Anubhab ଓ Varsha ଗଲେ ଫ୍ଯାମିଲି କୋର୍ଟ, ରିପୋର୍ଟର ପଚାରିବାରୁ ଦେଲେ କିଛି ଏମିତି ଜବାବ…ଜାଣି ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଓଲିଉଡ ର କିଙ୍ଗ ଅନୁଭବ ଓ ଓଲିଉଡ ର କ୍ୱିନ ବର୍ଷା ଙ୍କୁ ତ ଆପଣ ମାନେ ନିଶ୍ଚିତ ଜାଣିଥିବେ । ଏହି ଦୁଇ ଜଣଙ୍କ ଯୋଡି କୁ ଲୋକ ମାନେ ବହୁତ ଭଲ ପାଇବା ଦେଇଥିଲେ ।

ଏପରିକି ଏହି ଦୁଇ ଯୋଡି ନିଜ ବାସ୍ତବ ଜୀବନ ରେ ମଧ୍ୟ ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ । କିନ୍ତୁ ଏ ବିବାହ ବେଶୀ ବର୍ଷ ଯାଏ ତିଷ୍ଠି ପାରି ନ ଥିଲା ଦୁହିଁଙ୍କ ମଧ୍ୟରେ କିଛି କଳହ ଯୋଗୁ ସେମାନେ ଦୁହେଁ ଅଲଗା ହୋଇଯାଇଥିଲେ । କିନ୍ତୁ ସେମାନେ ବର୍ତ୍ତମାନ ସୁଦ୍ଧା ଆଇନ ଅନୁଯାୟୀ ଅଲଗା ହୋଇ ନାହାନ୍ତି । ତେବେ ପୁଣି ଥରେ ଦୁହେଁ କୋ-ର୍ଟ ର ଦ୍ୱାରସ୍ଥ ହୋଇଥିବା ଦେଖା ଯାଇଛି । ପୁଣି ଥରେ ଆଜି ଦୁହେଁ ଫ୍ୟାମିଲି କୋ-ର୍ଟ ରେ ପହଞ୍ଚିଥିଲେ ।

ଆଜି ସକାଳେ ଅନୁଭବ ଙ୍କୁ କଟକ ଫ୍ୟାମିଲି କୋ-ର୍ଟ ରୁ ବାହାରିକରି ଆସୁଥିବାର ଦେଖା ଯାଇଥିଲା । ବର୍ଷା ଓ ଅନୁଭବ ଙ୍କ ମଧ୍ୟରେ ଚାଲୁଥିବା ବି-ବା-ଦ କୁ ନେଇ ଦୁହେଁ ଆଜି କୋ-ର୍ଟ କୁ ଯାଇଥିଲେ । ଏହି ସମ୍ପର୍କରେ ଅନୁଭବ ଙ୍କୁ ପଚାରିବାରୁ ସେ କହିଥିଲେ । ଏହା ହେଉଛି ତାଙ୍କ ପାରିବାରିକ ଓ ବ୍ୟକ୍ତିଗତ ମାମଲା ଏ ବିଷୟ ରେ ଦୟାକରି କେହି ମୁଣ୍ଡ ପୁରାନ୍ତୁ ନାହିଁ । ସେ କହିଥିଲେ ଯାହା ବି ହେଉ ସବୁବେଳେ ସତ୍ୟ ର ଜୟ ହୋଇ ଆସିଛି ଏବଂ ଆଜି ମଧ୍ୟ ସତ୍ୟ ର ଜୟ ହେବ ।

ଶୁଣା ଯାଉଛି ଯେ ଅନୁଭବ ବର୍ଷା ଙ୍କ ବି-ରୁ-ଦ୍ଧ-ରେ ପୁରିଘାଟ ଥା-ନା ରେ ଏକ ଲିଖିତ ଅ-ଭି-ଯୋ-ଗ ଦେଇଛନ୍ତି । ଏହି ସମ୍ପର୍କରେ ତାଙ୍କୁ ପଚାରିବାରୁ ସେ କହିଥିଲେ ସେ ସମ୍ପର୍କରେ ସେ କାହା ସହିତ କିଛି ବି କଥା ହେବାକୁ ଚାହୁଁ ନାହାନ୍ତି । କାରଣ ଏହା ହେଉଛି ତାଙ୍କର ବ୍ୟକ୍ତିଗତ ମାମଲା ।

ଶେଷ ରେ ସେ କହିଥିଲେ ଲୋକ ମାନଙ୍କ ର ଭଲ ପାଇବା ଓ ଆଶୀର୍ବାଦ ସବୁ ବେଳେ ତାଙ୍କ ଉପରେ ଅଛି । ସତ୍ୟ ର ନିଶ୍ଚୟ ଜୟ ହେବ । ଅନ୍ୟ ପକ୍ଷରେ ବର୍ଷା ଙ୍କୁ ମଧ୍ୟ ଆଜି କୋ-ର୍ଟ ରୁ ଫେରୁଥିବା ସମୟ ରେ ଦେଖିବାକୁ ମିଳିଥିଲା । କୋଭିଡ ନିୟମ ଅନୁଯାୟୀ ସେ ହାତ ରେ ଗ୍ଲୋବସ ଓ ମାସ୍କ ପିନ୍ଧିଥିଲେ । ବର୍ଷା ଙ୍କୁ ଏହି ବିଷୟ ରେ ମଧ୍ୟ ପ୍ରଶ୍ନ କରାଯାଇ ଥିଲା କିନ୍ତୁ ସେ ଏହାର କିଛି ବି ଉତ୍ତର ଦେଇ ନ ଥିଲେ ।

ଏହା ସହିତ ତାଙ୍କୁ ପଚରାଯାଇଥିଲା ଯେ ଅନୁଭବ ତାଙ୍କ ବିରୁଦ୍ଧରେ ପୁରିଘାଟ ଥା-ନା ରେ କେଉଁ କାରଣ ରୁ ଅ-ଭି-ଯୋ-ଗ କରିଛନ୍ତି । କିନ୍ତୁ ସେ ଏହି ପ୍ରଶ୍ନ ର ମଧ୍ୟ କିଛି ଉତ୍ତର ଦେଇ ନ ଥିଲେ । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *