ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ରେ କରୋନା ର ଦ୍ଵିତୀୟ ଲହର ବହୁତ ପ୍ରଭାବଶାଳୀ ରହିଛି । ଏଥିରେ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି ।
ଅନେକ ସେଲିବ୍ରିଟି,ରାଜନେତା, ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏଥିରେ ମୃ-ତ୍ୟୁ ବରଣ କରିଛନ୍ତି । ଆମେ ଶୁଣିବାକୁ ପାଇଛୁ ଯେ ବଲିଉଡ ର ଅନେକ କଳାକାର ଏହି କରୋନା ଭୁତାଣୁ ରେ ନିଜ ପ୍ରାଣ ହରାଇ ସାରିଛନ୍ତି । ସେହି ପରି ବର୍ତ୍ତମାନ ଓଡ଼ିଆ ଧାରାବାହିକ ଜଗତ ରେ ମଧ୍ୟ ଏହି ପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ।
ବନ୍ଧୁଗଣ ଆପଣ ମାନେ ତରଙ୍ଗ ରେ ପ୍ରସାରିତ ହେଉଥିବା “ମାୟା” ଧାରାବାହିକ ତ ନିଶ୍ଚୟ ଦେଖୁଥିବେ ତେବେ ବନ୍ଧୁଗଣ ଆପଣ ଜାଣିକରି ଦୁଃଖିତ ହେବେ ଯେ ଏହି କରୋନା ଭୁତାଣୁ ଦ୍ଵାରା ଧାରାବାହିକ “ମାୟା” ର ଜଣେ ସଦସ୍ୟ ମୃ-ତ୍ୟୁ ବରଣ କରିଛନ୍ତି । ବନ୍ଧୁଗଣ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା “ମାୟା” ଧାରାବାହିକ କୁ ଲୋକ ମାନେ ବହୁତ ପସନ୍ଦ କରୁଛନ୍ତି । ବର୍ତ୍ତମାନ କରୋନା ପାଇଁ ଏହାର ସୁଟିଂ ସ୍ଥଗିତ ରହିଛି ।
ଓଡିଶା ର ଘରେ ଘରେ ସମସ୍ତେ ଏହି “ମାୟା” ଧାରାବାହିକ କୁ ପ୍ରତିଦିନ ଦେଖିଥାନ୍ତି । ବର୍ତ୍ତମାନ ସମୟ ରେ ଏକ ଦୁଃଖଦ କଥା ଶୁଣିବାକୁ ମିଳିଛି ଯେ ମାୟା ଧାରାବାହିକ ର ମୁଖ୍ୟ ଅଭିନେତା ନାଗେଶ ବା ମାନସ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।
ସେଥିପାଇଁ ସେ ୧୫ ଦିନ ହେବ ଗୃହ ରେ ସଂଘରୋଧ ରେ ରହିଛନ୍ତି । ଏବେ ତାଙ୍କର ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ସେ କାନ୍ଦି କାନ୍ଦି କହିଛନ୍ତି ଯେ କରୋନା ରେ ତାଙ୍କ ଧାରାବାହିକ ର ସହ ନିର୍ଦେଶକ ଅଭିଷେକ ବାରିକ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ପରି ଏକ ଦୁଃଖଦ ଖବର ପାଇ ମାୟା ଧାରାବାହିକ ର ଟିମ ମଧ୍ୟରେ ଶୋକ ର ଛାୟା ଖେଳି ଯାଇଛି ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ