ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରି ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁଠି ସଫଳତା ପାଇବା ପାଇଁ ଅଭିନେତ୍ରୀ ସବୁ କିଛି କରିଥାନ୍ତି । ଏହି ଇଣ୍ଡଷ୍ଟ୍ରିରେ ସଫଳତା ପାଇଲେ ଅଭିନେତ୍ରୀ ମାନଙ୍କୁ ଅଧିକ ଟଙ୍କା ଓ ସୁନାମ ଅର୍ଜନ ହୋଇଥାଏ ।
ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଫେମସ ହେବା ପରେ ନିଜ ରିଲେସନ ସିପକୁ ଭାଙ୍ଗି ଦେଇଥିଲେ । ଆଜିଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।
ଆଲିୟା ଭଟ୍ଟ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ । ଆଲିୟା ବର୍ତ୍ତମାନ ବଲିଉଡ ଅଭିନେତା ରଣବିର କପୁରଙ୍କ ସହ ଲଭ ରିଲେସନରେ ଅଛନ୍ତି । ହେଲେ ଆଲିୟାଙ୍କ ପ୍ରଥମ ପ୍ରେମ ଅଲି ଦାଦରକର ଥିଲେ । ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ ଫିଲ୍ମ ଆସିବା ପୂର୍ବରୁ ଆଲିୟା ନିଜ ବୟଫ୍ରେଣ୍ଡ ଅଲିଙ୍କୁ ଡେଟ କରୁଥିଲେ । ହେଲେ ଫିଲ୍ମ ରିଲିଜ ହେବା ପରେ ଆଲିୟା ଅଲିଙ୍କୁ ଛାଡି ଦେଇଥିଲେ ଓ ନିଜ ରିଲେସନକୁ ଭାଙ୍ଗି ଦେଇଥିଲେ ।
ଦୀପିକା ପାଦୁକୋନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ବନ୍ଧୁଗଣ ବର୍ତ୍ତମାନ ଦୀପିକା ବଲିଉଡ ଅଭିନେତା ରଣବିର ସିଂହଙ୍କ ସହ ବିବାହ କରି ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ହେଲେ ଗୋଟେ ସମୟରେ ଦୀପିକା ନିଜ ପ୍ରଥମ ପ୍ରେମ ନୀହାର ପାଣ୍ଡିଆଙ୍କ ସହ ଲଭ ରିଲେସନରେ ଥିଲେ ସେହି ସମୟରେ ଦୀପିକା ମଡେଲିଙ୍ଗ କରୁଥିଲେ । ହେଲେ ଯେତେବେଳେ ଦୀପିକା ଫେମସ ହୋଇଗଲେ ସେତେବେଳେ ସେ ନୀହାରଙ୍କୁ ଛାଡି ଦେଇଥିଲେ ।
ପ୍ରିୟାଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ପ୍ରିୟାଙ୍କା ଚୋପଡା । ପ୍ରିୟାଙ୍କା ହେଉଛନ୍ତି ଏକ ଦିଗଜ ଅଭିନେତ୍ରୀ ଓ ସେ ନିଜ ସ୍ଵାମୀ ନିକ ଜୋନାଶଙ୍କ ସହ ବହୁତ ଖୁସିରେ ରହୁଛନ୍ତି । ନିକଙ୍କ ପୂର୍ବରୁ ପ୍ରିୟାଙ୍କା ଅନେକ ଲୋକଙ୍କ ସହ ଲଭ ରିଲେସନରେ ରହି ଆସିଛନ୍ତି । ପ୍ରିୟାଙ୍କାଙ୍କର ମଡେଲିଙ୍ଗ ଲାଇଫ ସମୟରେ ତାଙ୍କର ଅସିମ ମରଚେଣ୍ଟ ନାମକ ଏକ ବୟଫ୍ରେଣ୍ଡ ଥିଲା । ହେଲେ ଯେତେବେଳେ ପ୍ରିୟାଙ୍କା ସଫଳତା ପାଇଗଲେ ସେତେବେଳେ ସେ ଅସିମଙ୍କ ଠାରୁ ଅଲଗା ହୋଇଯାଇଥିଲେ ।
ଅନୁସ୍କା ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଅନୁସ୍କା ଶର୍ମା । ଅନୁସ୍କା ବର୍ତ୍ତମାନ ବିରାଟଙ୍କ ସହ ବିବାହ କରି ବହୁତ ଖୁସିରେ ଅଛନ୍ତି । ମଡେଲିଙ୍ଗ ସମୟରେ ଅନୁସ୍କା ଯୋହେବ ୟୁସୁଫଙ୍କୁ ଡେଟ କରୁଥିଲେ । ହେଲେ ସଫଳତା ପାଇବା ପରେ ଅନୁସ୍କା ଯୋହେବଙ୍କୁ ଧୋକା ଦେଇଥିଲେ ।
ଐଶ୍ଵର୍ଯ୍ୟ ରାୟ ବଚନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଐଶ୍ଵର୍ଯ୍ୟ ରାୟ ବଚନ । ଐଶ୍ଵର୍ଯ୍ୟ ନିଜ କାରିୟରରେ ଅନେକ ଅଭିନେତାଙ୍କ ସହ ରିଲେସନ ରଖିଥିଲେ । ହେଲେ ଐଶ୍ଵର୍ଯ୍ୟଙ୍କ ପ୍ରଥମ ବୟଫ୍ରେଣ୍ଡଙ୍କ ନାମ ହେଉଛି ରାଜୀବ ମୁଚନ୍ଦାନି । ସେତେବେଳେ ଐଶ୍ଵର୍ଯ୍ୟ ମଡେଲିଙ୍ଗ କରୁଥିଲେ । ହେଲେ ସଫଳତା ପାଇବା ପରେ ଐଶ୍ଵର୍ଯ୍ୟ ରାଜୀବଙ୍କୁ ଧୋକା ଦେଇଥିଲେ ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ