ଏମାନେ ହେଲେ Bollywood ର ଫେମସ ଅଭିନେତା Sunny Deol ଙ୍କ ରିଅଲ ଲାଇଫ ସ୍ତ୍ରୀ, ପୁଅ ଓ ବୋହୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଦିଗଜ ଅଭିନେତା ସନି ଦେଓଲଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସନି ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ବନ୍ଧୁଗଣ ସନି ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଟେ ସମୟରେ ସନି ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଥିଲେ ଓ ତାଙ୍କର ସେହି ସବୁ ଫିଲ୍ମ ଗୁଡିକ ପାଇଁ ସେ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ସନିଙ୍କ ଜୀବନୀ ଓ ପରିବାର ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସନିଙ୍କ ଜୀବନୀ ଓ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ବଲିଉଡ ଅଭିନେତା ସନି ଦେଓଲଙ୍କ ଜନ୍ମ ୧୯ ଅକ୍ଟୋବର ୧୯୫୬ ମସିହାରେ ପଞ୍ଜାବରେ ହୋଇଥିଲା । ସେ ତାଙ୍କ ସମସ୍ତ ପାଠ ପଢା ପଞ୍ଜାବରେ ପୂରଣ କରିଥିଲେ । ସନି ହେଉଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ରଙ୍କ ବଡ ପୁଅ । ସନିଙ୍କୁ ପିଲା ଦିନରୁ ଅଭିନୟରେ ବହୁତ ରୁଚି ଥିଲା । ନିଜ ପାଠ ପଢା ସାରିବା ପରେ ସନି ଆକ୍ଟିଙ୍ଗ ସ୍କୁଲକୁ ଯାଇଥିଲେ ।

ବନ୍ଧୁଗଣ ଏହା ପରେ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ ଓ ବଲିଉଡର ଅନେକ ସୁପର ହିଟ ଫିଲ୍ମ କରି ବହୁତ କମ ସମୟ ମଧ୍ୟରେ ସଫଳତା ହାସଲ କରିଥିଲେ । ବନ୍ଧୁଗଣ ସନି ଦେଓଲଙ୍କ ପତ୍ନୀଙ୍କ ନାମ ହେଉଛି ପୂଜା ଦେଓଲ । ପୂଜା ଓ ସନି ୧୯୮୪ ମସିହାରେ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ପୂଜା ମଧ୍ୟ ଏକ ରାଇଟର ଅଟନ୍ତି ଓ ବିବାହ ପରେ ସେ ଏକ ହାଉସ ୱାଇଫ ପରିକା କାମ କରନ୍ତି ।

ଏହି ଦୁଇଜଣ ପ୍ରଥମ ଥର ଇଂଲଣ୍ଡର ଏକ ସମାରୋହରେ ସାକ୍ଷାତ କରିଥିଲେ । ସାକ୍ଷାତ କରିବା ପରେ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରି ବିବାହ କରିଥିଲେ । ଆଜି ଏହି ଦୁଇଜଣ ଦୁଇଟି ପୁଅର ମା ବାପା ମଧ୍ୟ ଅଟନ୍ତି । ସନିଙ୍କ ବଡ ପୁଅର ନାମ ହେଉଛି କରନ ଦେଓଲ । କରନ ଏକ ଅଭିନେତା ହେବା ସହ ଏକ ଗାୟକ ମଧ୍ୟ ଅଟନ୍ତି ।

ସନିଙ୍କ ସାନ ପୁଅର ନାମ ହେଉଛି ରାଜବିର ଦେଓଲ । ରାଜବିର ଏକ ଡାଇରେକ୍ଟର ଅଟନ୍ତି ଓ ସେ ଅନେକ ଫିଲ୍ମ କରି ସାରିଛନ୍ତି । ବନ୍ଧୁଗଣ ସନିଙ୍କର ଦୁଇ ପୁଅ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ହେଲେ ତାଙ୍କ ବଡ ପୁଅ ବଲିଉଡ ଅଭିନେତ୍ରୀ ସାହିଦ ବପ୍ପାଙ୍କୁ ଡେଟ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ବଲିଉଡ ଅଭିନେତା ସନି ଦେଓଲ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *