ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । କରୋନା ମହାମାରୀ ଦେଶରେ ନିଜ କୋପ ବର୍ଷାଇଛି । ଗତବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସଟି ବହୁତ ଶକ୍ତିଶାଳୀ ହେବା ସହିତ ଜନସାଧାରଣଙ୍କ ମଧ୍ୟରେ ଦ୍ରୁତ ଗତିରେ ସଂକ୍ରମିତ ହେଉଛି ।
ବନ୍ଧୁଗଣ ଗତ ବର୍ଷ ଏହି ଭାଇରସଟି କେତେକ ବିଶିଷ୍ଠ ମଣିଷ ମାନଙ୍କ ପ୍ରାଣ ନେଇଯାଇଥିଲା ଓ ଏହି ବର୍ଷ ମଧ୍ୟ ଭାରତର କିଛି ବିଶିଷ୍ଠ ମଣିଷ ମାନଙ୍କ ଜୀବନ ଏହି ଭାଇରସ ନେଇସାରିଛି । ବଲିଉଡ ଓ ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ପୁଣି ଏକ ଦୁଃଖମୟ ଖବର ସାମ୍ନାକୁ ଆସିଛି । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ବର୍ତ୍ତମାନ ଜଣା ପଡିଛି ଯେ ବଲିଉଡ ଓ ଓଲିଉଡ ଅଭିନେତ୍ରୀ ରିଙ୍କୁ ସିଂହ ଆଉ ଏହି ଦୁନିଆରେ ନାହାନ୍ତି ।
ରିଙ୍କୁଙ୍କ ପର ଲୋକ ପାଇଁ ଉଭୟ ବଲିଉଡ ଓ ଓଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ତା ହେଲେ ବନ୍ଧୁଗଣ ତାଙ୍କର ପର ଲୋକ କିପରି ହେଲା ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଆସନ୍ତୁ ଜାଣିବା ରିଙ୍କୁଙ୍କ ବିଷୟରେ ।
ବନ୍ଧୁଗଣ ରିଙ୍କୁ ଅନେକ ବଲିଉଡ ଫିଲ୍ମ ଓ ଓଲିଉଡ ଫିଲ୍ମରେ କାମ କରିଛନ୍ତି । ସେ ନିଜ ଅଭିନୟ ଦ୍ଵାରା ଅନେକ ଲୋକପ୍ରିୟତା ହାସଲ କରିଛନ୍ତି । ସେ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଥିଲେ । ହେଲେ ଗତ ମାସ ୨୫ ତାରିଖ ଦିନ ସେ କରୋନା ମହାମାରୀରେ ଚିହ୍ନଟ ହୋଇଯାଇଥିଲେ ।
କରୋନା ଚିହ୍ନଟ ହେବା ପରେ ତାଙ୍କୁ ଘର ମଧ୍ୟରେ ରଖାଯାଇଥିଲା । ହେଲେ ପରେ ତାଙ୍କ ଦେହ ଅଧିକ ଗୁରୁତ୍ଵର ହୋଇଯିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ଭର୍ତ୍ତି ହେବା ପରେ ଦିନକୁ ଦିନ ତାଙ୍କ ଜ୍ଵର ବଢିବାରେ ଲାଗିଥିଲା ଓ ତାଙ୍କୁ ସାଧାରଣ କରୋନା ପେସେଣ୍ଟଙ୍କ ପରି ରଖାଗଲା । ଯାହାଫଳରେ ତାଙ୍କ ଅବସ୍ତା ଅଧିକ ଗୁରୁତ୍ଵର ହେବାରୁ ସେ ନିଜର ପ୍ରାଣ ହରାଇଛନ୍ତି ।
ବନ୍ଧୁଗଣ ଯେତେବେଳେ ରିଙ୍କୁ କରୋନା ପଜେଟିଭ ହୋଇଥିଲେ ସେତେବେଳେ ମଧ୍ୟ ସେ କାମ ପାଇଁ ଗୋଆ ଯିବାକୁ ବାହାରିଥିଲେ ହେଲେ ସେହି ସମୟରେ ତାଙ୍କ ଘର ଲୋକ ତାଙ୍କୁ ଛାଡି ନଥିଲେ । ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ‘ଡ୍ରିମ ଗାର୍ଲ’ରେ ତାଙ୍କ ସୁନ୍ଦର ଅଭିନୟକୁ ନିଶ୍ଚୟ ଦେଖିଥିବେ । ସେ ଏହି ଫିଲ୍ମରେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ଅଭିନୟ କରିଥିଲେ । ହେଲେ ବନ୍ଧୁଗଣ ବର୍ତ୍ତମାନ ସେ ଏହି ଦୁନିଆରେ ନାହାନ୍ତି ଓ ଏହା ହେଉଛି ଏକ ଦୁଃଖର ଖବର । ତାଙ୍କୁ ଶେଷ ଥର ପାଇଆନ ବଲିଉଡ ଫିଲ୍ମ ‘ହେଲୋ ଚାର୍ଲି’ରେ ଦେଖାଯାଇଥିଲା ।
ବନ୍ଧୁଗଣ କରୋନା ମହାମାରୀ କାଳରେ ଆମେ ଅନେକ କଳାକାର ମାନଙ୍କୁ ହରେଇ ସରିଛୁ ଓ ବର୍ତ୍ତମାନ ରିଙ୍କୁ ମଧ୍ୟ ଆମ ମାନଙ୍କୁ ଛାଡି ଚାଲିଯାଇଛନ୍ତି । ରିଙ୍କୁଙ୍କ ପର ଲୋକ ପାଇଁ ଉଭୟ ବଲିଉଡ ଓ ଓଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ରିଙ୍କୁ ସିଂହଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।