ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଉଭୟ ଥିଲେ ସାମ୍ନା ସାମ୍ନି । କାହାଣୀ ରେ ଆସୁଥିଲା ଟ୍ଵିଷ୍ଟ୍ । ଅନୁଭବ ଚାହିଁଥିଲେ ବିବାହ ବିଚ୍ଛେଦ । କିନ୍ତୁ ବର୍ଷା ସମ୍ପର୍କ କୁ ବଞ୍ଚାଇ ରଖିବାକୁ ଚାହିଁଥିଲେ ।
ଏଭଳି କିଛି ଆଜି ଶୁଣିବାକୁ ମିଳିଛି ଫ୍ୟାମିଲି କୋ-ର୍ଟ ରେ । ଆଜି ଉଭୟ କୋ-ର୍ଟ ରେ ହାଜିର ହୋଇଥିଲେ । ଓଡ଼ିଶା ରେ ଚର୍ଚ୍ଚିତ ଓ ବି-ବା-ଦୀ-ୟ ଯୋଡ଼ି ଭାବରେ ପରିଚିତ ହୋଇଛନ୍ତି ସାଂସଦ ଅନୁଭବ ଏବଂ ତାଙ୍କ ଧର୍ମ ପତ୍ନୀ ବର୍ଷା । ଉଭୟ ଙ୍କୁ ଆଜି ଏକ ଭିନ୍ନ ଅବତାର ରେ ଦେଖିବାକୁ ମିଳିଥିଲା । ମଥା ରେ ସିନ୍ଦୁର ନାଇଁ ଓଡ଼ିଆ ବୋହୁ ପରି ଶାଢ଼ୀ ପିନ୍ଧି ଫ୍ୟାମିଲି କୋ-ର୍ଟ ରେ ହାଜିର ହୋଇଥିଲେ ବର୍ଷା ଏବଂ ଅନ୍ୟ ପକ୍ଷ ରେ ଚିରା ଚରିତ ଢଙ୍ଗ ରେ ଅନୁଭବ କୋ-ର୍ଟ ରେ ହାଜର ହୋଇଥିଲେ ।
ବିବାହ ବିଚ୍ଛେଦ ମାମଲାରେ କୋ-ର୍ଟ ରେ ହାଜର ହୋଇ ନିଜ ସମ୍ପର୍କ କୁ ଆଉଥରେ ସୁଯୋଗ ଦେବାକୁ ଚେଷ୍ଟା କରିଥିଲେ ଉଭୟ । ୧୫ ମିନିଟ ର ଆମ୍ନା ସାମ୍ନା କରିଥିଲେ ଏହି ଯୋଡ଼ି । ବିବାହ ବିଚ୍ଛେଦ ମାମଲା ର ଆପସ ବୁଝାମଣା ପାଇଁ ଫ୍ୟାମିଲି କୋ-ର୍ଟ ଉଭୟ ଙ୍କୁ ଡାକିଥିଲା । ତେବେ ପ୍ରଥମ ଥର ପାଇଁ କୋ-ର୍ଟ ରେ ହାଜର ହୋଇଥିଲେ ବର୍ଷା । ଗତ ଥର ବର୍ଷା କୋ-ର୍ଟ ନ ଆସିବାରୁ ଅନୁଭବ ଅ-ଭି-ଯୋ-ଗ ଆଣିଥିଲେ ।
ଏହା ପୂର୍ବରୁ ୩ ଥର କୋ-ର୍ଟ ରେ ହାଜର ହୋଇଥିଲେ ଏହି ଷ୍ଟାର କପଲ । କିନ୍ତୁ କୌଣସି କାରଣ ଯୋଗୁଁ ବର୍ଷା କୋ-ର୍ଟ ରେ ପହଁଚିପାରି ନଥିଲେ । ଫ୍ୟାମିଲି କୋ-ର୍ଟ ଉଭୟ ଙ୍କୁ ନିଜ ସମ୍ପର୍କ କୁ ସୁଧାରିବା ନିମନ୍ତେ ପରାମର୍ଶ ଦେଇଥିଲେ । ତେବେ ଏହି ପରାମର୍ଶ କ୍ରମେ ଆଜି ଫ୍ୟାମିଲି କୋ-ର୍ଟ ଉଭୟ ଙ୍କୁ ଏହାର ସମାଧାନ ନିମନ୍ତେ ଡାକିଥିଲା ।
ତେବେ କୋ-ର୍ଟ ରେ ଉଭୟ ସାମ୍ନା ସାମ୍ନି ହେବା ପରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନା କୁ ଆସିଛି । ସୂଚନାଯୋଗ୍ୟ ଅନୁଭବ ଚାହୁଁଛନ୍ତି ବିବାହ ରୁ ବିଚ୍ଛେଦ, କିନ୍ତୁ ବର୍ଷା ସମ୍ପର୍କ କୁ ବଜାୟ ରଖିବାକୁ ଚାହୁଁଛନ୍ତି ।
ତେବେ ଏଭଳି ପରିସ୍ଥିତି ରେ ଏହି ବିବାଦ ସହଜ ରେ ସମାଧାନ ହେବା ଭଳି ଲାଗୁନାହିଁ । ତେବେ ଦେଖାଯାଉ ଉଭୟ ପୁଣିଥରେ ହାତ ରେ ହାତ ମିଶାଇ ଏକାଠି ଚାଲୁଛନ୍ତି ଅଥବା କୋ-ର୍ଟ ବାହାରୁ ହିଁ ଅଲଗା ହୋଇ ଯାଉଛନ୍ତି । ତେବେ ଏଥିରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।