ଖୁବ ଶୀଘ୍ର Salman Khan ଙ୍କ ସମ୍ପର୍କୀୟ ହେବାକୁ ଯାଉଛନ୍ତି Sonakshi Sinha, ସଲମାନ ଙ୍କ ଏହି ସମ୍ପର୍କୀୟଙ୍କୁ କରି ପାରନ୍ତି ବିବାହ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୋନାକ୍ଷୀ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଏକ ପ୍ରସିଦ୍ଧ ଅଭିନେତ୍ରୀ ସେ ଅନେକ ସୁପର ହିଟ ଫିଲ୍ମ କରି ଛନ୍ତି ।

ସୋନାକ୍ଷୀଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ସୋନାକ୍ଷୀ ଅଧିକାଂଶ ସମୟ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚାରେ ରୁହନ୍ତି । ସୋନାକ୍ଷୀ ଅଧିକାଂଶ ସମୟ ସୋ-ସି-ଆ-ଲ ମି-ଡି-ଆରେ ଆକ୍ଟିଭ ରୁହନ୍ତି । ଗତ କିଛି ଦିନ ହେବ ସୋନାକ୍ଷୀଙ୍କର କିଛି ଫଟୋ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭାଇରାଲ ହେଉଛି ।

ତାଙ୍କ ଫ୍ୟାନ୍ସ ମାନେ ସୋନାକ୍ଷୀଙ୍କ ଗ୍ଲେମରସ ଲୁକ୍ କୁ ବହୁତ ଅଧିକ ପସନ୍ଦ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସୋନାକ୍ଷୀଙ୍କ ପର୍ଶନାଲ ଲାଇଫ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସୋନାକ୍ଷୀ ସିହ୍ନା ବଲିଉଡ ଅଭିନେତା ସଲମାନ ଖାନଙ୍କ ସହ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି ।

ସେ ସଲମାନ ଖାନଙ୍କ ସହ ଫିଲ୍ମ ‘ଦବଙ୍ଗ’ରେ ନିଜର ଡେବ୍ୟୁ କରିଥିଲେ । ବର୍ତ୍ତମାନ ଏକ ଖବର ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭାଇରାଲ ହେଉଛି ତାହା ହେଉଛି ସୋନାକ୍ଷୀ ଓ ସଲମାନ ବହୁତ ଶୀଘ୍ର ସମ୍ପର୍କୀୟ ହୋଇ ପାରନ୍ତି । ସୋନାକ୍ଷୀ ସିହ୍ନା ବର୍ତ୍ତମାନ ପର୍ଯ୍ୟନ୍ତ ବେଚଲର ଅଛନ୍ତି ଓ ସେ ବଣ୍ଟି ସଚଦେବଙ୍କ ସହ ଲଭ ରିଲେସନରେ ଅଛନ୍ତି । ବଣ୍ଟି ସଲମାନ ଖାନଙ୍କ ସମ୍ପର୍କୀୟ ଅଟନ୍ତି ।

ଯଦି ସୋନାକ୍ଷୀ ବଣ୍ଟିଙ୍କ ସହ ବିବାହ କରିବେ ତା ହେଲେ ସେ ସଲମାନ ଖାନଙ୍କ ସମ୍ପର୍କୀୟ ହୋଇଯିବେ । ବନ୍ଧୁଗଣ ବଣ୍ଟି ସଚଦେବ ହେଉଛନ୍ତି ସଲମାନଙ୍କ ଭାଇ ଷୋହେଲ ଖାନଙ୍କ ଶଳା । ଏମିତିରେ ଯଦି ସୋନାକ୍ଷୀ ବଣ୍ଟିଙ୍କ ସହ ବିବାହ କରିବେ ତା ହେଲେ ସେ ସଲମାନ ଖାନଙ୍କ ସମ୍ପର୍କୀୟ ହୋଇଯିବେ । ବଣ୍ଟି ଓ ସୋନାକ୍ଷୀଙ୍କ ରିଲେସନ ବିଷୟରେ ତାଙ୍କ ପରିବାର ଲୋକ ଜାଣିଛନ୍ତି ଓ ସେମାନେ ଏହି ସମ୍ପର୍କ ପାଇଁ ରାଜି ମଧ୍ୟ ଅଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ସୋନାକ୍ଷୀ ସିହ୍ନାଙ୍କ ପରିବାର ଲୋକ ବଣ୍ଟିଙ୍କୁ ବହୁତ ପସନ୍ଦ କରୁଛନ୍ତି ଓ ସେ ତାଙ୍କ ଝିଅକୁ ବଣ୍ଟିଙ୍କ ସହ ବିବାହ କରେଇବାକୁ ଚାହୁଁ ଛନ୍ତି ।

ବଣ୍ଟି ପିଆର ଏଜେନ୍ସି କର୍ନରଷ୍ଟୋନର ମାଲିକ ଅଟନ୍ତି । ସୋନାକ୍ଷୀ ଓ ବଣ୍ଟି ବହୁତ ପାର୍ଟିରେ ନଜର ଆସିଛନ୍ତି । ସୋନାକ୍ଷୀ ଏକ ଇଣ୍ଟର୍ବ୍ୟୁରେ କହିଥିଲେ- ବଣ୍ଟି ଏକ ସେଲ୍ଫ ମେଡ ମଣିଷ ଅଟନ୍ତି ଓ ସେ ବର୍ତ୍ତମାନ ନିଜ ବେଚଲର ଲାଇଫକୁ ଏଞ୍ଜୋଏ କରିବାକୁ ଚାହୁଁ ଛନ୍ତି । ଏହି କାରଣ ପାଇଁ ସୋନାକ୍ଷୀ ଓ ବଣ୍ଟିଙ୍କ ବିବାହ ହୋଇ ନାହିଁ । ହେଲେ ବହୁତ ଶୀଘ୍ର ଏହି ଦୁଇଜଣ ବିବାହ କରିବେ ବୋଲି ଜଣା ପଡିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୋନାକ୍ଷୀ ଓ ବଣ୍ଟିଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *