ବନ୍ଧୁଗଣ ଗତ କାଲି ଥିଲା ବିଶ୍ଵ ଯୋଗ ଦିବସ । ଗତ କାଲି ସମସ୍ତ ଲୋକ ନିଜ ଘର ମଧ୍ୟରେ ରହି ବିଶ୍ଵ ଯୋଗ ଦିବସକୁ ପାଳନ କରିଛନ୍ତି । ଏହା ସହିତ ଗତ କାଲି ବଲିଉଡ ଅଭିନେତା ନିଜ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କ ଉପରେ ହୋଇଥିବା ଏ-ସି-ଡ ଆ-ଟା-କ ବିଷୟରେ ମଧ୍ୟ ଚର୍ଚା କରିଛନ୍ତି ।
କଙ୍ଗନା ହେଉଛନ୍ତି ବଲିଉଡର ଏକ ଦିଗଜ ଅଭିନେତ୍ରୀ ହେଲେ ତାଙ୍କ ଭଉଣୀ ବଲିଉଡ ଇଣ୍ଡଷ୍ଟ୍ରି ଠାରୁ ଦୂରରେ ରୁହନ୍ତି । କଙ୍ଗନା ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ପାଇଛନ୍ତି । କଙ୍ଗନା ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜି ପୁଣି କଙ୍ଗନା ନିଜ ଭଉଣୀ ରଙ୍ଗୋଲି ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ଅଛନ୍ତି ।
ବନ୍ଧୁଗଣ ମାତ୍ର 21 ବର୍ଷ ବୟସରେ କଙ୍ଗନାଙ୍କ ଭଉଣୀଙ୍କ ଉପରେ ଏ-ସି-ଡ ଆ-ଟା-କ ହୋଇଥିଲା ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
କଙ୍ଗନାଙ୍କ ଅନୁସାରେ-‘ ତାଙ୍କ ଭଉଣୀଙ୍କ ଉପରେ ଏକ ଏ-ସି-ଡ ଆ-ଟା-କ ହୋଇଥିଲା । ଏହି ଆତକ ପରେ ତାଙ୍କ ଭଉଣୀ ବହୁତ ମାତ୍ରାରେ ଡ-ରି ଯାଇଥିଲେ ଓ ସେ ସମସ୍ତଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ । ହେଲେ ତାଙ୍କ ଭଉଣୀଙ୍କୁ ଯୋଗ ବହୁତ ସହାୟତା କରିଥିଲା । କଙ୍ଗନାଙ୍କ ମା’ଙ୍କର ହାର୍ଟ ସର୍ଜରୀ ହେବାକୁ ଯାଉଥିଲା ହେଲେ ଯୋଗ ପାଇଁ ତାଙ୍କ ମା ବୀନା ହାର୍ଟ ସର୍ଜରୀରେ ସୁସ୍ଥ ହୋଇଗଲେ’ ।
ବନ୍ଧୁଗଣ ସେହି ଏ-ସି-ଡ ଆ-ଟା-କ-ରେ କଙ୍ଗନାଙ୍କ ଭଉଣୀଙ୍କ ବାମ ପଟ ମୁହଁ ତଥା ବାମ କାନ, ଆଖି ଓ ବ୍ରେଷ୍ଟ ପୋଡିଯାଇଥିଲା । ଗତ କାଲି ଯୋଗ ଦିବସ ଥିବାରୁ କଙ୍ଗନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଦ୍ଵାରା ନିଜ ଭଉଣୀଙ୍କ ଉପରେ ହୋଇଥିବା ସେହି ଏ-ସି-ଡ ଆ-ଟା-କ ବିଷୟରେ କହିଥିଲେ ।
କଙ୍ଗନା ସେହି ପୋଷ୍ଟରେ ଲେଖିଥିଲେ-‘ଯେତେବେଳେ ତାଙ୍କ ଭଉଣୀ ମାତ୍ର 21 ବର୍ଷର ଥିଲେ ସେତେବେଳେ ଏକ ଯୁବକ ତାଙ୍କ ଉପରେ ଏ-ସି-ଡ ଆ-ଟା-କ କରିଥିଲା । ସେହି ଆ-ଟା-କ ଦ୍ଵାରା ତାଙ୍କ ଭଉଣୀଙ୍କ ଏକ ପଟ ମୁହଁ ପୋ-ଡି-ଯା-ଇ-ଥି-ଲା । ରଙ୍ଗୋଲିଙ୍କ ଗୋଟେ ପଟ ଆଖି ନ-ଷ୍ଟ ହୋଇଗଲା, ବାମ ପଟ କାନ ମଧ୍ୟ ଆ-ଘା-ତ ହୋଇଥିଲା ଏହା ସହିତ ତାଙ୍କର ଏକ ବ୍ରେ-ଷ୍ଟ ଗମ୍ଭୀର ରୂପରେ ଡ୍ୟା-ମେ-ଜ ହୋଇଯାଇଥିଲା’ ।
ଏହି ଆ-ଟା-କ ପରେ ରଙ୍ଗୋଲିଙ୍କୁ ଦୁଇ ତିନି ବର୍ଷ ଯାଏଁ 53ଟି ସର୍ଜରୀ କରିବାକୁ ପଡିଥିଲା । ହେଲେ ଏହାପରେ ମଧ୍ୟ ସବୁ କିଛି ପୂର୍ବ ପରି ହୋଇନଥିଲା । ସେହି ଯୁବକ ଜଣକ ରଙ୍ଗୋଲିଙ୍କ ଉପରେ ଏକ ଲିଟର ତେ-ଜା-ବ ପକାଇଥିଲା । ସେହି ଆ-ଟା-କ ପରେ ରଙ୍ଗୋଲିଙ୍କ ମା-ନ-ସି-କ ସ୍ଥି-ତି ବହୁତ ଖରାପ ହୋଇଗଲା । ଯାହାଫଳରେ ସେ କାହା ସହ କଥାବାର୍ତ୍ତା ହେଉ ନଥିଲେ । ସେ କେବଳ ସମସ୍ତଙ୍କୁ ଚାହିଁ ରହୁଥିଲେ ।
ସେତେବେଳେ ତାଙ୍କ ଭଉଣୀଙ୍କ ସହ ଏକ ଏୟାର ଫୋର୍ସ ଅଫିସର ସହ ନିର୍ବନ୍ଧ ହୋଇଥିଲା ହେଲେ ଯେତେବେଳେ ସେହି ଅଫିସରକୁ ଏହି କଥା ଜଣା ପଡିଲା ସେତେବେଳେ ସେ ନିର୍ବନ୍ଧ ଭାଙ୍ଗି ଦେଇଥିଲା । ସେତେବେଳେ କଙ୍ଗନା ମାତ୍ର 19 ବର୍ଷର ଥିଲେ ଓ ସେ ଯୋଗ ମଧ୍ୟ କରୁଥିଲେ । ଏହା ପରେ ସେ ନିଜ ଭଉଣୀଙ୍କୁ ଯୋଗ କରିବାକୁ କହିଥିଲେ । ଯୋଗ କରିବା ଦ୍ଵାରା ତାଙ୍କ ଭଉଣୀଙ୍କ ମାନସିକ ସ୍ଥିତି ଠିକ ହୋଇଥିଲା ଓ ତାଙ୍କ ଆଖି ମଧ୍ୟ ଠିକ ହୋଇଯାଇଥିଲା ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ