TV ସିରିଏଲ “ତାରକ ମେହତା କା ଉଲ୍ଟା ଚଷମା” ର ଦର୍ଶକ ମାନଙ୍କ ପାଇଁ ଖୁସି ଖବର, ଏହି ସୁନ୍ଦରୀ ଆଉ ଗ୍ଲାମରସ Actress ବନିବେ ଦୟା ବେନ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିର ଫେମସ ସୋ ‘ତାରକ ମେହେତା କା ଉଲ୍ଟା ଚଷମା’ ନିଶ୍ଚୟ ଦେଖିଥିବେ । ଏହି ସୋଟିକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି କାରଣ ଏହି ସୋରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ନିଜର ସୁନ୍ଦର ଭୂମିକା ପଦର୍ଶନ କରିଛନ୍ତି ।

ଏହି ସୋରେ ଅଭିନୟ କରିଥିବା ସମସ୍ତ କଳାକାର ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଏହା ଏକ ପାରିବାରିକ ସୋ ହୋଇଥିବାରୁ ସମସ୍ତ ଲୋକ ଏହାକୁ ଦେଖିବା ପାଇଁ ବହୁତ ପସନ୍ଦ କରୁଛନ୍ତି । ହେଲେ ବନ୍ଧୁଗଣ ଧୀରେ ଧୀରେ ଏହି ସୋଟି ଦର୍ଶକ ମାନଙ୍କ ନଜରରୁ ଫିକା ପଡି ଯାଉଛି କାରଣ ଏହି ସୋର ମୁଖ୍ୟ ଅଭିନେତ୍ରୀ ଦିଆ ବେନ ବହୁତ ସମୟ ହେବ ଟିଭିରୁ ଦୂରରେ ଅଛନ୍ତି ।

ଗତ କିଛି ଦିନ ତଳେ ଖବର ଆସିଥିଲା ଯେ, ଦିଶା ଭକାନି ପୁଣି ଥରେ ଦିଆ ବେନଙ୍କ ଭୂମିକାରେ ନଜର ଆସିବେ । ହେଲେ ସେହି ଖବରଟି ଫେକ ବାହାରିଲା । ହେଲେ ଗତ କିଛି ସମୟ ହେବ ଏକ ବଡ ଖବର ସାମ୍ନାକୁ ଆସିଛି ତାହା ହେଉଛି ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ବହୁତ ଶୀଘ୍ର ଦିଆ ବେନଙ୍କ ଭୂମିକାରେ ନଜର ଆସିବେ । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ମିଡିଆ ରିପୋର୍ଟସ ମୁତାବକ, ଏହି ଖବରଟି ସଂପୂର୍ଣ୍ଣ ମିଛ ଅଟେ । ଦିବ୍ୟଙ୍କା ମଧ୍ୟ ଏହା ବିଷୟରେ ଏକ ବଡ ଖୁଲାସା କରିଛନ୍ତି । ଦିବ୍ୟଙ୍କାଙ୍କ ମୁତବକ ଏହି ପରି ଫେକ ଖବର ଉପରେ ଅଧିକ ଧ୍ୟାନ ଦେବା ଉଚିତ ନୁହେଁ । ଥରେ ଦିବ୍ୟଙ୍କାଙ୍କୁ ଏହି ସୋ ସହ ଜଡିତ କିଛି ପ୍ରଶ୍ନ ପଚରା ଯାଇଥିଲା ।

ଦିବ୍ୟାଙ୍କାଙ୍କ ପଚରା ଯାଇଥିଲା ଯେ-ଯଦି ତାଙ୍କୁ ତାରକ ମେହତା ସୋରେ ଦିଆଙ୍କ ଭୂମିକା ଦିଆଯାଏ ତା ହେଲେ ସେ କରିବେ ନାହିଁ ?, ଏହାର ଉତ୍ତର ଦେଇ ଦିବ୍ୟଙ୍କା କହିଥିଲେ- ଏହା ହେଉଛି ଏକ ବଡ ସୋ ଓ ଏହି ସୋର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ହେଲେ ମୁ ଏହି ସୋ ପାଇଁ ଅଧିକ ଉତ୍ସୁକ ନାହିଁ ବୋଲି ମତେ ଲାଗୁଛି । ମୁ ବର୍ତ୍ତମାନ କିଛି ନୂଆ କନସେପ୍ଟ ଓ ନୂଆ ଚ୍ୟାଲେଞ୍ଜ କରିବା ପାଇଁ ଚିନ୍ତା କରୁଛି’ ।

ବର୍ତ୍ତମାନ ତ ଆପଣ ଏହି ଖବର ବିଷୟରେ ବେସ ଭଲ ଭାବରେ ଜାଣି ପାରୁଥିବେ । ଦିବ୍ୟଙ୍କାଙ୍କୁ ତାରକ ମେହତା ସୋରେ ଦିଆ ବେନଙ୍କ ଭୂମିକା କରିବା ପାଇଁ ଅଫର ଦିଆଯାଇ ନାହିଁ ଓ ଦିବ୍ୟଙ୍କାଙ୍କ ସହ ଏହି ଭୂମିକାକୁ ନେଇ କୌଣସି କଥା ବାର୍ତ୍ତା ମଧ୍ୟ ହୋଇ ନାହିଁ । ତା ହେଲେ ବନ୍ଧୁଗଣ ଦିଆ ବେନଙ୍କ ଭୂମିକା ପାଇଁ କେଉଁ ଅଭିନେତ୍ରୀ ଠିକ ରହିବ ଆପଣ ମାନେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *