ଦେଖନ୍ତୁ Video, ହଠାତ Live ଆସି Tapu Mishra ଙ୍କୁ ମନେ ପକାଇ କାନ୍ଦି କାନ୍ଦି କଣ କହୁଛନ୍ତି ସାନ ଭଉଣୀ ଅଙ୍କିତା, ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି

ବନ୍ଧୁଗଣ ନମସ୍କାର, ଏହି କରୋନା ମହାମାରୀ ର ଦ୍ଵିତୀୟ ଲହରୀ ଦିନ କୁ ଦିନ ବହୁତ ଭୟାନକ ହୋଇ ଯାଉଛି । ଅନେକ ଦିଗଜ କଳାକାର ମାନେ ଏହି କରୋନା ମହାମାରୀ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି ।

ତେବେ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଗାୟିକା ତପୁ ମିଶ୍ର ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ତପୁ ମିଶ୍ର ଅନେକ ଓଡ଼ିଆ ଫିଲ୍ମ ଓ ଅଲବମ୍ ରେ ନିଜର କଣ୍ଠଦାନ କରିଛନ୍ତି । ତାଙ୍କ କଣ୍ଠ ର ଯାଦୁ ରେ ସେ ସମସ୍ତ ଦର୍ଶକ କୁ ମନ୍ତ୍ରମୁଗ୍ଧ କରିଛନ୍ତି । ଏହି ପ୍ରସିଦ୍ଧ ଗାୟିକା ଜଣକ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ ଗୀତ ରେ କଣ୍ଠଦାନ କରି ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ଫିଲ୍ମ ଓ ଆଲବମ୍ ବ୍ୟତୀତ ଅନେକ ଓଡ଼ିଆ ଭଜନ ରେ ମଧ୍ୟ ତପୁ ମିଶ୍ର ନିଜର କଣ୍ଠଦାନ କରିଛନ୍ତି । ତପୁ ମିଶ୍ର ଙ୍କ କଣ୍ଠ ର ଯେତେ ମଧ୍ୟ ପ୍ରଶଂସା କରିଲେ ତାହା କମ ପଡ଼ିବ । ତାଙ୍କ କଣ୍ଠ ର ଯାଦୁ ରେ ସମସ୍ତ ଦର୍ଶକ ବାନ୍ଧି ହୋଇ ରହିଛନ୍ତି । କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ଖବର ସାମ୍ନା କୁ ଆସିଛି ଯାହା ଶୁଣି ଆପଣ ମାନେ ନିଶ୍ଚିତ ଭାବରେ ଦୁଃଖୀ ହୋଇଯିବେ ।

ସୂଚନାନୁସାରେ ଓଲିଉଡ ଜଗତର ଏହି ପ୍ରଖ୍ୟାତ ଗାୟିକା ତପୁ ମିଶ୍ର କୋରନା ମହାମାରୀ ରେ ଆକ୍ରାନ୍ତ ହୋଇଥିଲେ ଏବଂ ଗୁରୁତର ଅବସ୍ଥାରେ ତପୁ ମିଶ୍ର ଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଡ଼ମିଟ କରାଯାଇ ଥିଲା । ତପୁ ଙ୍କୁ ହସ୍ପିଟାଲ ରେ ଆଇ ସି ୟୁ ରେ ଭର୍ତ୍ତି କରାଯାଇ ଥିଲା । ଭୁବନେଶ୍ୱର ର କୋଭିଡ଼ ହସ୍ପିଟାଲରେ ତାଙ୍କର ଚିକିତ୍ସା କରା ଯାଉଥିଲା । କିନ୍ତୁ ଗତକାଲି ସେ ସେହି ଘରୋଇ ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଏହି ଖବର ସାମ୍ନା କୁ ଆସିବା ପରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଶୋକ ର ଛାୟା ଖେଳି ଯାଇଛି ଏବଂ ସମସ୍ତ କଳାକାର ଓ କଣ୍ଠଶିଳ୍ପୀ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । ତପୁ ମିଶ୍ର ଙ୍କ ସ୍ୱାସ୍ଥ୍ୟ ଖବର ଶୁଣି ତପୁ ଙ୍କ ସମସ୍ତ ବନ୍ଧୁ କଳାକାର ଓ କଣ୍ଠଶିଳ୍ପୀ ତଥା ଶୁଭେଚ୍ଛକ ତାଙ୍କୁ ଫେସବୁକ ରେ ଟ୍ୟାଗ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ କିନ୍ତ ସେ ସମସ୍ତ ଙ୍କୁ ଛାଡି ଆର ପାରି କୁ ଚାଲିଗଲେ ।

ତପୁ ମିଶ୍ର ଓଡ଼ିଆ ସିନେମା ରେ ଅନେକ ଗୀତ ଗାଇଛନ୍ତି ଏବଂ ଅନେକ ଆୱାର୍ଡ ମଧ୍ୟ ପାଇଛନ୍ତି ତେବେ ତପୁ ମିଶ୍ର ଙ୍କୁ ଅନେକ ଲୋକ ସେ ସେଲିବ୍ରେଟି ହେଉ କିମ୍ବା ସାଧାରଣ ଜନତା ସମସ୍ତେ ତାଙ୍କୁ ଖୁବ ଆଦର,ସମ୍ମାନ ଏବଂ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ଗୀତ କୁ ମଧ୍ୟ ବହୁତ ଭଲ ପାଆନ୍ତି ।

ତେବେ ତାଙ୍କ ମୃତ୍ୟୁ ଖବର ସମସ୍ତ ଙ୍କୁ ଖୁବ ମର୍ମାହତ କରି ଦେଇଛି ସମସ୍ତେ ଏହି ବିୟୋଗ ରେ ଭାଙ୍ଗି ପଡିଛନ୍ତି ତେବେ ସେହି ଭଳି ତପୁ ଙ୍କ ର ଜଣେ ସାନ ଭଉଣୀ ଯାହାଙ୍କ ନାମ ଅଙ୍କିତା ସେ ମଧ୍ୟ ଏହି ଦୁଃଖଦ ଖବର ଶୁଣି ଭାଙ୍ଗି ପଡିଛନ୍ତି ଏବଂ ଲାଇଭ ଭିଡିଓ ରେ ସେ ତପୁ ଙ୍କ ବିଷୟରେ ବହୁତ କିଛି କହୁଛନ୍ତି ।

ସେ କହିଛନ୍ତି କି ଏହି ଖବର କୁ ସେ ଆଦୌ ବିଶ୍ୱାସ କରି ପାରୁ ନାହାଁନ୍ତି । ସମସ୍ତେ ଚେଷ୍ଟା କରିଥିଲେ ତାଙ୍କୁ ବଂଚାଇବା ପାଇଁ ଏବଂ ଫୁଣି ଥରେ ସେ ଭଲ ହୋଇ ଫେରି ଆସିବେ ବୋଲି କିନ୍ତୁ ଭଗବାନ ଙ୍କ ର କିଛି ଅଲଗା ନିଷ୍ପତ୍ତି ଥିଲା । ସେ ଆହୁରି ମଧ୍ୟ କହିଛନ୍ତି କି ସେ ନିଜ ଜୀଵନ ରେ ଯଦି ସବୁଠାରୁ ଭଲ ମଣିଷ ଖୋଲା ହୃଦୟ ର ବ୍ୟକ୍ତି ଏବଂ ସମସ୍ତ ଙ୍କୁ ହସାଉ ପାରୁଥିବା ବ୍ୟକ୍ତି ଙ୍କୁ ଜାଣିଛନ୍ତି ତେବେ ସେ ହେଉଛି ତପୁ ମିଶ୍ର ।

ତେବେ ଅଙ୍କିତା ଏହା ମଧ୍ୟ କହିଲେ କି ଜୀଵନ ର କୌଣସି ଭରସା ନାହିଁ ସେଥିପାଇଁ ଘରେ ରୁହନ୍ତୁ ନିଜ ପରିବାର ସହ ରୁହନ୍ତୁ ଖୁସି ରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ତେବେ ତପୁ ମିଶ୍ରଙ୍କ ଆତ୍ମା ର ସଦଗତି ପାଇଁ ଆମେ ପାର୍ଥନା ମଧ୍ୟ କରୁଛୁ । ଆପଣ ମାନଙ୍କ ମତାମତ ଆମକୁ କମେନ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *