ବନ୍ଧୁଗଣ ନମସ୍କାର ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ କମେଡିଆନ ଗୁଡୁ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଗୁଡୁ ନିଜର ଦମଦାର କମେଡ଼ି ଜରିଆରେ ଦର୍ଶକ ମାନଙ୍କ ଭରପୁର ମନୋରଞ୍ଜନ କରନ୍ତି ।
ତାଙ୍କର କମେଡ଼ି ପାଇଁ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ବର୍ତ୍ତମାନ ଏହି ଖବର ଶୁଣିବାକୁ ମିଳୁଛି ଯେ କମେଡିଆନ ଗୁଡୁ ଏହି ଲକଡାଉନ ସମୟ ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ତେବେ ସେ କାହାକୁ ବାହା ହୋଇଛନ୍ତି ଏବଂ ବାହାଘର ପରେ କଣ କରୁଛନ୍ତି ଆସନ୍ତୁ ଜାଣିନେବା । ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ କମେଡିଆନ ଗୁଡୁ ଙ୍କୁ ଆପଣ ମାନେ ଅନେକ ଫିଲ୍ମ ଓ ସିରିଆଲ ରେ ଦେଖିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ କୁ ମଧ୍ୟ ନିଶ୍ଚିତ ଭାବରେ ଦେଖିଥିବେ ।
ସେ ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ତେବେ ଗତ ସୋମବାର ଦିନ କମେଡିଆନ ଗୁଡୁ ନିଜ ବାନ୍ଧବୀ ପ୍ରିୟଙ୍କା ଯିଏ କି କେନ୍ଦ୍ରାପଡା ରାଜନଗର ର ଝିଅ ତାଙ୍କ ଙ୍କ ମଥାରେ ସିନ୍ଦୂର ଏବଂ ଗଳା ରେ ମଙ୍ଗଳସୁତ୍ର ପିନ୍ଧାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ତେବେ ଏହି ବିବାହ ର ଫୋଟୋ ଗୁଡିକ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ମଧ୍ୟ ହେଉଛି ଏବଂ ତାଙ୍କ ପ୍ରଶଂସକ ମାନେ ତାଙ୍କୁ ଅନେକ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି । ତେବେ ଗୁଡୁ ବିବାହ ପରେ ବର୍ତ୍ତମାନ ନିଜ ସ୍ତ୍ରୀ ପ୍ରିୟଙ୍କା କୁ ଧରି ସେ ଭୁବନେଶ୍ୱର ରେ ବୁଲାବୁଲି କରୁଛନ୍ତି ଏବଂ ତାର ଫୋଟୋ ମଧ୍ୟ ସେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ।
ଲୋକମାନେ ମଧ୍ୟ ଏହି ଯୋଡି କୁ ଖୁବ ପସନ୍ଦ କରୁଛନ୍ତି ଏବଂ ଆମ ତରଫରୁ ମଧ୍ୟ ତାଙ୍କର ନୂଆ ଜୀଵନ ପାଇଁ ତାଙ୍କୁ ଅନେକ ଶୁଭେଚ୍ଛା ଜଣାଉଛୁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ