ନିଜ ହାତରେ ହିଁ ନିଜ କ୍ଯାରିୟରକୁ ବର୍ବାଦ କରିଦେଲେ ଏହି ସବୁ TV ଷ୍ଟାର, ନମ୍ବର 2 ଏକ ସୁପର ହିଟ ସିରିଏଲ ରେ କରୁଥିଲେ କାମ

ଆପଣ ମାନେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଏହି ଟିଭି ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଥାନ୍ତି ହେଲେ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି କଳାକାର ଅଛନ୍ତି ଯେଉଁ ମାନେ ନିଜ ହାତରେ ନିଜ କାରିୟରକୁ ବରବାଦ କରିଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ହାତରେ ନିଜ କାରିୟରକୁ ବରବାଦ କରିଦେଇଥିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ସିଦ୍ଧାର୍ଥ ଶୁକ୍ଲା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭିର ଦିଗଜ ଅଭିନେତା ସିଦ୍ଧାର୍ଥ ଶୁକ୍ଲା । ସିଦ୍ଧାର୍ଥ ଟିଭି ଇଣ୍ଡଷ୍ଟ୍ରି ସହିତ କେତେକ ବଲିଉଡ ଫିଲ୍ମରେ ମଧ୍ୟ କମ କରିଛନ୍ତି । ସିଦ୍ଧାର୍ଥ ଟିଭିର ବଡ ରିଆଲିଟି ସୋ ‘ବିଗବସ’ର ବିଜେତା ମଧ୍ୟ ହୋଇଛନ୍ତି ହେଲେ ବନ୍ଧୁଗଣ ସିଦ୍ଧାର୍ଥ ନିଜ କାରିୟରକୁ ନିଜେ ବରବାଦ କରିଛନ୍ତି । ଟିଭି ସିରିଏଲ ‘ଦିଲ ସେ ଦିଲ ତକ’ର ଶୁ-ଟି-ଙ୍ଗ ସେଟରେ ସିଦ୍ଧାର୍ଥ ବହୁତ କଳାକାର ମାନଙ୍କ ସହ ଖରାପ ବ୍ୟବହାର ପଦର୍ଶନ କରିଥିଲେ । ଯାହାଫଳରେ ମେକର୍ସ ସିଦ୍ଧାର୍ଥଙ୍କୁ ସୋରୁ ବାହାର କରିଦେଇଥିଲେ ।

ଶିଲ୍ପା ଶିନ୍ଦେ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଶିଲ୍ପା ଶିନ୍ଦେ । ଶିଲ୍ପା କେତେକ ଫେମସ ଟିଭି ସିରିଏଲରେ କାମ କରିସାରିଛନ୍ତି । ତାଙ୍କ ଅଭିନୟ ଓ ସୁନ୍ଦରତାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ନିଜର ଅଧିକ ଲୋକପ୍ରିୟତାକୁ ଦେଖି ଶିଲ୍ପା ନିଜ ଫିସକୁ ବଢାଇବା ପାଇଁ ଡିମାଣ୍ଡ କରିଥିଲେ ଯାହା ଫଳରେ ମେକର୍ଷ ମାନେ ତାଙ୍କର ଏହି ପ୍ରସ୍ତାବରେ ରାଜି ହେଲେ ନାହିଁ ଓ ଶିଲ୍ପାଙ୍କୁ ସୋରୁ ବାହାର କରିଦେଇଥିଲେ ।

ଜିଆ ମାନେକ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଜିଆ ମାନେକ । ଆପଣ ମାନେ ଜିଆଙ୍କୁ ଟିଭି ସିରିଏଲ ‘ସାଥ ନିଭାନା ସାଥିଆ’ରେ ନିଶ୍ଚୟ ଦେଖିଥିବେ । ଜିଆଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି ଓ ଲୋକ ମାନେ ତାଙ୍କ ଅଭିନୟକୁ ମଧ୍ୟ ବହୁତ ଅଧିକ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ ଜିଆଙ୍କୁ ହଠାତ ସୋରୁ ବାହାର କରାଯାଇଥିଲା । କୁହାଯାଇଥିଲା ଯେ, ଜିଆ ଏକା ସହ ଦୁଇଟି ସିରିଏଲରେ କାମ କରୁଥିଲେ ।

ଅଂଶୁମାନ ମଲ୍ହୋତ୍ରା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତା ଅଂଶୁମାନ ମଲ୍ହୋତ୍ରା । ଅନୁଷ୍ମାନ MTVର କେତେକ ଫେମସ ସୋରେ କାମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଏହା ସହିତ ସେ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଟିଭି ସିରିଏଲ ‘ନାଗାର୍ଜୁନ- ଏକ ଯୋଦ୍ଧା’ରେ ଅଂଶୁମାନ ଅଡିସନ ଦେଇଥିଲେ ହେଲେ ତାଙ୍କ ଅଡିସନକୁ ମେକର୍ଷ ମାନେ ପସନ୍ଦ କରିନଥିଲେ ଯାହାଫଳରେ ତାଙ୍କୁ ସେହି ସୋରୁ ବାହାରିବାକୁ ପଡିଥିଲା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *