ଏ ପର୍ଯ୍ୟନ୍ତ ଲୋକ ଯାହାଙ୍କୁ ଭାବୁଥିଲେ ଛୋଟ ମୋଟ Actress, ସେ ବାହାରିଲେ ଗବ୍ବର ସିଂହଙ୍କ ଝିଅ, ଦେଖନ୍ତୁ ଫଟୋ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି କଳାକାର ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲିଉଡର ଦିଗଜ କଳାକାର ଅମଜଦ ଖାନ ।

ଆପଣ ମାନେ ସମସ୍ତେ ଅମଜଦଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ସେ ଅଧିକାଂଶ ଫିଲ୍ମରେ ଖଳନାୟକର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।  ବଲିଉଡ ସୁପର ହିଟ ଫିଲ୍ମ ‘ସୋଲେ’ରେ ତାଙ୍କ ସୁନ୍ଦର ଅଭିନୟକୁ ଆଜି ପର୍ଯ୍ୟନ୍ତ ଲୋକମାନେ ଭୁଲି ପାରି ନାହାନ୍ତି ।

ହେଲେ ବନ୍ଧୁଗଣ ଏହି ଦିଗଜ କଳାକାର ଜଣକ ଆଜି ଆମ ମାନଙ୍କ ମଧ୍ୟରେ ନାହାନ୍ତି । ଆପଣ ମାନେ ସମସ୍ତେ ତ ଅମଜଦ ଖାନଙ୍କୁ ନିଶ୍ଚୟ ଜାଣିଥିବେ ହେଲେ ଆପଣ ମାନେ କଣ ତାଙ୍କ ଝିଅଙ୍କ ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଅମଜଦ ଖାନଙ୍କ ଝିଅଙ୍କ ବିଷୟରେ କହିବାକୁ ଯାଉଛୁ । ଯାହାଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଅମଜଦ ଖାନଙ୍କ ଝିଅଙ୍କ ବିଷୟରେ ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଅମଜଦ ଖାନଙ୍କ ଝିଅ ବହୁତ ଶୀଘ୍ର ବଲିଉଡରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କ ଝିଅର ନାମ ହେଉଛି ଅହଲମ ଖାନ । ଅହଲମ ୨୦୧୧ ମସିହାରେ ଜାଫରି କରାଚିବାଲାଙ୍କ ସହ ବିବାହ କରିଥିଲେ । ହେଲେ ବର୍ତ୍ତମାନ ସେ ବଲିଉଡରେ ଡେବ୍ୟୁ କରି ନିଜ ସ୍ଵପ୍ନକୁ ପୂରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବନ୍ଧୁଗଣ ଅହଲମ ଦେଶପାଣ୍ଡେଙ୍କ ନାଟକ ‘ମିସ ବ୍ୟୁଟିଫୁଲ’ରେ ଅଭିନୟ କରିବାକୁ ଯାଉଛନ୍ତି ।

ଅହଲମ ବହୁତ ସମୟ ପର୍ଯ୍ୟନ୍ତ ରଙ୍ଗମଞ୍ଚ ସହ ଜଡିତ ହୋଇ ରହିଥିଲେ । ଅମଜଦ ଖାନଙ୍କ ପରିବାର ବଲିଉଡ ସହ ବହୁତ ପୁରୁଣା ସମ୍ପର୍କ ରଖିଛନ୍ତି । ହେଲେ ବନ୍ଧୁଗଣ ଏହି କଥା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଅମଜଦ ଖାନଙ୍କ ପିତା ଜକାରିୟା ଖାନ ବଲିଉଡ ଫିଲ୍ମରେ ଖଳନାୟକର ଭୂମିକା ପଦର୍ଶନ କରୁଥିଲେ । ଅମଜଦ ଖାନଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି ।

ତାଙ୍କ ନାମ ହେଉଛି ସଦାବ ଖାନ ଓ ସୀମାବ ଖାନ । ଏହି ଦୁଇଜଣ ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି ହେଲେ ନିଜ ପିତାଙ୍କ ପରି ଏମାନେ ବଲିଉଡରେ ସଫଳତା ପାଇ ପାରି ନାହାନ୍ତି । ହେଲେ ବନ୍ଧୁଗଣ ଆଗାମୀ ସମୟରେ ଆପଣ ମାନେ ଅମଜଦ ଖାନଙ୍କ ଝିଅ ଅଲହମଙ୍କୁ କେତେକ ଫିଲ୍ମରେ ନିଶ୍ଚୟ ଦେଖିବାକୁ ପାଇବେ ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅମଜଦ ଖାନଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *