ଦେଖନ୍ତୁ Video: ପ୍ରଥମ ଥର ପାଇଁ ରୋମାଣ୍ଟିକ ଅନ୍ଦାଜରେ ସ୍ବାମୀଙ୍କୁ କଣ କହିଲେ Ollywood ର ଲୋକପ୍ରିୟ ହିରୋଇନ Jhilik Bhattacharjee

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି ।

ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ ।

ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆଜି ଆମେ ଓଲିଉଡ ଅଭିନେତ୍ରୀ ଝିଲିକଙ୍କ ବିଷୟରେ ଆଲୋଚନା କରିବା ଏବଂ ତାଙ୍କ ସୋସିଆଲ ମିଡ଼ିଆ ରେ ଫୋଟୋ ଅପଲୋଡ଼ ବିଷୟ ରେ ମଧ୍ୟ ଚର୍ଚ୍ଚା କରିବା ।

ଝିଲିକ ହେଉଛନ୍ତି ଓଲିଉଡ ଜଗତର ଜଣେ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତ୍ରୀ । ସେ ଓଡ଼ିଆ ସିନେ ଜଗତରେ ସେ ଅନେକ ହିଟ ସିନେମା ରେ ନିଜର ଅଭିନୟ ର ପ୍ରତିଭା କୁ ଦେଖାଇଛନ୍ତି । ସୁପର ମିଛୁଆ, ଲେଖୁ ଲେଖୁ ଲେଖିଦେଲି, ଆଖିରେ ଆଖିରେ, ଆଦି ଅନେକ ହିଟ ସିନେମା ସେ ଓଲିଉଡ କୁ ପ୍ରଦାନ କରିଛନ୍ତି । ଏହା ଛଡା ସେ ଅନେକ ରିୟାଲିଟି ସୋ ର ଜଜ୍ ମଧ୍ୟ ହୋଇଛନ୍ତି ।

ତେବେ ଝିଲିକ ଏହି ବର୍ଷକ ଆଗରୁ ବିଜେଡି ର ନେତା ପ୍ରୀତିରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି ଏବଂ ଏହା ପର ଠାରୁ ସେ ଏହି ଲାଇମ ଲାଇଟ ଠାରୁ ଟିକେ ଦୁରେଇ ରହୁଛନ୍ତି ।
କିନ୍ତୁ ସେ ନିଜର ସୋସିଆଲ ମିଡ଼ିଆ ରେ ଫୋଟୋ ଏବଂ ଭିଡିଓ କୁ ନେଇ ସେ ବହୁତ ଚର୍ଚ୍ଚିତ ରୁହନ୍ତି । ବର୍ତ୍ତମାନ ସେ ନିଜ ସୋସିଆଲ ମିଡ଼ିଆ ରେ ନିଜ ସ୍ୱାମୀ ଙ୍କ ସହ ଫୋଟୋ କୁ ଛାଡି ବହୁତ ସୁନ୍ଦର ଏବଂ ଭାବ ପୂର୍ଣ୍ଣ କଥା ଲେଖିଛନ୍ତି ।

ସେ ଲେଖିଛନ୍ତି କି ଯେ ପ୍ରୀତିରଞ୍ଜନ ତାଙ୍କ ଜୀଵନ ରେ ଆସି ତାଙ୍କୁ ସବୁ ଖୁସି ପ୍ରଦାନ କରିଛନ୍ତି । ତାଙ୍କ ଭଳି ଜୀଵନ ସାଥି ଭାଗ୍ୟ ରେ ଥିଲେ ମିଳେ । ସେ ବହୁତ ଭାଗ୍ୟଶାଳୀ କି ତାଙ୍କୁ ଏଭଳି ଜଣେ ଭଲ ମଣିଷ ଜୀବନ ସାଥି ରୂପେ ମିଳିଛନ୍ତି ଏବଂ ସେ ସବୁ ଜନ୍ମ ରେ ତାଙ୍କୁ ହିଁ ସ୍ୱାମୀ ରୂପେ ପାଇବାକୁ ଈଶ୍ୱରଙ୍କ ପାଖରେ ପାର୍ଥନା କରିଛନ୍ତି ।

ଏହାଛଡା ସେ ନିଜର ଏକ ଭିଡିଓ ଯେଉଁଥିରେ ସେ ନିଜ କୁକୁର କୁ ନିଜ ହାତ ରେ ଖୋଇ ଦେଉଛନ୍ତି ଏହି ଫୋଟୋ ଏବଂ ଭିଡିଓ ବହୁତ ଭାଇରାଲ ହେବା ସହ ଝିଲିକ କୁ ସମସ୍ତେ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *