TV ସିରିଏଲ ରେ Child Artist ଭାବରେ ଫେମସ ହୋଇଥିବା କଳାକାର ମାନେ ଆଜି ଦେଖା ଯାଆନ୍ତି କିଛି ଏମିତି…ନମ୍ବର 3 ଲାଗନ୍ତି ପରୀ ଭଳି ସୁନ୍ଦରୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନଙ୍କୁ ଆଜି ଆମେ କହିବାକୁ ଯାଉଛୁ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର କିଛି ଛୋଟ ବେଳର ବାଲ୍ୟ କଳାକାର ଙ୍କ ବିଷୟରେ । ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର କିଛି କଳାକାର ଯିଏ ନିଜର ଛୋଟ ବେଳେ ସିରିଆଲ ରେ ଅଭିନୟ କରୁଥିବାର ଆପଣ ମାନେ ଦେଖିଥିବେ । ଏହି କଳାକାର ମାନେ ବର୍ତ୍ତମାନ ବଡ଼ ହୋଇସାରିଛନ୍ତି ଏବଂ ସୋସିଆଲ ମିଡ଼ିଆ ରେ ତାଙ୍କ ଚର୍ଚ୍ଚା ବହୁ ମାତ୍ରାରେ ହେଉଛି ।

ବର୍ତ୍ତମାନ ସେମାନଙ୍କ ରଙ୍ଗ,ରୂପ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି । କିଛି କଳାକାର ଏଭଳି ମଧ୍ୟ ଅଛନ୍ତି ଯିଏ ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁ ନାହାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି କଳାକାର ଙ୍କ ସମ୍ବନ୍ଧରେ ।

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ଟିଭି ସିରିଆଲ ‘ୟେ ହେ ମୋହବତେ’ ରେ ରୁହି ନାମକ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ରୁହାନିକା ଧୱନ୍ ଙ୍କ ବିଷୟରେ । ଏହି ଅଭିନେତ୍ରୀ ସିରିଆଲ ରୁ ଲେଫ୍ଟ ହେବା ପରେ ବର୍ତ୍ତମାନ ବହୁତ ହେଲଦୀ ଦେଖା ଯାଉଛନ୍ତି । ତାଙ୍କର ପୂର୍ବ ଭଳି ଲମ୍ବା କେଶ ରହିଛି । ଏହି ଅଭିନେତ୍ରୀ ବର୍ତ୍ତମାନ ନିଜର ୧୩ ବର୍ଷ ବୟସ ପୂର୍ଣ୍ଣ କରି ସାରିଛନ୍ତି ଏବଂ ପୂର୍ବ ଅପେକ୍ଷା ବହୁତ ଷ୍ଟାଇଲିସ ହୋଇ ସାରିଛନ୍ତି । ତାଙ୍କୁ ପ୍ରାୟତଃ ମର୍ଡନ ରୂପରେ ଦେଖିବାକୁ ମିଳୁଛି ।

୨. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ୨୦୧୯ ମସିହାର ସିରିଆଲ ‘ଫୁଲବା’ ନିଜର କ୍ୟାରିଅର ର ଆରମ୍ଭ କରିଥିବା ‘ଜନ୍ନତ ଜୁବେର’ ଙ୍କ ବିଷୟରେ । ଜନ୍ନତ ନିଜର ଅଭିନୟ ମାଧ୍ୟମରେ ସମସ୍ତ ଦର୍ଶକ ଙ୍କ ମନକୁ କିଣି ନେଇଥିଲେ ଏବଂ ସଫଳତା ହାସଲ କରିଥିଲେ । ବର୍ତ୍ତମାନ ସମୟରେ ସେ ସୋସିଆଲ ମିଡିଆରେ ପ୍ରାୟ ସମୟ ଆକ୍ଟିଭ ରହୁଥିବାର ଦେଖିବାକୁ ମିଳୁଛି । ଏହି ଅଭିନେତ୍ରୀ ଙ୍କୁ ଟିଭି ସିରିଆଲ ‘ଆସିକି’ ରେ ମୁଖ୍ୟ ଚରିତ୍ର ଭାବେ ଅଭିନୟ କରିଥିବାର ଦେଖୁବାକୁ ମିଳିଥିଲା ।

୩. ବନ୍ଧୁଗଣ ଆପଣ ମାନେ ଟିଭି ସିରିଆଲ ‘ୟେ ରିସ୍ତା କ୍ୟା କେହ୍ଲାତା ହେ’ ରେ ଛୋଟ ନାଏରା ଙ୍କୁ ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଭୂମିକା କୁ ପରଦା ରେ ପ୍ରଦର୍ଶନ କରିଥିବା ଅଭିନେତ୍ରୀ ହେଉଛନ୍ତି ‘ଅଷ୍ଣୁର କୌର’ । ଏହି ଅଭିନେତ୍ରୀ ବର୍ତ୍ତମାନ ପୂର୍ବ ଅପେକ୍ଷା ବହୁତ ସୁନ୍ଦର ଦେଖା ଯାଉଛନ୍ତି ଏବଂ ସିରିଆଲ ରେ ସେ ଏକ ସାଧା ସିଧା ଝିଅ ର ଭୂମିକା ରେ ନଜର ଆସିଥିବା ବେଳେ ରିଅଲ ଲାଇଫ ରେ ସେ ବହୁତ ଷ୍ଟାଇଲିସ ଅଟନ୍ତି ।

୪. ବନ୍ଧୁଗଣ କଲର୍ସ ଚ୍ୟାନେଲ ରେ ପ୍ରସାରିତ ଟିଭି ସିରିଆଲ ‘ଉଡ଼ାନ୍’ ରେ ‘ଚକୋର’ ଭୂମିକା ରେ ଅଭିନୟ କରିଥିବା ଅଭିନେତ୍ରୀ ‘ସ୍ପନ୍ଦନ ଚତୁର୍ବେଦୀ’ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ବର୍ତ୍ତମାନ ନିଜର ୧୩ ତମ ଜନ୍ମଦିନ ପାଳନ କରିଛନ୍ତି ଏବଂ ସିରିଆଲ ରେ କ୍ୟୁଟ ଦେଖା ଯାଉଥିବା ଏହି ବାଲ୍ୟ ଅଭିନେତ୍ରୀ ବର୍ତ୍ତମାନ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ସ୍ପନ୍ଦନ୍ ନିଜର ଅଭିନୟ କ୍ୟାରିଅର କୁ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରଖିଛନ୍ତି ଏବଂ ସେ ଫିଲ୍ମ ଶକୁନ୍ତଲା ଦେବୀ ରେ ନଜର ଆସିଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *