ଆପଣ ମାନେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହିମାନେ ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କୁ ୫୦ ବର୍ଷରୁ ଅଧିକ ବୟସ ହୋଇସାରିଛି ହେଲେ ଆପଣ ମାନେ ତାଙ୍କୁ ଦେଖିଲେ ଜାଣି ପାରିବେ ନାହିଁ ଯେ ଏହି ଅଭିନେତ୍ରୀ ମାନଙ୍କୁ ଏତେ ବର୍ଷ ହୋଇସାରିଛି । କାରଣ ଏହି ଅଭିନେତ୍ରୀ ମାନେ ନିଜ ଫିଗରକୁ ବହୁତ ଭଲ ଭାବରେ ମେଣ୍ଟେନ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମାଧୁରୀ ଦୀକ୍ଷିତ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ମାଧୁରୀ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜି ତାଙ୍କୁ ୫୩ ବର୍ଷ ବୟସ ହୋଇସାରିଛି ହେଲେ ତାଙ୍କୁ ଦେଖିଲେ ଆପଣ ତାଙ୍କର ବୟସର ଅନୁମାନ କରିପାରିବେ ନାହିଁ ।

ରେଖା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ରେଖା । ଆପଣ ମାନେ ସମସ୍ତେ ରେଖାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ୯୦ ଦଶକରୁ ରେଖା ନିଜ ସୁନ୍ଦରତା ଓ ଷ୍ଟାଇଲ ପାଇଁ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ବର୍ତ୍ତମାନ ରେଖାଙ୍କୁ ୬୬ ବର୍ଷ ହୋଇସାରିଛି ହେଲେ ସୁନ୍ଦରତା ମାମଲାରେ ସେ ବର୍ତ୍ତମାନ ମଧ୍ୟ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ।

ସଙ୍ଗୀତା ବିଜଲାନି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସଙ୍ଗୀତା ବିଜଲାନି । ଗୋଟେ ସମୟରେ ସଙ୍ଗୀତା ବଲିଉଡ ଅଭିନେତା ସଲମାନ ଖାନଙ୍କ ସହ ଲଭ ରିଲେସନରେ ଥିଲେ । ବର୍ତ୍ତମାନ ତାଙ୍କୁ ୬୦ ବର୍ଷ ବୟସ ହୋଇସାରିଛି ହେଲେ ଫିଟନେସ ମାମଲାରେ ସେ ଆଜି ବି ବହୁତ ଚର୍ଚାରେ ରୁହନ୍ତି ।

ତବୁ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ତବୁ । ତବୁ ହେଉଛନ୍ତି ବଲିଉଡର ଏକ ଦିଗଜ ଅଭିନେତ୍ରୀ ଓ ସେ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବର୍ତ୍ତମାନ ତବୁଙ୍କୁ ୫୦ ବର୍ଷ ହୋଇସାରିଛି ହେଲେ ସେ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି ।

ଭାଗ୍ୟଶ୍ରୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଭାଗ୍ୟଶ୍ରୀ । ଭାଗ୍ୟଶ୍ରୀ ବଲିଉଡରେ ବହୁତ କମ ଫିଲ୍ମ କରିଛନ୍ତି ହେଲେ ଆସିବା ଦିନରୁ ସେ ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜି ତାଙ୍କୁ ୫୨ ବର୍ଷ ବୟସ ହୋଇସାରିଛି ହେଲେ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

