ନମସ୍କାର ବନ୍ଧୁଗଣ । ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବିବାହ ପରେ ପ୍ରଥମ ଥର ସ୍ଵାମୀ ଓ ଶାଶୁ ଙ୍କ ସହ ପୁରୀ ବୁଲିବା ପାଇଁ ଗଲେ କବିତା ଅପା । କଣ ରହିଛି ପୁରା ଖବର ଅଧିକ ଜାଣିବା ପାଇଁ ହେଲେ ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ପଢନ୍ତୁ । ବନ୍ଧୁଗଣ ଆପଣ ମାନଙ୍କର ପ୍ରିୟ କବିତା ଅପା ବା ସୋନାଲି ଓଝା ଯାହାଙ୍କୁ ଆପଣ ମାନେ କୁଆଁରୀ ବୋହୁ ସିରିଏଲ ର କବିତା ଅପା ଭାବରେ ବେଶ ଭଲ ଭାବରେ ଜାଣିଥିବେ ।
ସେ ନିଜର ସୁନ୍ଦର ଅଭିନୟ ଦ୍ଵାରା ଓଡିଶାର ଘରେ ଘରେ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କୁ କବିତା ଅପା ଭାବରେ ପ୍ରାୟ ସମସ୍ତେ ବେଶ ଭଲ ଭାବରେ ଜାଣନ୍ତି । କିଛି ଦିନ ତଳେ ଡିସେମ୍ବର ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ କବିତା ଅପା । ବହୁତ ଆଡମ୍ବର ସହ ତାଙ୍କର ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା ।
କରୋନା ମହାମାରୀ କାରଣରୁ ଓଲିଉଡ ର ସମସ୍ତ କଳାକାର ଯୋଗ ଦେଇ ନଥିଲେ ମଧ୍ୟ କୁଆଁରୀ ବୋହୁ ସିରିଏଲ ର ସମସ୍ତ ଷ୍ଟାର କାଷ୍ଟ ଏହି ବିବାହରେ ଯୋଗ ଦେଇଥିଲେ ଓ ବହୁତ ମଜା ମସ୍ତି ମଧ୍ୟ କରିଥିଲେ । ସେ କଟକ ର ପ୍ରଜ୍ଞା ଶଙ୍କର ଙ୍କୁ ବିବାହ କରିଥିଲେ । ତାଙ୍କ ସ୍ଵାମୀ ହେଉଛନ୍ତି ଓଲିଉଡ ର ଜଣେ କୋରିଓଗ୍ରାଫର । ସୂଚନା ଅନୁସାରେ ଉଭୟ ପରସ୍ପରଙ୍କୁ ଭଲ ପାଇ ବିବାହ କରିଛନ୍ତି ।
ବାହାଘର ପରେ ସେ ବର୍ତ୍ତମାନ ତାଙ୍କ ଶାଶୁଘରେ ଅର୍ଥାତ କଟକ ରେ ରହୁଛନ୍ତି । ସେ ନୂଆ ବର୍ଷ ଦିନ ତାଙ୍କ ସ୍ଵାମୀ ଓ ଶାଶୁ ଙ୍କ ସହ ପୁରୀ ବୁଲିବା ପାଇଁ ଯାଇଥିଲେ । ସେ ନିଜ ସ୍ଵାମୀ ଓ ଶାଶୁ ଙ୍କ ସହ ପୁରୀ ବୁଲିବାର ଫଟୋ ସେ ନିଜର ଇଂଷ୍ଟାଗ୍ରାମ ଓ ଫେସବୁକ ରେ ପୋସ୍ଟ କରିଛନ୍ତି ।
କବିତା ଅପା ପୁଣି ଥରେ ସିରିଏଲ ଦୁନିଆକୁ ମଧ୍ୟ ଫେରି ଆସିଛନ୍ତି । ସେ କୁଆଁରୀ ବୋହୁ ସିରିଏଲ ରେ ବିବାହ ପରେ ମଧ୍ୟ ପୁଣି ଅଭିନୟ କରିବା ଆରମ୍ଭ କରି ଦେଇଛନ୍ତି । ଆପଣ ମାନେ କୁଆଁରୀ ବୋହୁ ସିରିଏଲ ରେ କବିତା ଅପାଙ୍କ ସୁନ୍ଦର ଅଭିନୟ ତ ଭଲ ଭାବେ ଦେଖିଥିବେ । ସେ ଏହି ସିରିଏଲ କରିବା ପୂର୍ବରୁ ଆଗରୁ କିଛି ଫିଲ୍ମ ଓ ଅନେକ ସିରିଏଲ ରେ ମଧ୍ୟ ଅଭିନୟ କରି ସାରିଛନ୍ତି ।
ତାଙ୍କର ସୁନ୍ଦର ଅଭିନୟ ପାଇଁ ଲୋକମାନେ ତାଙ୍କୁ ମଧ୍ୟ ବହୁତ ପସନ୍ଦ କରନ୍ତି । ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ କବିତା ଅପା କେମିତି ଲାଗନ୍ତି ବା ତାଙ୍କର ଅଭିନୟ ଆପଣଙ୍କୁ କେମିତି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଓଲିଉଡ ର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ