କରୋନା କାଳରେ ପ୍ରତିଦିନ କିଛି ନା କିଛି ଖରାପ ଖବର ଆସି ପହଞ୍ଚି ଯାଉଛି । ସେମିତି ଓଲିଉଡ ରୁ ଏକ ଦୁଃଖ ଖବର ଆସି ପହଞ୍ଚିଛି କି ଓଡିଆ ସିଙ୍ଗର ଟାପୁ ମିଧର ଗତକାଲି ଗୁରୁତର ଅବସ୍ଥାରେ ଆଇସିୟୁ ରେ ଭର୍ତ୍ତି ହୋଇଛନ୍ତି ।
ଗୁରୁତର ଅବସ୍ଥାରେ ତପୁ ମିଶ୍ର ଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଡ଼ମିଟ କରାଯାଇଛି । ବର୍ତ୍ତମାନ ତପୁ ଙ୍କୁ ହସ୍ପିଟାଲ ରେ ଆଇ ସି ୟୁ ରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱର ର କୋଭିଡ଼ ହସ୍ପିଟାଲରେ ଚାଲିଛି ତାଙ୍କର ଚିକିତ୍ସା । ଏହି ଖବର ସାମ୍ନା କୁ ଆସିବା ପରେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସମସ୍ତ କଳାକାର ଓ କଣ୍ଠଶିଳ୍ପୀ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚିନ୍ତିତ ହୋଇଛନ୍ତି ।
ଆପଣଙ୍କୁ କହି ଦେଉଛୁ କି ତପୁ ମିଶ୍ର ଙ୍କ ସ୍ୱାସ୍ଥ୍ୟ ଅବସ୍ତା ବହୁତ ଗୁରୁତର ଅଛି । ତାଙ୍କ ସ୍ଵାସ୍ଥ୍ୟରେ କୌଣସି ଉନ୍ନତି ଆସି ନାହିଁ । ତପୁ ମିଶ୍ର ଓଲିଉଡ ଜଗତର ଜଣେ ଆଗ ଧାଡିର କଣ୍ଠଶିଳ୍ପୀ । ତାଙ୍କ କଣ୍ଠ ର ଯାଦୁ ରେ ସମସ୍ତ ଦର୍ଶକ ବାନ୍ଧି ହୋଇ ରହିଛନ୍ତି ।
ସୂଚନାନୁସାରେ ଓଲିଉଡ ଜଗତର ଏହି ପ୍ରଖ୍ୟାତ ଗାୟିକା ତପୁ ମିଶ୍ର କୋରନା ମହାମାରୀ ରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ହୋଇଛି । ତପୁ ଙ୍କ ସମସ୍ତ ବନ୍ଧୁ କଳାକାର ଓ କଣ୍ଠଶିଳ୍ପୀ ତଥା ଶୁଭେଚ୍ଛକ ତାଙ୍କୁ ଫେସବୁକ ରେ ଟ୍ୟାଗ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଓଲିଉଡ ର ସମସ୍ତ କଳାକାରଙ୍କ ସହିତ ଓଡିଶା ବାସୀ ମଧ୍ୟ ତାଙ୍କ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ଯେମିତି ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ଓ ନିଜ କଣ୍ଠ ର ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖନ୍ତୁ । ଆପଣ ମାନେ ମଧ୍ୟ ତପୁ ମିଶ୍ର ଙ୍କ ପାଇଁ ଜଗନ୍ନାଥ ଙ୍କ ପାଖରେ ପ୍ରଥନା କରନ୍ତୁ । ଆଗକୁ ଓଲିଉଡ ବିଷୟରେ ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ