ନମସ୍କାର ବନ୍ଧୁଗଣ ଅ-ଶ୍ଲୀ-ଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରା ଏବେ ପୋଲିସ ର କଷ୍ଟଡ଼ି ରେ ଅଛନ୍ତି । ଏହି ମାମଲାରେ ପୋଲିସ ଶର୍ଲିନ ଚୋପ୍ରା ଙ୍କୁ ବି ପୋଲିସ ପଚରା ଉଚରା କରୁଛି । ସେ ବହୁତ ଖୁଲାସା ମଧ୍ୟ କରୁଛନ୍ତି ।
ଶର୍ଲିନ ଚୋପ୍ରା ଙ୍କ ନିକଟରେ ରାଜ କୁନ୍ଦ୍ରା ପର୍ଣ୍ଣ ଭିଡିଓ ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରି ଟ୍ୱିଟର ରେ ଭିଡିଓ ସେୟାର କରିଥିଲେ । ଯେଉଁ ଥିରେ ସେ କହିଥିଲେ । ଏହି ବିଷୟରେ ସବୁଠାରୁ ପ୍ରଥମେ ସେ ମହାରାଷ୍ଟ୍ର ସାଇବର କୁ ବୟାନ ଦେଇଥିଲେ । ପୋନୋଗ୍ରାଫି ମାମଲାରେ ଶର୍ଲିନ ଚୋପ୍ରା ମୁମ୍ବାଇ କ୍ରାଇମ ବ୍ରାଞ୍ଚ ପ୍ରପାର୍ଟି ସେଲ ସାମ୍ନାରେ ନିଜର ବୟାନ କରିବାକୁ ପହଁଚି ଥିଲେ ।
ରାଜ କୁନ୍ଦ୍ରା ଙ୍କ ଉପରେ ଶର୍ଲିନ ଆଶ୍ଚର୍ଯ୍ୟଜନକ ଅଭିଯୋଗ ଆଣିଛନ୍ତି । ଏହା ପୂର୍ବରୁ ସେ କହିଛନ୍ତି କି ଏହି ଆଡଲଟ ଇଣ୍ଡଷ୍ଟ୍ରୀ କୁ ଆଣିଥିବା ବ୍ୟକ୍ତି ରାଜ କୁନ୍ଦ୍ରା ହିଁ ଥିଲେ । ଶର୍ଲିନ ନିଜ ବୟାନ ରେ ରାଜ କୁନ୍ଦ୍ରା ଙ୍କ ସହ ବିଜନେସ କଣ୍ଟ୍ରାକ୍ଟ । ଶର୍ଲିନ ଚୋପ୍ରା ଆପ ଏବଂ ଶିଳ୍ପା ଙ୍କ ସହିତ ତାଙ୍କର ସମ୍ପର୍କ ବିଷୟ ରେ କଥା ହୋଇଛନ୍ତି ।
ଶର୍ଲିନ କହିଛନ୍ତି କି ରାଜ ତାଙ୍କ ସହ ବଳ ପୁର୍ବକ ଅ-ଶ୍ଳୀ-ଳ ବ୍ୟବହାର କରୁଥିଲେ । ସେ ଅପ୍ରେଲ ୨୦୨୧ ରେ ରାଜ ଙ୍କ ବିରୁଦ୍ଧରେ ଯୌ-ନ ଶୋ-ଷ-ଣ ଅଭିଯୋଗ ଆଣି ମାମଲା ରୁଜୁ କରିଥିଲେ । ଶର୍ଲିନ ଏହା ମଧ୍ୟ କହିଛନ୍ତି କି ୨୦୧୯ ମାର୍ଚ୍ଚ ୨୭ ରେ ରାଜ ବିଜନେସ ମିଟିଂ ପରେ ତାଙ୍କ ଘରକୁ ଆସିଥିଲେ ଏବଂ ଜବରଦସ୍ତ କିସ କରିବାକୁ ଚେଷ୍ଟା ମଧ୍ୟ କରୁଥିଲେ ।
କିନ୍ତୁ ରାଜ ଜଣେ ବିବାହିତ ଥିବାରୁ ସେ ତାଙ୍କ ସହ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନଥିଲେ ଏବଂ ସେ ଏହା ରାଜ କୁ ମଧ୍ୟ କହିଥିଲେ କିନ୍ତୁ ରାଜ କହିଥିଲେ କି ଶିଳ୍ପା ଙ୍କ ସହ ତାଙ୍କର ଭଲ ସଂପର୍କ ନାହିଁ ଘରେ ସବୁବେଳେ ଝଗଡା ଏବଂ ଅଶାନ୍ତି ରହୁଛି । ଏହା ପରେ ସେ ଜୋର ଜବରଦସ୍ତ କିସ କରିବାକୁ ଚେଷ୍ଟା କଲେ ଏବଂ ଶେଷରେ ଧ-କ୍କା ଦେଇ ନିଜ କୁ ବାଥରୁମ ଭିତରେ ବନ୍ଦ କରି ଦେଇଥିଲି । ବୋଲି ସେ ନିଜ ବୟାନ ରେ କହିଛନ୍ତି ।
ତେବେ ଶର୍ଲିନ ରାଜ ଙ୍କ ସହ କଣ୍ଟ୍ରାକ୍ଟ କରିଥିଲେ କି ତାଙ୍କର ପ୍ରୋଜେକ୍ଟ ରେ ସେ କାମ କରିବେ ତେବେ ସେ ରାଜ ଙ୍କ ସହ ପନ୍ଦର ରୁ କୋଡିଏ ପ୍ରୋଜେକ୍ଟ ରେ କାମ କରିଛନ୍ତି ଏବଂ ଗୋଟିଏ ପ୍ରୋଜେକ୍ଟ ପାଇଁ ସେ ତିରିଶ ଲକ୍ଷ ଟଙ୍କା ମଧ୍ୟ ନେଉଥିଲେ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ