ବନ୍ଧୁଗଣ ଆପଣ ମାନେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ।
ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଓଲିଉଡର ଦିଗଜ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ବର୍ଷା ଓଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ନିଜ ଅଭିନୟ ଓ ନିଜ ସୁନ୍ଦରତା ଦ୍ଵାରା ସେ ଅନେକ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି ।

ବର୍ଷା ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ସହ ବିବାହ କରିଛନ୍ତି । ହେଲେ ବର୍ଷା କିଛି ବିବାଦ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହି କିଛି ଦିନ ହେବ ବର୍ଷାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଗତ କିଛି ଦିନ ହେବ ବର୍ଷାଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ବର୍ଷା ଏକ ଅଭିନେତ୍ରୀ ହେବା ସହ ଏକ ସମାଜସେବୀ ମଧ୍ୟ ଅଟନ୍ତି । ସେ ଅସହାୟ ମହିଳା ଓ ଗରିବ ଲୋକଙ୍କୁ ସହାୟତା କରିବା ପାଇଁ ସର୍ବଦା ଆଗରେ ଛିଡା ହୋଇଥାନ୍ତି । ବର୍ଷା ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଓ ଏହି ଭିଡିଓରେ ସେ ଅସହାୟ ଲୋକ ଓ ମହିଳା ମାନଙ୍କ ପାଇଁ କିଛି ବିଶେଷ କଥା କହିଛନ୍ତି ।
ଏହି ଭିଡିଓରେ ବର୍ଷା କହିଛନ୍ତି ଯେ-‘ମୁ ଉଭୟ ମହିଳା ଓ ପୁରୁଷ ମାନଙ୍କୁ ସମ୍ମାନ କରେ । ମୁ ସବୁବେଳେ ଗୋଟିଏ କଥା କୁହେ ଯିଏ ଦୋଷୀ ବା ଯିଏ ଅନ୍ୟାୟ କରିଛି ସେ ସର୍ବଦା ଦଣ୍ଡ ପାଇବା ଉଚିତ । ତେଣୁ ସେ ନାରୀ ହୁଅନ୍ତୁ ନା ପୁରୁଷ ହୁଅନ୍ତୁ । ମୁ ସବୁବେଳେ ସେହି ମଣିଷଙ୍କ ସାହାର୍ଯ୍ୟ ପାଇଁ ଛିଡା ହୋଇଥାଏ ଯିଏ ନ୍ୟାୟରେ ଅଛନ୍ତି ଓ କୌଣସି ଅସୁବିଧାରେ ଅଛନ୍ତି । ଆମେ ଆମ ଅନୁଷ୍ଠାନ ଦ୍ଵାରା ବିଭିନ୍ନ ମାଧ୍ୟମରେ ସେହି ଲୋକ ମାନଙ୍କର ସାହାର୍ଯ୍ୟ କରିଥାଉ ।

ଏହାପରେ ଆଗକୁ ବର୍ଷ କହିଲେ-‘ ଆମର ଅନୁଷ୍ଠାନ କେବଳ ନାରୀ ମାନଙ୍କୁ ସାହାର୍ଯ୍ୟ କରୁ ନାହିଁ । ଆମେ ଉଭୟ ଅସହାୟ ନାରୀ ଓ ପୁରୁଷ ମାନଙ୍କର ସାହାର୍ଯ୍ୟ କରିବା ପାଇଁ ସବୁବେଳେ ଚେଷ୍ଟା କରିଥାଉ । ଆମେ ପ୍ରତ୍ୟକ ବର୍ଗର ଲୋକ ମାନଙ୍କୁ ସାହାର୍ଯ୍ୟ କରୁଛୁ । ଏଣିକି ସେମାନେ ବୃଦ୍ଧ ହୁଅନ୍ତୁ ବା ଛୁଆ ହୁଅନ୍ତୁ । ଆଗାମୀ ସମୟରେ ଯେପରି କୌଣସି ମଣିଷଙ୍କ ଜୀବନରେ ଦୁଃଖ କଷ୍ଟ ନ ରହିବ ଆମେ ସେଥିପାଇଁ ଚେଷ୍ଟା କରୁଛୁ’ ।
ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

