ଗୁରୁତର ଅବସ୍ଥାରେ ICU ରେ ଭର୍ତ୍ତି ହେଲେ ଓଡିଆ ସିଙ୍ଗର ଶକ୍ତି ମିଶ୍ର ( Shakti Mishra)

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ଅଛି କାରଣ ଦେଶରେ କରୋନା ମହାମାରୀର ସଂକ୍ରମଣ ତୀବ୍ର ଗତିରେ ବଢିବାରେ ଲାଗିଛି । ଏହି ଭାଇରସରେ ସଂକ୍ରମିତ ହୋଇ ହଜାର ହଜାର ଲୋକ ନିଜର ପ୍ରାଣ ହରାଇ ଛନ୍ତି ।

ଗତ ବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସଟି ଅଧିକ ଶକ୍ତିଶାଳୀ ହେବା ସହ ଜନସାଧାରଣ ମାନଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି । ବନ୍ଧୁଗଣ ଗତବର୍ଷ ଏହି ଭାଇରସ କେତେକ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଆମ ଠାରୁ ଛଡେଇ ନେଇଥିଲା । ଏହି ବର୍ଷ ମଧ୍ୟ କେତେକ କଳାକାର ମାନେ ଏହି ଭାଇରସରେ ପ୍ରାଣ ହରାଇ ସାରିଛନ୍ତି ।

କରୋନା ମହାମାରୀର ସଂକ୍ରମଣକୁ କମ କରିବା ପାଇଁ ସରକାର ଅନେକ ଗାଇଡଲାଇନ ଜାରି କରିଛନ୍ତି । ଗତ କିଛି ସମୟ ହେବ ଏକ ବିଶେଷ ଖବର ସାମ୍ନାକୁ ଆସୁଛି । ବନ୍ଧୁଗଣ ଗତ କିଛି ସମୟ ହେବ ଏହା ଖବର ମିଳୁଛି ଯେ, ଓଡିଆ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହୋଇଯାଇଛି । ଶକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଖବର ପାଇଁ ଅନେକ ଲୋକ ଚିନ୍ତିତ ଅଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ବର୍ତ୍ତମାନ ଏହା ଖବର ମିଳିଛି ଯେ, ଓଡିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସସ୍ଥ୍ୟ ଅବସ୍ଥା ଗୁରୁତ୍ଵର ଅଛି । ଏହି ଖବର ବିଷୟରେ ତାଙ୍କ ପତ୍ନୀ ମିଡିଆକୁ ଜଣାଇଛନ୍ତି । ଓଡିଆ ଆଲବମ ଜଗତରେ ଶକ୍ତିଙ୍କର ଏକ ସ୍ଵତନ୍ତ୍ର ପରିଚୟ ରହିଛି । ସେ ଅନେକ ସୁପର ହିଟ ଗାଇ ପ୍ରସିଦ୍ଧି ହାସଲ କରିଛନ୍ତି । ତାଙ୍କ ସ୍ଵର ଓ କଣ୍ଠକୁ ବହୁତ ଲୋକ ପସନ୍ଦ କରନ୍ତି । ଓଡିଆ ସଙ୍ଗୀତ ପ୍ରତି ତାଙ୍କର ଏକ ବଡ ଅବଦାନ ରହିଛି ।

ଶକ୍ତି ନିଜ ଗୀତ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ହେଲେ ବର୍ତ୍ତମାନର ଖବର ସମସ୍ତଙ୍କୁ ଚିନ୍ତାରେ ନେଇ ଆସିଛି । ଗତ କିଛି ଦିନ ହେବ ଶକ୍ତିଙ୍କ ଅବସ୍ଥା ଖରାପ ହୋଇ ଆସୁଥିବା ଯାହାଫଳରେ ସେ ବର୍ତ୍ତମାନ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ।

ଆଗାମୀ ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କଣ ହେବ ତାହା ବିଷୟରେ ଆପଣ ମାନେ ଜାଣିବାକୁ ପାଇବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଗାୟକ ଶକ୍ତି ମିଶ୍ରଙ୍କ ଗୀତ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ତାଙ୍କର ଆଶୁ ଆରୋଗ୍ଯ କାମନା ନିମନ୍ତେ ପ୍ରାର୍ଥନା କରିବେ । ଧନ୍ୟବାଦ  ।

Leave a Reply

Your email address will not be published. Required fields are marked *