Sachin Tendulkar ଙ୍କ ଝିଅ ଙ୍କ ସହିତ ସମ୍ପର୍କ କୁ ନେଇ Shubman Gill କଲେ ଏହି ବଡ ଖୁଲାସା, ସମସ୍ତଙ୍କ ସାମ୍ନାରେ କହିଦେଲେ ହୃଦୟ କଥା

ବନ୍ଧୁଗଣ ଆମ ଦେଶରେ ଉଭୟ ବଲିଉଡ ଇଣ୍ଡଷ୍ଟ୍ରି ଓ ଭାରତୀୟ କ୍ରିକେଟ ଟିମର ସେଲିବ୍ରେଟି ମାନଙ୍କୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ଏହି ଦୁଇଟି ଫିଲ୍ଡର ସେଲିବ୍ରେଟି ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ କାମ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବର୍ତ୍ତମାନର ସମୟରେ ଭାରତୀୟ କ୍ରିକେଟର୍ସ ମାନେ ନିଜ ଖେଳ ସହିତ ନିଜ ପର୍ଶନାଲ ଲାଇଫ ପାଇଁ ଅଧିକ ଚର୍ଚାରେ ରହୁଛନ୍ତି । ଆଜିଆମେ ଆପଣ ମାନଙ୍କୁ ଯେଉଁ କ୍ରିକେଟର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ଶୁଭମନ ଗିଲ । ଶୁଭମନ ଗିଲ ହେଉଛନ୍ତି ଜଣେ ଯୁବ କ୍ରିକେଟର । ଶୁଭମନ ନିଜ ସୁନ୍ଦର ଖେଳ ଦ୍ଵାରା ଭାରତୀୟ କ୍ରିକେଟ ଟିମରେ ନିଜର ସ୍ଥାନ ନିରୂପଣ କରିସାରିଛନ୍ତି । ସେ ଆଇପିଏଲରେ କୋଲକାତା ନାଇଟ ରାଇଡ଼ର ଟିମ ପାଇଁ ଖେଳନ୍ତି ।

ଆଇପିଏଲରେ ତାଙ୍କ ସୁନ୍ଦର ପଦର୍ଶନକୁ ଦେଖି ତାଙ୍କୁ ଭାରତୀୟ କ୍ରିକେଟ ଟିମରେ ସ୍ଥାନ ମିଳିଛି । ବନ୍ଧୁଗଣ ଶୁଭମନ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ଏହି କିଛି ଦିନ ହେବ ତାଙ୍କ ନାମ ଭାରତୀୟ ପୂର୍ବତ୍ତମ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅଙ୍କ ନାମ ସହ ଯୋଡା ଯାଉଛି ।

ସଚିନଙ୍କ ଝିଅ ସାରା ତେନ୍ଦୁଲକର ଓ ଶୁଭମନ ଗିଲ ପରସ୍ପରକୁ ଡେଟ କରୁଥିବାର ଖବର ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ହେଲେ ବର୍ତ୍ତମାନ ଏହି ଖବରକୁ ନେଇ ଗିଲ ଏକ ବଡ ଖୁଲାସା କରିଛନ୍ତି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଗତ କିଛି ସମୟ ପୂର୍ବରୁ ଶୁଭମନ ସୋସିଆଲ ମିଡିଆ ଦ୍ଵାରା ନିଜର ଏକ ଫ୍ୟାନ ସହ କଥା ହେଉଥିଲେ । ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତର ଦେଇ ଶୁଭମନ ସେହି ବଡ ଖୁଲାସା କରିଥିଲେ । ଫ୍ୟାନ୍ ଜଣକ ତାଙ୍କୁ ପଚାରିଥିଲେ, ଆପଣ କଣ ସିଙ୍ଗଲ ଅଛନ୍ତି ?, ଏହି ପ୍ରଶ୍ନର ଉତ୍ତର ଦେଇ ଶୁଭମନ କହିଥିଲେ-‘ହଁ ମୁ ସିଙ୍ଗଲ ଅଛି ଓ ଆସୁଥିବା ଦିନରେ ମଧ୍ୟ ମୋର ଏମିତି କିଛି ଯୋଜନା ନାହିଁ ‘ ।

ଶୁଭମନଙ୍କ ଏହି ଉତ୍ତର ଦେଖି ଏହା ଜଣା ପଡିଗଲା ଯେ, ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସହ ଶୁଭମନଙ୍କ କୌଣସି ସମ୍ପର୍କ ନାହିଁ । ସାରା ଓ ଶୁଭମନଙ୍କ ଉପରେ ଉଠିଥିବା ସମସ୍ତ ମିଛ ଖବରର ପାରଦଫାସ ଗିଲ କରିଥିଲେ ।

ଶୁଭମନ ବର୍ତ୍ତମାନ ସିଙ୍ଗଲ ଅଛନ୍ତି ଓ ସେ ବର୍ତ୍ତମାନ ନିଜ କାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଅବଶ୍ୟ ଶୁଭମନ ଓ ସାରାଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି ହେଲେ ଏହି ଦୁଇଜଣଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କ୍ରିକେଟର ଶୁଭମନ ଗିଲ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *