ନମସ୍କାର ବନ୍ଧୁଗଣ ପ୍ରାୟତଃ ଝିଅ ମାନେ ହିରୋ ଭଳି ଏବଂ ସୁନ୍ଦର ଦେଖା ଯାଉଥିବା ବ୍ୟକ୍ତି ଙ୍କୁ ଭଲ ପାଆନ୍ତି କିନ୍ତୁ ବିବାହ ପାଇଁ ବ୍ୟାଙ୍କ ବାଲାନ୍ସ ଏବଂ ଧନ ଦୋୖଲତ ଆଦି କୁ ଦେଖିଥାନ୍ତି ।
ଏହି ଭଳି ବୁଦ୍ଧି ଜଣେ ଅଭିନେତ୍ରୀ ଲଗେଇ ବନିଗଲେ ଜଣେ ମୁଖ୍ୟମନ୍ତ୍ରୀ ଙ୍କ ପତ୍ନୀ । ତେବେ ଆସନ୍ତୁ ସେହି ଅଭିନେତ୍ରୀ ଏବଂ ସେହି ମୁଖ୍ୟମନ୍ତ୍ରୀ ଙ୍କ ବିଷୟରେ ଜାଣିନେବା ।
ଆମ ଦେଶ ର ଜଣେ ମୁଖ୍ୟମନ୍ତ୍ରୀ ଙ୍କ ପତ୍ନୀ ତାଙ୍କ ଠାରୁ ୨୭ ବର୍ଷ ସାନ । ସେହି ମୁଖ୍ୟମନ୍ତ୍ରୀ ହେଉଛନ୍ତି କର୍ଣ୍ଣାଟକ ର ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ । ଏବଂ ତାଙ୍କ ପତ୍ନୀ ହେଉଛନ୍ତି କନ୍ନଡ଼ ସିନେମାର ଲୋକପ୍ରିୟ ଅଭିନେତ୍ରୀ ରାଧିକା ।
ଏମାନେ ଦୁଇ ଜଣ ପରସ୍ପର ସହ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଡେଟକଲେ ଏବଂ ଏହି ଖବର ବିଷୟରେ କେହି ଜାଣି ମଧ୍ୟ ପାରି ନଥିଲେ ପରେ ସେ ବିବାହ ମଧ୍ୟ କଲେ । ରାଧିକା ତାଙ୍କ ଦ୍ଵିତୀୟ ପତ୍ନୀ । ରାଧିକା କନ୍ନଡ ସିନେମା ନିଲା ମେଘା ଶାମା ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ।
ଏହି ସିନେମା ବହୁତ ସଫଳ ଏବଂ ହିଟ ହୋଇଥିଲା ତାପରେ ସେ ଅନେକ ସୁପରହିଟ ସିନେମା ରେ କାମ କରିଥିଲେ । ଏବଂ ବହୁତ ପ୍ରସିଦ୍ଧ ଏବଂ ଲୋକପ୍ରିୟ ହୋଇ ପାରିଥିଲେ । ରାଧିକା ନିଜର ଏକ ଇଣ୍ଟରଭିଉ ରେ ମୁଖ୍ୟମନ୍ତ୍ରୀ ଙ୍କ ସହ ଥିବା ସମ୍ପର୍କ କୁ ବାହାର କରିଥିଲେ .
ସେ ବଲିଉଡ ରେ ସଲମାନ ଖାନ ଏବଂ ସାହରୁଖ ଖାନ ଙ୍କ ସହ କାମ କରିବା ପାଇଁ ଇଚ୍ଛା ପ୍ରକାଶ ମଧ୍ୟ କରିଛନ୍ତି । ରାଧିକା କୁମାର ସ୍ୱାମୀ ଙ୍କ ସହ ୨୦୦୬ ରେ ଚୁପଚାପ ବିବାହ କରି ଦେଇଥିଲେ ।
ରାଧିକା ଦେଖିବାକୁ ବହୁତ ସୁନ୍ଦର ଏବଂ ସେ କନ୍ନଡ ସିନେମା ଛଡା ତାମିଲ ଏବଂ ମାଳାୟଲମ ଆଦି ଇଣ୍ଡଷ୍ଟ୍ରି ରେ ମଧ୍ୟ କାମ କରି ସଫଳ ହୋଇ ଛନ୍ତି । ତାଙ୍କର ପ୍ରଶଂସକ ବହୁତ ଅଧିକ ସେ ସୋସିଆଲ ମିଡ଼ିଆ ରେ ମଧ୍ୟ ଆକ୍ଟିଭ ରୁହନ୍ତି । ତେବେ ଏହା ଦେଖିବାର ଅଛି କି ରାଧିକା ବଲିଉଡ ରେ କାମ କରୁଛନ୍ତି କିମ୍ବା ନାହିଁ ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ