ପୁଣି ଚର୍ଚ୍ଚାରେ Varsha-Anubhav ବିବାଦ, ବର୍ଷାଙ୍କ ବିରୁଦ୍ଧରେ କିଛି ଏମିତି ଅଭିଯୋଗ ଆଣିଲେ ସ୍ଵାମୀ Anubhav Mohanty, ସୋସିଆଲ ମିଡିଆରେ ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ଆପଣ ମାନେ ଓଡ଼ିଆ ସିନେମା ଜଗତ ର ଅନୁଭବ ଏବଂ ବର୍ଷାଙ୍କ ଯୋଡି କୁ ଖୁବ ଭଲ ଭାବରେ ଜାଣିଥିବେ । ଏହି ଯୋଡି ଅନେକ ସିନେମା ରେ ଅଭିନୟ କରିଛନ୍ତି ଏବଂ ଅନେକ ହିଟ ସିନେମା ଇଣ୍ଡଷ୍ଟ୍ରି କୁ ପ୍ରଦାନ କରିଛନ୍ତି ତେବେ ଏହି ଯୋଡି କୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ।

ତେବେ ଏହି ଯୋଡି ୨୦୧୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତେବେ ଏହା ପ୍ରେମ ବିବାହ ଥିଲା ଏହି ବିବାହ ରେ ସମସ୍ତେ ଖୁସି ମଧ୍ୟ ଥିଲେ କିନ୍ତୁ ଗତବର୍ଷ ବର୍ଷା ଅନୁଭବ ଙ୍କ ନାମ ରେ ତାଙ୍କ ଉପରେ ନି-ର୍ଯା-ତ-ନା ଏବଂ ତାଙ୍କୁ ଅ-ତ୍ୟା-ଚା-ର- କରା ଯାଉଛି ବୋଲି କେ-ଶ କରିଥିଲେ ଏବଂ ଏହି ଖବର ଚାରିଆଡେ ବ୍ୟା-ପି ମଧ୍ୟ ଯାଇଥିଲା ତାପରେ ସେ ଦୁଇ ଜଣଙ୍କୁ ଅନେକ ପ୍ରଶ୍ନ ର ଘେ-ର-ରେ ରହିବାକୁ ପଡିଥିଲା । ଅନୁଭବ ମହାନ୍ତି ଏବେ ବିଜୁ ଜନତା ଦଳର ଜଣେ ଏମପି ଅଛନ୍ତି ଏବଂ ସେଥିପାଇଁ ତାଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିଲା ।

ତେବେ ଅନୁଭବ ମିଡ଼ିଆ ରେ କହି ଥିଲେ କି ବର୍ଷା ପ୍ରଥମ ଦିନରୁ ତାଙ୍କ ସହ କୌଣସି ସ-ମ୍ବ-ନ୍ଧ ରଖିବା ପାଇଁ ମନା କରି ଦେଇଥିଲେ ଏବଂ ସେ ନିଜ ବାପ ଘରେ ଅଧିକ ସମୟ ବିତାଉ ଥିଲେ ଏବଂ ଅନୁଭବ ଙ୍କ ପରିବାର ସହ କୌଣସି ପ୍ରକାରର ଭଲ ସଂପର୍କ ରଖୁ ନଥିଲେ ଏହା ଛଡା ସେ ଅନୁଭବ ଙ୍କୁ ମା-ନ-ସି-କ ନି-ର୍ଯା-ତ-ନା ଦେଉଥିଲେ ।

ସେ ତାଙ୍କର କୌଣସି ଉତ୍ସବରେ ମଧ୍ୟ ଯୋଗଦାନ କରୁ ନଥିଲେ ଏବଂ ନିଜ ପରିବାର ଲୋକ ଙ୍କ ଆଗରେ ସର୍ଵଦା ତାଙ୍କୁ ଅ-ପ-ମା-ନ ଦେଇ ଆସୁ ଥିଲେ ତେଣୁ ଅନୁଭବ ବର୍ଷା ଙ୍କ ଠାରୁ ବର୍ତ୍ତମାନ ଛାଡପତ୍ର ଚାହୁଁଛନ୍ତି । ତେବେ ବର୍ଷା ସିଧାସଳଖ ଭାବେ କିଛି କହି ନ ଥିଲେ ବି ସେ ଅନୁଭବ ଏବଂ ତାଙ୍କ ପରିବାର ଙ୍କ ନାମ ରେ ନି-ର୍ଯା-ତ-ନା ର ଅ-ଭି-ଯୋ-ଗ ମଧ୍ୟ ଆଣି ଦେଇଛନ୍ତି ।

ତେବେ ଏତେ ସବୁ ହେବା ପରେ ଅନୁଭବ ଏହା କହିଛନ୍ତି କି ଯେ ବର୍ଷା ତାଙ୍କ ପିଟିସନ ଡେଟ ରେ କୋ-ର୍ଟ-ରେ ଯୋଗ ଦେଉ ନାହାନ୍ତି ଯାହା ଯୋଗୁଁ ତାଙ୍କ ର କେ-ଶ ର ସମୟ ବଢ଼ିବାରେ ଲାଗିଛି । ଏହା ଛଡା ଅନୁଭବ ଙ୍କ ଅନୁସାରେ ବର୍ଷା ସମୟ ନାହିଁ ବୋଲି କହୁଛନ୍ତି କିନ୍ତୁ ସୋସିଆଲ ମିଡ଼ିଆ ରେ ଅନେକ ପୋଷ୍ଟ ଅନେକ କାର୍ଯ୍ୟକ୍ରମରେ ଯୋଗଦାନ ର ଫୋଟୋ ଇତ୍ୟାଦି ପୋଷ୍ଟ କରାଯାଉଛି କିନ୍ତୁ କୋ-ର୍ଟ କୁ ନିଜ କେ-ଶ ପାଇଁ ୫ ମିନିଟ ସମୟ ନାହିଁ ।

ତେବେ ଅନୁଭବ ମିଡ଼ିଏସେନ ଙ୍କୁ ଅନୁରୋଧ କରିଛନ୍ତି କି ଏହି କେ-ଶ ର ନିଷ୍ପତ୍ତି ଶୀଘ୍ର ଶୁଣାଣି କରାଯାଉ । ତେବେ ଅନୁଭବ ଙ୍କୁ ବର୍ଷା କୋ-ର୍ଟ ନ ଆସିବାର କାରଣ କଣ ପ୍ରଶ୍ନ କରିବାରୁ ତାହା ସେ ହିଁ ଜାଣିଥିବେ ବୋଲି ମିଡ଼ିଆ କୁ ଅନୁଭବ କହିଥିଲେ । ତେବେ କିଏ ଠିକ କିଏ ଭୁଲ ତାହା ସେହି ମାନେ ହିଁ ଜାଣିଥିବେ । ତେବେ ଏଥିରେ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *