Bollywood ଷ୍ଟାର Govinda ଓଡିଆ ମ୍ୟୁଜିକ ଡାଇରେକ୍ଟରଙ୍କ ସହ କଲେ ନୂଆ ଗୀତ ରେକର୍ଡିଙ୍ଗ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ବଲିଉଡ ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ସେହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତା ଗୋବିନ୍ଦା ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଗୋବିନ୍ଦାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଗୋବିନ୍ଦା ନିଜ ଦମଦାର ଅଭିନୟ ଓ ନିଜ ଷ୍ଟାଇଲ ପାଇଁ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଗୋବିନ୍ଦା ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ।

ଗତ କିଛି ସମୟ ହେବ ଗୋବିନ୍ଦା ସୋସିଆଲ ମିଡିଆରେ ପୁଣି ଚର୍ଚାରେ ରହିଛନ୍ତି । ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ତାହା ହେଉଛି ଓଡିଶାରେ ହିନ୍ଦୀ ଗୀତ ଗାଇଲେ ଗୋବିନ୍ଦା । ସୋସିଆଲ ମିଡିଆରେ ଏହି ଖବରଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଗୋବିନ୍ଦାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏହି ଖବର ବିଷୟରେ ଜାଣି ବହୁତ ଖୁସି ହୋଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଅଭିନୟ କ୍ଷେତ୍ରରେ କାମ କରିବା ପରେ ବର୍ତ୍ତମାନ ସଙ୍ଗୀତ କ୍ଷେତ୍ରରେ ଆସିଛନ୍ତି ଗୋବିନ୍ଦା । ଓଡିଶାର ଲୋକପ୍ରିୟ ନିର୍ଦେଶକ ଗୁଡୁଲି ରଥଙ୍କ ସ୍ଵର ସଞ୍ଜଜନାରେ ସେ ଭୁବନେଶ୍ଵରରେ ଗୀତ ଗାଇଛନ୍ତି ।

ଗୋବିନ୍ଦା ଗୀତ ଗାଇବା ସହ ନିଜେ ମଧ୍ୟ ଗୀତ ଲେଖିଛନ୍ତି । ବନ୍ଧୁଗଣ ଏହି ଗୀତରେ ବଲିଉଡ ଅଭିନେତା ଶକ୍ତି କପୁର ଅଭିନୟ କରିବେ ବୋଲି ଜଣା ପଡିଛି । ଏହି ଗୀତରେ ଓଡିଆ ଅଭିନେତ୍ରୀଙ୍କୁ ସାମିଲ କରାଯାଇ ପାରେ ଓ ଏହି ଗୀତଟିର ସୁଟିଙ୍ଗ ଓଡିଶାରେ ହେବ ବୋଲି ସୂଚନା ମିଳିଛି ।

ଗତ କିଛି ମାସ ପୂର୍ବରୁ ଓଡିଶାର ଏକ ବଡ ସ୍ଟେଜ ସୋରେ ଅତିଥି ରୂପେ ଗୋବିନ୍ଦା ଯୋଗଦାନ କରିଥିଲେ ଓ ବର୍ତ୍ତମାନ ଗୋବିନ୍ଦା ନିଜ ଗୀତ ପାଇଁ ବହୁତ ଚର୍ଚାରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *