ଗୋଟେ ଗୀତ ଗାଇବା ପାଇଁ କେତେ ଟଙ୍କା ଦରମା ନିଅନ୍ତି Ollywood ର ଏହି Top 10 ସିଙ୍ଗର, ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଫିଲ୍ମ ରେ ସମସ୍ତ ଗୀତ ଗୁଡ଼ିକୁ ତ ନିଶ୍ଚିତ ଭାବରେ ଶୁଣିଥିବେ ଏବଂ ସେହି ଗୀତ ର ଗାୟକ ବା ଗାୟିକା ଙ୍କୁ ମଧ୍ୟ ଜାଣିଥାନ୍ତି । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି ଗୋଟିଏ ଗୀତ ରେ କଣ୍ଠଦାନ କରିବା ପାଇଁ ଓଲିଉଡ ର ଗାୟକ/ଗାୟିକା କେତେ ଟଙ୍କା ଦରମା ନେଇଥାନ୍ତି ।

ଗୋଟିଏ ଗୀତ କୁ ପୂର୍ଣ୍ଣ କରିବାକୁ କେତେ ଦିନ ସମୟ ନେଇଥାନ୍ତି? ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ନମିତା ଅଗ୍ରୱାଲ- ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ । ନମିତା ବର୍ତ୍ତମାନ ସମୟ ରେ ଅଧିକ ଭଜନ ଗାଉ ଥିବାର ଦେଖିବାକୁ ମିଳୁଛି । ସେ ଗୋଟିଏ ଭଜନ ଗାଇବା ପାଇଁ ପ୍ରାୟ ୭,୦୦୦ ଟଙ୍କା ନିଅନ୍ତି ।

୨. ସୋହିନୀ ମିଶ୍ର- ଏହି ଲିଷ୍ଟ ର ଦ୍ୱିତୀୟ ସ୍ଥାନରେ ଅଛନ୍ତି ସୋହିନୀ । ସୋହିନୀ ମିଶ୍ର ଅନେକ ଓଡ଼ିଆ ଗୀତ ରେ ନିଜର କଣ୍ଠଦାନ କରିଛନ୍ତି । ସେ ଫିଲ୍ମ ରେ ଗୋଟିଏ ଗୀତ ଗାଇବା ପାଇଁ ପ୍ରାୟ ୧୦,୦୦୦ ଟଙ୍କା ନିଅନ୍ତି ।

୩. ବିଷ୍ଣୁ ମୋହନ କବି- ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ବିଷ୍ଣୁ ମୋହନ କବି । ବିଷ୍ଣୁ ଗୋଟିଏ ଗୀତ ଗାଇବା ପାଇଁ ପ୍ରାୟ ୧୨,୦୦୦ ଟଙ୍କା ନେଇଥାନ୍ତି ।

୪. ଅଭିଜିତ ମଜୁମଦାର- ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭଜିତ ମଜୁମଦାର । ଅଭିଜିତ ଙ୍କ ନିଜର ଏକ ମ୍ୟୁଜିକ ଷ୍ଟୁଡିଓ ରହିଛି । ସେ ଗୋଟିଏ ଗୀତ ଗାଇବା ପାଇଁ ୧୫ ରୁ ୨୦ ହଜାର ଟଙ୍କା ନିଅନ୍ତି ।

୫. ଦୀପ୍ତିରେଖା ପାଢ଼ୀ- ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଦୀପ୍ତିରେଖା ପାଢ଼ୀ । ଦୀପ୍ତିରେଖା ଅନେକ ଓଡ଼ିଆ ଗୀତ ରେ ନିଜର କଣ୍ଠଦାନ କରିଛନ୍ତି । ଦୀପ୍ତିରେଖା ଗୋଟିଏ ଗୀତ ଗାଇବା ପାଇଁ ପ୍ରାୟ ୨୦ ରୁ ୨୫ ହଜାର ଟଙ୍କା ନେଇଥାନ୍ତି ।

୬. ସତ୍ୟଜିତ ପ୍ରଧାନ- ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ସତ୍ୟଜିତ ପ୍ରଧାନ । ସେ ଅନେକ ଫିଲ୍ମ ଓ ଆଲବମ ଗୀତ ଗାଇଛନ୍ତି । ସତ୍ୟଜିତ ଗୋଟିଏ ଗୀତ ଗାଇବା ପାଇଁ ପ୍ରାୟ ୨୦ ରୁ ୨୫ ହଜାର ଟଙ୍କା ନେଉଛନ୍ତି ।

୭. ଅନ୍ତରା ଚକ୍ରବର୍ତ୍ତୀ- ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଅନ୍ତରା ଚକ୍ରବର୍ତ୍ତୀ । ଅନ୍ତରା ଚକ୍ରବର୍ତ୍ତୀ ଅନେକ ଓଡ଼ିଆ ଫିଲ୍ମ ଓ ସିରିଆଲ ଗୀତ ରେ କଣ୍ଠଦାନ କରିଛନ୍ତି । ସେ ଗୋଟିଏ ଗୀତ ଗାଇବା ପାଇଁ ୨୫ ରୁ ୨୮ ହଜାର ଟଙ୍କା ନେଉଛନ୍ତି ।

୮. ସ୍ୱୟଂ ପାଢ଼ୀ- ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ସ୍ୱୟଂ ପାଢ଼ୀ । ସ୍ୱୟଂ ବହୁତ ସୁନ୍ଦର ଗୀତ ଗାଆନ୍ତି । ସେ ଗୋଟିଏ ଗୀତ ଗାଇବା ପାଇଁ ପ୍ରାୟ ୩୦ ରୁ ୩୫ ହଜାର ଟଙ୍କା ନେଇଥାନ୍ତି ।

୯. ତପୁ ମିଶ୍ର- ଏହି ଲିଷ୍ଟ ର ନବମ ସ୍ଥାନରେ ଅଛନ୍ତି ତପୁ ମିଶ୍ର । ଯଦିଓ ତପୁ ମିଶ୍ର ବର୍ତ୍ତମାନ ଆମ ଗହଣ ରେ ନାହାନ୍ତି । ସେ ସବୁଦିନ ପାଇଁ ଆରପାରି କୁ ଚାଲି ଯାଇଛନ୍ତି । କିନ୍ତୁ ଯେତେବେଳେ ସେ ଜୀବିତ ଥିଲେ ଗୋଟିଏ ଗୀତ ଗାଇବା ପାଇଁ ସେ ୩୫ ରୁ ୪୦ ହଜାର ଟଙ୍କା ନେଇଥାନ୍ତି ।

୧୦. ଅସୀମା ପଣ୍ଡା- ଏହି ଲିଷ୍ଟ ର ଦଶମ ସ୍ଥାନରେ ଅଛନ୍ତି ଅସୀମା ପଣ୍ଡା । ଅସୀମା ଅନେକ ଓଡ଼ିଆ ଫିଲ୍ମ ଗୀତ ଓ ଭଜନ ରେ ନିଜର କଣ୍ଠଦାନ କରିଛନ୍ତି । ସେ ଗୋଟିଏ ଗୀତ ଗାଇବା ପାଇଁ ୪୦ ରୁ ୪୫ ହଜାର ଟଙ୍କା ନିଅନ୍ତି ।

୧୧. ହୁମାନ ସାଗର- ଏହି ଲିଷ୍ଟ ର ଏକାଦଶ ସ୍ଥାନରେ ଅଛନ୍ତି ହୁମାନ ସାଗର । ହୁମାନ ସାଗର ଓଲିଉଡ ର ନମ୍ବର ୧ ଗାୟକ ଅଟନ୍ତି । ସେ ଗୋଟିଏ ଗୀତ ଗାଇବା ପାଇଁ ପ୍ରାୟ ୫୦ ରୁ ୮୦ ହଜାର ଟଙ୍କା ନେଇଥାନ୍ତି ।

୧୨. ଋତୁରାଜ- ଏହି ଲିଷ୍ଟ ଦ୍ଵାଦଶ ସ୍ଥାନରେ ଅଛନ୍ତି ଋତୁରାଜ । ଋତୁରାଜ ବର୍ତ୍ତମାନ ବଲିଉଡ଼ ରେ ଗୀତ ଗାଉଛନ୍ତି । ସେ ଗୋଟିଏ ଗୀତ ରେ ନିଜର କଣ୍ଠଦାନ କରିବା ପାଇଁ ପ୍ରାୟ ୧ ଲକ୍ଷ ରୁ ଦେଢ଼ ଲକ୍ଷ ଟଙ୍କା ନେଇଥାନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *