁରଙ୍କ ବିଷୟରେ ଏପରି ଏକ ବଡ ଖୁଲାସା କରିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଗତ କିଛି ଦିନ ତଳେ ହନି ସିଂହଙ୍କ ଉପରେ ତାଙ୍କ ପତ୍ନୀ ସାଲିନି ଘ-ରୋ-ଇ ହିଂ-ସା, ମା-ନ-ସି-କ ହିଂ-ସା ଓ ଯୌ-ନ ନି-ର୍ଯ୍ୟା-ତ-ନା ଭଳି ମାମଲା ରୁଜୁ କରିଥିଲେ ଶାଳିନୀ । ଏବେ ସେ ନିଜ ଶଶୁର ସର୍ଦ୍ଦାର ସବରଜିତ୍ ସିଂଙ୍କୁ ନେଇ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ। ସାଲିନିଙ୍କ ମତରେ, ଦିନେ ସେ ନିଜ ରୁମରେ କପଡା ବଦଳାଇବା ବେଳେ ତାଙ୍କ ଶଶୁର ମ-ଦ ନି-ଶା-ରେ ଭିତରକୁ ଚାଲି ଆସିଥିଲେ। ବାପା ସମାନ ଶଶୁର ସମ୍ପର୍କରେ ଦାଗ ଲଗାଇ ନିଜ ବୋହୂର ବ୍ରେ-ଷ୍ଟ-ରେ ହାତ ମା-ରି-ବା-କୁ ମଧ୍ୟ ପଛାଇ ନଥିଲେ ।
ସାଲିନି ୩ ଅଗଷ୍ଟରେ ଦିଲ୍ଲୀର ତିସ ହଜାରୀ କୋର୍ଟରେ ନିଜ ସ୍ଵାମୀ, ଶଶୁର ଘର ଲୋକଙ୍କ ବିରୋଧରେ ପିଟିଶନ୍ ଦାଖଲ କରିଛନ୍ତି । ସେ ପ୍ରୋଟେକ୍ସନ୍ ଏଗନେଷ୍ଟ ଡୋ-ମେ-ଷ୍ଟି-କ୍ ଭା-ଓ-ଲେ-ନ୍ସ ଆକ୍ଟ ଅନୁସାରେ, ଦାଖଲ ନିଜର ଆବେଦନରେ କହିଛନ୍ତି । ସ୍ଵାମୀ ହନୀ ସିଂହ ତାଙ୍କ ସହିତ ବିବାହର ୧୦ ବର୍ଷ ପର୍ଯ୍ୟନ୍ତ ପଶୁ ଭଳି ବ୍ୟବହାର କରିଛନ୍ତି । ଚିଫ୍ ମେଟ୍ରୋପଲିଟାନ୍ ମାଜିଷ୍ଟେ୍ରଟ୍ ତାନିୟା ସିଂହ ଏହି ମାମଲାରେ ସିଙ୍ଗର ହନି ସିଂଙ୍କୁ ନୋଟିସ୍ ଜାରି କରି ୨୮ ଅଗଷ୍ଟ ମଧ୍ୟରେ ଜବାବ୍ ମାଗିଛନ୍ତି ।
ଏହା ସହିତ ସେ ନିର୍ଦେଶ ଦେଇଛନ୍ତି ଯେ, ନୋଏଡାରେ କୌଣସି ଜଏଣ୍ଟ ପ୍ରପର୍ଟି କିଣା-ବିକା କିମ୍ବା ସାଲିନିଙ୍କ କୌଣସି ଗହଣା ବିକ୍ରି କରିପାରିବେନି । ହନୀ ସିଂହଙ୍କ ପତ୍ନୀ ଏହି ପରିକା ବଡ ଅଭିଯୋଗ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଏହି ମାମଲା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ