ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ସାଧାରଣତଃ ବଲିଉଡ ଅଭିନେତ୍ରୀ ମାନେ ନିଜ ଫ୍ୟାସନ ଓ ନିଜ ଷ୍ଟାଇଲ ପାଇଁ ମଧ୍ୟ ଅଧିକ ଚର୍ଚାରେ ରୁହନ୍ତି ।
ଆଜିଆମେ ଆପଣ ମାନଙ୍କୁ ଏକ ଏପରି ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବଲିଉଡରେ ବହୁତ କମ ସମୟ ମଧ୍ୟରେ ସଫଳତା ପାଇଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି କୃତି ସେନୋନ ।
ବଲିଉଡର ୬ ଫୁଟ ଉଛତା ବିଶିଷ୍ଟ ଅଭିନେତ୍ରୀ ନିଜ ସୁନ୍ଦରତା ପାଇଁ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ କୃତି ଜଣେ ଫେମସ ଅଭିନେତ୍ରୀ ହୋଇ ମଧ୍ୟ ଏକ ସାଧାରଣ ଜୀବନଯାପନ କରିବାକୁ ପସନ୍ଦ କରନ୍ତି । ଆଜିଆମେ ଆପଣ ମାନଙ୍କୁ କୃତିଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ କୃତିଙ୍କ ଜନ୍ମ ୨୭ ଜୁଲାଇ ୧୯୯୦ ମସିହାରେ ଦିଲ୍ଲୀରେ ହୋଇଥିଲା ।
ବନ୍ଧୁଗଣ କୃତି ନିଜର ଅସଲ ଜୀବନରେ ଏକ ଇଞ୍ଜିନିୟର ଅଟନ୍ତି ଓ ସେ ଇଞ୍ଜିନିୟରର ସଂପୂର୍ଣ୍ଣ କୋର୍ସ କରିଛନ୍ତି । ଇଞ୍ଜିନିୟରିଙ୍ଗ କରିବା ପରେ ତାଙ୍କୁ ଚାକିରି କରିବା ପାଇଁ ଇଛା ନଥିଲା । ସେହି ସମୟରେ ସେ ନିଜର ମଡେଲିଙ୍ଗ କାରିୟରର ଆରମ୍ଭ କରିବା ପାଇଁ ଇଛା କରିଥିଲେ । ଏହାପରେ ସେ ମଡେଲିଙ୍ଗ କରିଥିଲେ ଓ ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ହିରୋପନ୍ତି’ । ଆପଣ ମାନେ ଏହି ଫିଲ୍ମରେ କୃତିଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମଟିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ ଓ ଏହି ଫିଲ୍ମଟି ସୁପର ହିଟ ମଧ୍ୟ ହୋଇଥିଲା ।
ଏହି ଫିଲ୍ମ ପରେ ସେ ‘ଦିଲବାଲେ’, ‘ରାବତା’, ଲୁକା ଛୁପି’ ଓ ‘ପାନିପଥ’ ଆଦି ସୁପର ହିତ ଫିଲ୍ମରେ କାମ କରି ବଲିଉଡରେ ସଫଳତା ପାଇଗଲେ । କୃତି ନିଜ ସୁନ୍ଦରତା ଓ ନିଜ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବର୍ତ୍ତମାନ କୃତିଙ୍କୁ ୨୭ ବର୍ଷ ବୟସ ହୋଇସାରିଛି । ଏହି କିଛି ଦିନ ପୂର୍ବରୁ କୃତିଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ଏହି ଫଟୋରେ କୃତି ଏକ ସାଧାରଣ ମଣିଷଙ୍କ ପରି ରାସ୍ତାରେ ବୁଲୁଥିବାର ନଜର ଆସିଥିଲେ । କୃତି ଏକ ଷ୍ଟାଇଲିସ ଡ୍ରେସ ସହ ଏକ ହବାଇ ଚପଲ ପିନ୍ଧିଥିଲେ ।
ବନ୍ଧୁଗଣ କୃତି ଏକ ସାଧାରଣ ଜୀବନ ବଞ୍ଚିବା ପାଇଁ ଇଛା କରନ୍ତି । ତାଙ୍କର ଏହି ସ୍ଵଭାବ ପାଇଁ ଲୋକମାନେ ତାଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି ସ୍ଵଭାବ ରଖୁଥିବା ବହୁତ କମ ଅଭିନେତ୍ରୀ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କୃତିଙ୍କ ସୁନ୍ଦରତା ଓ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ