ପୋଲିସ ୟୁନିଫର୍ମ ରେ ବହୁତ ହିଁ ଅଧିକ ସୁନ୍ଦର ଲାଗନ୍ତି Bollywood ର ଏହି 5 Actress, 2 ନମ୍ବର Actress 45 ବର୍ଷ ବୟସରେ ବି ଲାଗନ୍ତି ପୁରା ହଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଫିଲ୍ମ ଗୁଡିକରେ କେତେକ ହିରୋ ହିରୋଇନ ମାନଙ୍କୁ ପୋ-ଲି-ସର ଭୂମିକାରେ ନିଶ୍ଚୟ ଦେଖିଥିବେ । ବଲିଉଡ ଇଣ୍ଡଷ୍ଟ୍ରିରେ ସଲମାନ ଖାନ, ଅଜୟ ଦେବଗନ, ଅକ୍ଷୟ କୁମାର ଓ ରଣବିର କପୁର ଆଦି ପୋ-ଲି-ସ ଭୂମିକାରେ ପରଫେକ୍ଟ ନଜର ଆସନ୍ତି ।

ସେହିପରି ଇଣ୍ଡଷ୍ଟ୍ରିରେ କିଛି ଫେମସ ଅଭିନେତ୍ରୀ ମଧ୍ୟ ଅଛନ୍ତି ଯେଉଁ ମାନେ ପୋ-ଲି-ସ ଭୂମିକାରେ ନଜର ଆସିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁ ମାନେ ପୋ-ଲି-ସ ଭୂମିକାରେ ବହୁତ ସୁନ୍ଦର ନଜର ଆସନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

କାଜୋଲ ଅଗ୍ରୱାଲ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି କାଜୋଲ ଅଗ୍ରୱାଲ । କାଜୋଲ କେତେକ ସାଉଥ ଫିଲ୍ମ କରିବା ସହ କେତେକ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ ସାଉଥର ଅନେକ ଫିଲ୍ମରେ ପୋ-ଲି-ସର ଭୂମିକାରେ ନଜର ଆସିଛନ୍ତି । ସେ ପୋ-ଲି-ସ ବର୍ଦିରେ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି ।

ତବୁ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ତବୁ । ଆପଣ ମାନେ ସମସ୍ତେ ତବୁଙ୍କୁ ଅନେକ ଭୂମିକାରେ ନିଶ୍ଚୟ ଦେଖିଥିବେ । ହେଲେ ପୋ-ଲି-ସ ଭୂମିକାରେ ତବୁ ସବୁଠାରୁ ଆଧିକ ସୁନ୍ଦର ଦେଖାଯାନ୍ତି । ବଲିଉଡ ଫିଲ୍ମ ‘ଦୃଶ୍ୟମ’ରେ ତବୁ ଏକ ପୋ-ଲି-ସ ଅଫିସରର ଭୂମିକାରେ ନଜର ଆସିଥିଲେ ଓ ତାଙ୍କର ଏହି ଭୂମିକାକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଥିଲେ । 45 ବର୍ଷୀୟ ତବୁ ପୋ-ଲି-ସ ବର୍ଦିରେ ବହୁତ ଷ୍ଟାଇଲିସ ଓ ଗ୍ଲେମରସ ନଜର ଆସନ୍ତି ।

ପ୍ରିୟଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ଦିଗଜ ଅଭିନେତ୍ରୀ ପ୍ରିୟାଙ୍କା ଚୋପଡା । ପ୍ରିୟାଙ୍କା ନିଜ ଷ୍ଟାଇଲ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ପ୍ରିୟାଙ୍କା ବଲିଉଡ ଫିଲ୍ମ ‘ଗଙ୍ଗାଜଳ’ରେ ପୋ-ଲି-ସ ଅଫିସରର ଭୂମିକାରେ ନଜର ଆସିଥିଲେ । ଲୋକମାନେ ତାଙ୍କର ଏହି ଲୁକ୍ କୁ ବହୁତ ଅଧିକ ପସନ୍ଦ କରିଥିଲେ ଓ ସେ ଏହି ଲୁକ୍ ରେ ବହୁତ ଷ୍ଟାଇଲିସ ନଜର ଆସୁଥିଲେ ।

ରାନୀ ମୁଖାର୍ଜୀ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ରାନୀ ମୁଖାର୍ଜୀ । ରାନୀ ବଲିଉଡକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି । ସେ ‘ମର୍ଦାନୀ’ ଓ ‘ମର୍ଦାନୀ 2’ରେ ପୋ-ଲି-ସ ଅଫିସରର ଭୂମିକାରେ ନଜର ଆସିଥିଲେ । ତାଙ୍କର ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ ମଧ୍ୟ କରିଥିଲେ ।

ନମୀତା- ବନ୍ଧୁଗଣ ଆମ ଲିଷ୍ଟଡ଼ା ଶେଷ ସ୍ଥାନରେ ଅଛନ୍ତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ନମୀତା । ନମୀତା ମଧ୍ୟ ପୋ-ଲି-ସର ବର୍ଦିରେ ବହୁତ ଗ୍ଲେମରସ ଓ ଷ୍ଟାଇଲିସ ନଜର ଆସନ୍ତି । ସାଉଥର ଅନେକ ଫିଲ୍ମରେ ନମୀତା ପୋ-ଲି-ସର ଭୂମିକାରେ ନଜର  ଆସି ସାରିଛନ୍ତି । ପୋ-ଲି-ସ ଭୂମିକାରେ ଲୋକମାନେ ତାଙ୍କୁ ଅଧିକ ପସନ୍ଦ କରନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *