ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଲୋକପ୍ରିୟ ବଲିଉଡ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଭାରତରେ ଭୋଟ ଦେଇପାରିବେ ନାହିଁ ।
ସେମାନେ ବହୁତ ବର୍ଷ ହେବ ଭାରତ ଦେଶରେ ରହୁଥିଲେ ମଧ୍ୟ ସେମାନେ ଭୋଟ ଦେଇପାରିବେ ନାହିଁ । ଏହାର କାରଣ ହେଉଛି ସେମାନଙ୍କ ପାଖରେ ଭାରତୀୟ ନାଗରିକତା ନାହିଁ । ଏହି କଳାକାର ମାନେ ଭାରତ ଦେଶର ନୁହନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।
ଅକ୍ଷୟ କୁମାର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର । ଅକ୍ଷୟ ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ଅକ୍ଷୟ ବଲିଉଡରେ ନିଜର ୩୦ ବର୍ଷ ପୂରଣ କରିସାରିଛନ୍ତି । ଅକ୍ଷୟ ନିଜ ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଅକ୍ଷୟ ଆମ ଭାରତ ଦେଶରେ ଭୋଟ ଦେଇପାରିବେ ନାହିଁ । କାରଣ ତାଙ୍କ ପାଖରେ ଭାରତର ନାଗରିକତା ନାହିଁ । ଏହି କାରଣ ପାଇଁ ବହୁତ ବିବାଦ ମଧ୍ୟ ହୋଇଛି । ତାଙ୍କ ପାଖରେ କାନାଡାର ନାଗରିକତା ଅଛି ।
ଦୀପିକା ପାଦୁକୋନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ଦିଗଜ ଅଭିନେତ୍ରୀ ଦୀପିକା ପାଦୁକୋନ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଦୀପିକାଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ଦୀପିକାଙ୍କର ବଲିଉଡ କାରିୟର ୧୩ ବର୍ଷରୁ ଅଧିକ ସମୟ ହୋଇସାରିଛି । ସେ ୨୦୦୭ ମସିହାରେ ଅଭିନେତା ଶାହରୁଖ ଖାନଙ୍କ ସହ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ହେଲେ ବନ୍ଧୁଗଣ ଦୀପିକା ଆମ ଭାରତ ଦେଶରେ ଭୋଟ ଦେଇପାରିବେ ନାହିଁ । କାରଣ ତାଙ୍କ ପାଖରେ ଭାରତର ନାଗରିକତା ନାହିଁ । ତାଙ୍କ ପାଖରେ ଡେନମାର୍କର ନାଗରିକାତା ଅଛି ।
ଆଲିୟା ଭଟ୍ଟ- ଆଲିଆ ଭଟଙ୍କ ପାଖରେ ଭାରତୀୟ ନାଗରିକତା ନାହିଁ । ତାଙ୍କ ପାଖରେ ବ୍ରିଟିଶ ନାଗରିକତା ଅଛି ଓ ବ୍ରିଟେନର ପାସ୍ପୋର୍ଟ ଅଛି । ଆଲିୟାଙ୍କ ମାତା ସୋନି ରାଜଦାନ ବର୍ମିଂହାମର ନାଗରିକ ଅଟନ୍ତି ।
ନର୍ଗିସ ଫଖରୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ନର୍ଗିସ ଫଖରୀ । ନର୍ଗିସ ବଲିଉଡ ଫିଲ୍ମ ବ୍ଯତୀତ ଆଇଟମ ସଙ୍ଗ କରି ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି । ସେ ୧୬ ବର୍ଷ ବୟସରୁ ମଡେଲିଙ୍ଗ ଆରମ୍ଭ କରିଥିଲେ । ତାଙ୍କର ଜନ୍ମ ଆମେରିକାର ନିଉୱାର୍କ ସହରରେ ହୋଇଥିଲା । ବନ୍ଧୁଗଣ ଅନ୍ୟ ଷ୍ଟାରଙ୍କ ପରି ନର୍ଗିସଙ୍କ ପାଖରେ ବିଦେଶର ନାଗରିକତା ଅଛି ଓ ସେ ଭାରତରେ ଭୋଟ ଦେଇପାରିବେ ନାହିଁ ।
ସନି ଲିଓନି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ହଟ୍ ଅଭିନେତ୍ରୀ ସନି ଲିଓନି । ସନି ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କେତେକ ଲୋକପ୍ରିୟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ହେଲେ ସେ ଆମ ଭାରତ ଦେଶରେ ଭୋଟ ଦେଇପାରିବେ ନାହିଁ । କାରଣ ସେ କାନାଡା ସହରରେ ଜନ୍ମ ହୋଇଥିଲେ ଓ ତାଙ୍କ ପାଖରେ କାନାଡାର ନାଗରିକତା ଅଛି ।
କ୍ୟାଟ୍ରିନା କେଫ- କ୍ୟାଟ୍ରିନା କେଫ ତାଙ୍କ ସୁନ୍ଦରତା ପାଇଁ ଦର୍ଶକଙ୍କ ମନରେ ଛାଇ ଯାଇଛନ୍ତି । କ୍ୟାଟ୍ରିନାଙ୍କ ପାଖରେ ଭାରତୀୟ ନାଗରିକତା ନାହିଁ । ସେ ହଂକଙ୍ଗରେ ଜନ୍ମ ହୋଇଥିଲେ । ତାଙ୍କ ପିତା କାଶ୍ମୀର ବ୍ୟବସାୟି ଓ ମାତା କେଥଲିକ ଅଟନ୍ତି । କ୍ୟାଟ୍ରିନା ପାଖରେ ବ୍ରିଟିଶ ନାଗରିକତା ଅଛି । ଏଥିପାଇଁ ତାଙ୍କୁ ଭାରତରେ ଭୋଟ ଦେବାର ଅଧିକାର ନାହିଁ ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ