Saif ଙ୍କ ୫୦୦୦ କୋଟି ସମ୍ପତ୍ତି ମଧ୍ୟରୁ Taimur ଙ୍କୁ ଗୋଟେ ପଇସା ବି ମିଳିବ ନାହିଁ, ଏହା ପଛରେ ରହିଛି ବହୁତ ବଡ କାରଣ

ନମସ୍କାର ବନ୍ଧୁଗଣ ସେଫ ଅଲ୍ଲୀ ଖାନ ବଲିଉଡ ର ଜଣେ ଲୋକପ୍ରିୟ ଏଵଂ ପୁରାତନ ଅଭିନେତା ମାନଙ୍କ ମଧ୍ୟରୁ ଜଣେ । ସେଫ ଅନେକ ହିଟ ସିନେମା ପ୍ରଦାନ କରିଛନ୍ତି ଏବଂ ବର୍ତ୍ତମାନ ସିନେମା ପରେ ସେ ୱେବ ସିରିଜ ରେ ମଧ୍ୟ ଅଭିନୟ କରୁଛନ୍ତି ଏବଂ ଲୋକମାନେ ସିନେମା ଅପେକ୍ଷା ୱେବ ସିରିଜ ରେ ଅଧିକ ପସନ୍ଦ କରୁଛନ୍ତି ।

ସିକ୍ରେଟ ଗେମ୍ସ ର ପୋ-ଲି-ସ ଚରିତ୍ର ରେ ଅଭିନୟ କରି ସେ ‘ତାଣ୍ଡବ’ ୱେବ ସିରିଜ ରେ ନଜର ଆସିଥିଲେ । ଏହି ୱେବ ସିରିଜ ଯୋଗୁଁ ଅନେକ ବାଦ ବିବାଦ ରେ ମଧ୍ୟ ଫସି ଯାଇଥିଲେ ଏବଂ ଲୋକ ମାନଙ୍କ କହିବାର ଥିଲା କି ସେହି ସିରିଜ ରେ ଗୋଟିଏ ଏକ ବିଶେଷ ଜାତି କୁ ଇଙ୍ଗିତ କରା ଯାଉଛି ଏବଂ ଧର୍ମ କୁ ନୀଚ୍ଚ ଦେଖେଇବାର ମଧ୍ୟ ଚେଷ୍ଟା କରାଯାଇଛି ।

ଏହି ୱେବ ସିରିଜ ଏବେ କୋର୍ଟ ପର୍ଯ୍ୟନ୍ତ ଗଲାଣି କେବଳ ସିନେମା କିମ୍ବା ୱେବ ସିରିଜ ନୁହେଁ ନିଜ ବ୍ୟକ୍ତିଗତ ଜୀଵନ ରେ ମଧ୍ୟ ସେ ବା-ଦ ବି-ବା-ଦ ରେ ଫ-ସି ଯାଇଥାନ୍ତି । ସେଫ ଅଲ୍ଲୀ ଖାନ ପତୌଡି ଖାନଦାନ ର ଦଶମ ନବାଵ ଏହା ଛଡା ଭୋପାଳ ରେ ତାଙ୍କ ଖାଁଦାନ ର କୋଟି ସମ୍ପତ୍ତି ମଧ୍ୟ ତାଙ୍କର । ସେହି ସମ୍ପତ୍ତି ରେ କେବଳ ସେଫ ଅଲ୍ଲୀ ଙ୍କ ର ହିଁ ଅଧିକାର ଅଛି ଏହା ଛଡା ତୈମୁର ମଧ୍ୟ ଏହାକୁ ନେଇ ପାରିବେ ନାହିଁ ।

ସେଫ ଏକ ନବାଵ ପରିବାର ରୁ ଆସିଥାନ୍ତି ଏହି କାରଣ ଯୋଗୁଁ ଭୋପାଳ ଛଡା ଆହୁରି ଅନେକ ସ୍ଥାନରେ ତାଙ୍କ ସଂପତ୍ତି ଅଛି । ଭୋପାଳ ରେ ସେଫ ଙ୍କ ପାଖରେ ୫୦୦୦ କୋଟି ରୁ ବି ଅଧିକ ସମ୍ପତ୍ତି ରହିଛି ଏବଂ ଏହା ହିଁ ସବୁଠାରୁ ବଡ଼ ବିବାଦ । ଏହି ସମ୍ପତ୍ତି ର ଅଧିକାର ତାଙ୍କ ଜେଜେଙ୍କ ବାପା ଙ୍କ ର ଥିଲା ଏବଂ ଭୋପାଳ ରିୟାସତ ର ଶେଷ ନବାଵ ହମ୍ମିଦୁଲ୍ଲା ଖାନ ଙ୍କ ର ।

ଏହା ପରେ ଏହି ସମ୍ପତି ଡିସେମ୍ବର ୨୦୧୬ ରେ ଏନିମି ପ୍ରପରଟି ଆକ୍ଟ ରେ ଆସିଗଲା । ଏଥିରେ ତାଙ୍କ ର ସମ୍ପୂର୍ଣ୍ଣ ଚଳ ଏବଂ ଅଚଳ ସମ୍ପତ୍ତି ସାମିଲ ରହିଛି । ଏହି ସମ୍ପତ୍ତିର ଯାଞ୍ଚ ଏନିମି ପ୍ରପରଟି କରୁଛନ୍ତି । ସେଫ ଙ୍କ ପୁଅ ତୈମୁର ଙ୍କ ଜନ୍ମ ପରେ ସମସ୍ତେ ଏହା ମାନୁଛନ୍ତି କି ତାଙ୍କ ଖାଁଦାନ ର ୫୦୦୦ କୋଟି ର ସମ୍ପତ୍ତି ତାଙ୍କ ନାମ ରେ ହୋଇଯିବ ।

କିନ୍ତୁ ଏନିମିପ୍ରପରଟି ପ୍ରମାଣ ହେଲା ପରେ ଏହି ସମ୍ପତ୍ତି ରୁ ଗୋଟିଏ ପଇସା ମଧ୍ୟ ଅଲ୍ଲୀ ପରିବାର କୁ ମିଳିବ ନାହିଁ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲା ର ଯାଞ୍ଚ ଚାଲିଛି । ଏହି ସମ୍ପତ୍ତି ଛଡା ନବାଵ ଖାଁଦାନ ପାଖରେ ଭୋପାଳ ରେ ହିଁ ୨୭୦୦ ଏକର ଜମି ଅଛି । ଏହି ଜମି ଉପରେ ଅନେକ ମୁ-କ-ଦ-ମା ଚାଲିଛି ।

ଏହି ମା-ମ-ଲା ଯୋଗୁଁ ଏହି ସମ୍ପତ୍ତି ତୈମୁର କୁ ମିଳିବ ନାହିଁ । ଏହି ଆକ୍ଟ ଅନୁସାରେ ଯଦି କେହି ଏନିମିପ୍ରପରଟି ଉପରେ ନିଜ ପୁଅ ବାରିସ ହେବାର ଅଧିକାର କୁହେ ତେବେ ତାକୁ ହା-ଇ-କୋ-ର୍ଟ କିମ୍ବା ସୁ-ପ୍ରି-ମ-କୋ-ର୍ଟ ରେ କେ-ଶ କରିବାକୁ ପଡିବ । ସେଫ ଙ୍କ ପାଖରେ ପୈତୃକ ସମ୍ପତ୍ତି ମଧ୍ୟପ୍ରଦେଶ ରୁ ହରିୟାଣା ଏବଂ ଦିଲ୍ଲୀ ସହ ଆହୁରି ଅନ୍ୟ ରାଜ୍ୟ ଗୁଡିକରେ ମଧ୍ୟ ରହିଛି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *