ଆପଣ ମାନେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
ବନ୍ଧୁଗଣ ଏହା ସହିତ ଏହି କଳାକାର ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କିଛି ଏପରି ଦିଗଜ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ଜୀବନରେ ଦୁଇ ଥର ବିବାହ କରିଛନ୍ତି । ବନ୍ଧୁଗଣ ଏହି କଳାକାର ମାନଙ୍କର ବିବାହ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।
ସବ୍ୟସାଚୀ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ସାବୟସଚୀ ମିଶ୍ର । ଆପଣ ମାନେ ସମସ୍ତେ ଅନେକ ସୁପର ହିଟ ଫିଲ୍ମରେ ସବ୍ୟସାଚୀ ମିଶ୍ର । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବ୍ୟସାଚୀ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସବ୍ୟ ନିଜ ଜୀବନରେ ଦୁଇ ଥର ବିବାହ କରିଛନ୍ତି । ସବ୍ୟ ପ୍ରଥମେ ସୀମା ମିଶ୍ରଙ୍କ ସହ ୨୦୦୮ ମସିହାରେ ବିବାହ କରିଥିଲେ ହେଲେ କିଛି ବିବାଦ ହେତୁ ଏହି ଦୁଇଜଣଙ୍କ ବିବାହ ୨୦୧୫ ମସିହାରେ ଭାଙ୍ଗି ଯାଇଥିଲା । ଏହାପରେ ସବ୍ୟ ୨୦୨୧ ମସିହାରେ ଓଡିଆ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ।
ସିଦ୍ଧାନ୍ତ ମହାପାତ୍ର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସିଦ୍ଧାନ୍ତ ମହାପାତ୍ର । ସିଦ୍ଧାନ୍ତ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି । ତାଙ୍କ ଅଭିନୟ ଓ ଷ୍ଟାଇଲକୁ ଅନେକ ଲୋକ ବହୁତ ପସନ୍ଦ କରନ୍ତି । ସିଦ୍ଧାନ୍ତ ୨୦୦୩ ମସିହାରେ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ପ୍ରେମ ବିବାହ କରିଥିଲେ ହେଲେ ଏକ ବର୍ଷ ପରେ ତଥା ୨୦୦୪ ମସିହାରେ ଏହି ଦୁଇଜଣଙ୍କ ବିବାହ ଭାଙ୍ଗି ଯାଇଥିଲା । ଏହାପରେ ସିଦ୍ଧାନ୍ତ ୨୦୦୪ ମସିହାରେ ମାମା ମିଶ୍ରଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ ।
ଚନ୍ଦନ କର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଚନ୍ଦନ କର । ଚନ୍ଦନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ କମ ଫିଲ୍ମ କରିଛନ୍ତି ହେଲେ ତାଙ୍କ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଚନ୍ଦନ ପ୍ରଥମେ ଶ୍ରୀଦେବୀ ମିଶ୍ରଙ୍କ ସହ ୨୦୦୭ ମସିହାରେ ବିବାହ କରିଥିଲେ ହେଲେ ଏହି ଦୁଇଜଣଙ୍କର ତଲାକ ହୋଇଯାଇଥିଲା । ଏହାପରେ ଚନ୍ଦନ ଗୀତା କରଙ୍କ ଦ୍ଵିତୀୟ ବିବାହ କରିଥିଲେ ।
ଅନୁ ଚୌଧୁରୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ଅନୁ ଚୌଧୁରୀ । ଅନୁ ଚୌଧୁରୀ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ଅନୁ ୨–୬ ମସିହାରେ ସନ୍ଦିପ ମିଶ୍ରଙ୍କ ସହ ବିବାହ କରିଥିଲେ ହେଲେ ଏହି ଦୁଇଜଣଙ୍କ ବିବାହ ୨୦୦୮ ମସିହାରେ ଭାଙ୍ଗି ଯାଇଅଥିଲା । ଏହାପରେ ଅନୁ ୨୦୧୦ ମସିହାରେ ବିଶାଲ ଭର୍ମାଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ