ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।
ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ସୃତି ଝା । ZTVର ଫେମସ ସୋ ‘କୁମକୁମ ଭାଗ୍ୟ’ରେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ଜଣକ ନିଜର ସୁନ୍ଦର ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଏହା ସହିତ ସେ ଏହି ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ମଧ୍ୟ ପାଇସାରିଛନ୍ତି ।

ହେଲେ ବନ୍ଧୁଗଣ ବର୍ତ୍ତମାନ ଏହା ଖବର ମିଳିଛି ଯେ, ଅଭିନେତ୍ରୀ ସୃତି ଝା ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଆଜିଆମେ ଆପଣ ମାନଙ୍କୁ ସୃତିଙ୍କ ବିବାହ ସହ ଜଡିତ କିଛି ଖାସ କଥା ବିଷୟରେ କହିବାକୁ ଯାଉଛୁ ଓ ଏହା ସହିତ ଆମେ ଆପଣ ମାନଙ୍କୁ ସୃତିଙ୍କର ହେବାକୁ ଯାଉଥିବା ସ୍ଵାମୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସୃତି ଝାଙ୍କ ଜନ୍ମ ୨୬ ଫେବୃୟାରି ୧୯୮୬ରେ ବିବାହରେ ହୋଇଥିଲା । ସେ ନିଜର ସମସ୍ତ ପାଠ ପଢା ବିହାରରେ ପୂରଣ କରିଥିଲେ । ସେ ତାଙ୍କର ଅଭିନୟ କାରିୟର ‘ଧୁମ ମଚାଓ ଧୁମ’ ନାମକ ସୋରେ ଏକ ମୁଖ୍ୟ ଅଭିନେତ୍ରୀ ରୂପେ ଆରମ୍ଭ କରିଥିଲେ । ବନ୍ଧୁଗଣ ଏହି ସୋ ପରେ ତାଙ୍କୁ ଅନ୍ୟ ବହୁତ ସୋରେ ଅଭିନୟ କରିବା ପାଇଁ ମଉକା ମିଳିଥିଲା । ଏହାପରେ ସେ ବହୁତ ଲୋକପ୍ରିୟ ସୋରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଥିଲେ ।

ବର୍ତ୍ତମାନ ସେ ZTVର ଫେମସ ସୋ ‘କୁମକୁମ ଭାଗ୍ୟ’ରେ ମୁଖ୍ୟ ଅଭିନେତ୍ରୀ ପ୍ରଜ୍ଞାର ଭୂମିକାରେ ନଜର ଆସୁଛନ୍ତି । ହେଲେ ବନ୍ଧୁଗଣ ବର୍ତ୍ତମାନ ଏହା ଖବର ମିଳିଛି ଯେ ସୃତି ବହୁତ ଶୀଘ୍ର ବିବାହ ବନ୍ଧନରେ ରହିବାକୁ ଯାଉଛନ୍ତି । ଏହା ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ, ସୃତି ଝା ଟିଭି ଅଭିନେତା କୁନାଲ କରନ କପୁରଙ୍କ ସହ ଲଭ ରିଲେସନରେ ରହିଥିଲେ । ହେଲେ ବନ୍ଧୁଗଣ ଏହି କିଛି ଦିନ ତଳେ ଖବର ମିଳିଥିଲା ଯେ, ଏହି ଦୁଇଜଣଙ୍କ ମଧ୍ୟରେ ବ୍ରେକଅପ୍ ହୋଇସାରିଛି ।

ବର୍ତ୍ତମାନ ଏହା ଖବର ମିଳିଛି ସୃତି ଝା ଟିଭି ଅଭିନେତା ଅରିଜିତ ତନେଜାଙ୍କ ସହ ଲଭ ରିଲେସନରେ ଅଛନ୍ତି । ଅରିଜିତି ‘କୁମକୁମ ଭାଗ୍ୟ’ ସିରିଏଲରେ ପୁରବର ଭୂମିକା ପଦର୍ଶନ କରିଥିଲେ । ଏହି ଦୁଇଜଣ ବହୁତ ସ୍ଥାନରେ ଏକା ସହ ନଜର ଆସୁଛନ୍ତି । ଏହା ବ୍ଯତୀତ ଏହି କିଛି ଦିନ ତଳେ ସୃତି ନିଜର ଓ ଅରିଜିତଙ୍କର କିଛି ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ବର୍ତ୍ତମାନ ଏହା ଖବର ମିଳିଛି ଯେ, ଅଭିନେତ୍ରୀ ସୃତି ଝା ଆଗାମୀ ବର୍ଷ ଅଭିନେତା ଅରିଜିତ ତନେଜାଙ୍କ ସହ ବିବାହ ବନ୍ଧନରେ ରହିବାକୁ ଯାଉଛନ୍ତି ।
ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଶୃତି କେମିତି ଲାଗନ୍ତି ବା ତାଙ୍କ ଅଭିନୟ ଆପଣଙ୍କୁ କେମିତି ଲାଗେ ଆମକୁ କମେନ୍ଟ କରି ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଟିକିନିକି ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

