Silpa Shetty ଙ୍କ ସହିତ ଜଡିତ ଅଛି ଏହି 5 ଟି ସବୁଠୁ ବଡ ବିବାଦ, କେବେ Richard ତ କେବେ ବାବା ସମସ୍ତଙ୍କ ସାମ୍ନାରେ କରିଥିଲେ କିସ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଦିଗଜ ଅଭିନେତ୍ରୀ ଶିଲ୍ପା ସେଟିଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଶିଲ୍ପା ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ଶିଲ୍ପା ନିଜ ସ୍ଵାମୀ ରାଜ କୁନ୍ଦରାଙ୍କ ପାଇଁ ଅନେକ ବିବାଦର ଶିକାର ହୋଇଛନ୍ତି । ରାଜ ପ-ର୍ନ ଫିଲ୍ମ କରିବା ଅଭିଯୋଗରେ ଗି-ର-ଫ ହୋଇଛନ୍ତି । ନିଜ ସ୍ଵାମୀଙ୍କ କଳା କାର୍ଣ୍ଣମା ପାଇଁ ଶିଲ୍ପା ଅନେକ ବିବାଦର ଶି-କା-ର ହୋଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଶିଲ୍ପା ଶି-କା-ର ହୋଇଥିବା କିଛି ବିବାଦ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଗୋଟେ ସମୟରେ ରାଜଙ୍କ ପ୍ରଥମ ପତ୍ନୀ କବିତା ଶିଲ୍ପାଙ୍କ ଉପରେ ଏକ ବଡ ଆରୋପ ଲଗେଇ ଥିଲେ । କବିତାଙ୍କ ମତରେ ଶିଲ୍ପା ତାଙ୍କ ବୈବାହିକ ଜୀବନକୁ ବରବାଦ କରିଦେଇଥିଲେ । ସେହି ସମୟରେ ରାଜ ଶିଲ୍ପାଙ୍କୁ ପ୍ରେମ କରି କବିତାଙ୍କୁ ତଲାକ ଦେଇଥିଲେ ଓ ଶିଲ୍ପାଙ୍କୁ ବିବାହ କରିଥିଲେ । କବିତାଙ୍କ ଆରୋପ ପାଇଁ ଶିଲ୍ପା ଅନେକ ଥର ବିବାଦର ଶିକାର ହୋଇଛନ୍ତି ।

୨. ୨୦୦୭ ମସିହାରେ ଶିଲ୍ପା ଏକ କାର୍ଯ୍ୟ କ୍ରମକୁ ଯାଇଥିଲେ ଓ ସେହି କାର୍ଯ୍ୟ କ୍ରମକୁ ହଲିଉଡ ଷ୍ଟାର ନିଚେଡ ଗିୟର ମଧ୍ୟ ଥିଲେ । ନିଚେଡ ଶିଲ୍ପାଙ୍କୁ ହଗ୍ କରି କିସ୍ କରିବାକୁ ଲାଗିଲେ । ନିଚେଡ ନିଜକୁ କଣ୍ଟ୍ରୋଲ କରିପାରିଲେ ନାହିଁ । ଯେତେବେଳେ ସେ ଶିଲ୍ପାଙ୍କୁ କିସ୍ କରୁଥିଲେ ସେତେବେଳେ ଶିଲ୍ପା ଖୁସି ହେଉଥିଲେ । ଏଥିପାଇଁ ଶିଲ୍ପା ଅନେକ ବିବାଦର ଶିକାର ହୋଇଥିଲେ । ହେଲେ ପରେ ସେ କହିଥିଲେ, ଏହା ସବୁ ଏତେ ଶୀଘ୍ର ହେଲା ଯେ, ସେ ରିଆକ୍ଟ କରିପାରିଲେ ନାହିଁ ।

୩. ୨୦୦୬ ମସିହାରେ ଶିଲ୍ପାଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆସିଥିଲା । ଶିଲ୍ପା ଅଶ୍ଳୀଳତାକୁ ସପୋର୍ଟ କରୁଥିବାର ଆରୋପ ଲାଗିଥିଲା । ଏହି ଅଭିଯୋଗ ଶିଲ୍ପା ଓ ରିମା ସିଂହଙ୍କ ଉପରେ ଲାଗିଥିଲା । ସେହି ସମୟରେ ଶିଲ୍ପା ଏକ ତାମିଲ ମାଗାଜିନର କବର ଫଟୋ ପାଇଁ ହଟ୍ ଫଟୋ ସୁଟ କରେଇଥିଲେ । ଶିଲ୍ପାଙ୍କ ସେହି ଫଟୋ ସୁଟ ପାଇଁ ତାଙ୍କୁ ଅନେକ ବିବାଦର ଶିକାର ହେବାକୁ ପଡିଥିଲା । ହେଲେ ପରେ ଶିଲ୍ପା କହିଥିଲେ ଯେ, ସେ କିଛି ବୋଲ୍ଟ ଫଟୋ ସୁଟ କରି ନାହାନ୍ତି ।

୪. ଗୋଟେ ସମୟରେ ଶିଳ୍ପ ଏକ ଫିଲ୍ମର ସୁଟିଙ୍ଗ ପାଇଁ ମନ୍ଦିର ଯାଇଥିଲେ । ହେଲେ ମନ୍ଦିର ଭିତରକୁ ସେ ଚପଲ ପିନ୍ଧି ପ୍ରବେଶ କରିଥିଲେ ସେଠାକାର ଲୋକମାନେ ତାଙ୍କୁ ବିରୋଧ କରିଥିଲେ ହେଲେ ସେ ମାନି ନଥିଲେ । ବନ୍ଧୁଗଣ ଶିଲ୍ପା ନିଜର ଏହି ଭୁଲ ପାଇଁ ଏକ ବଡ ବିବାଦର ଶିକାର ହୋଇଥିଲେ ।

୫. କେବଳ ଏତିକି ନୁହେଁ ଥରେ ମନ୍ଦିରର ଜଣେ ପୁରୋହିତଙ୍କ ସହ ଶିଳ୍ପାଙ୍କ କିସ୍ ର ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଏହା ସେହି ସମୟର ଘଟଣା ଥିଲା ଯେତେବେଳେ ଏକ ମନ୍ଦିର ଦର୍ଶନ କରିବାକୁ ଆସିଥିବା ଶିଳ୍ପା ଶେଟ୍ଟୀଙ୍କୁ ସେଠାକାର ପୁରୋହିତଙ୍କ ଗାଲରେ କିସ କରି ଦେଇଥିଲେ।

ଉଭୟଙ୍କର ଏହି ଫଟୋ ବହୁତ ଭାଇରାଲ ହୋଇଥିଲା । ଏହି ଭାଇରାଲ ଫଟୋ ପାଇଁ ଶିଳ୍ପା ଶେଟ୍ଟୀଙ୍କୁ ମଧ୍ୟ ଟ୍ରୋଲ କରାଯାଇଥିଲା। ଆପଣଙ୍କୁ କହି ଦେଉଛୁ କି ପୁରୋହିତଙ୍କ ସହ ଏହି ମାମଲା 2009 ର ଅଟେ, ଯେତେବେଳେ ଶିଳ୍ପା ଶେଟ୍ଟୀ ଓଡ଼ିଶାର ସାକ୍ଷୀଗୋପାଳ ମନ୍ଦିରରେ ପହଞ୍ଚିଥିଲେ। ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *