ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥର ସମସ୍ତ ଫେମସ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କିଛି ଦିନ ହେବ ସାଉଥର ଫେମସ ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚାରେ ରହିଥାନ୍ତି । ସାଉଥର ଏହି ଅଭିନେତ୍ରୀ ମାନେ ବଲିଉଡ ଅଭିନେତ୍ରୀ ମାନଙ୍କୁ ସୁନ୍ଦରତା ଓ ଅଭିନୟରେ ଟକ୍କର ଦେଉଛନ୍ତି । ସେଥିପାଇଁ ଲୋକମାନେ ବଲିଉଡ ଠାରୁ ଅଧିକ ସାଉଥ ଅଭିନେତ୍ରୀ ମାନଙ୍କୁ ଅଧିକ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ସାଉଥ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନଙ୍କର ମା ମାନଙ୍କୁ ଦେଖିଛନ୍ତି ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ମାନଙ୍କ ମା ମାନଙ୍କର ବିଷୟରେ କହିବାକୁ ଯାଉଛୁ । ଯେଉଁମାନେ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ସୃତି ହସନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ସୃତି ହସନ । ବନ୍ଧୁଗଣ ସୃତି ନିଜ ସୁନ୍ଦରତା ଓ ବୋଲ୍ଟ ଲୁକ୍ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଦର୍ଶକ ମାନେ ସୃତିଙ୍କ ସୁନ୍ଦରତାକୁ ବହୁତ ପସନ୍ଦ କରନ୍ତି । ସୃତିଙ୍କର ରିଅଲ ଲାଇଫ ମା ହେଉଛନ୍ତି ସାରିକା ଠାକୁର । ସାରିକା ବଲିଉଡର ଜଣେ ଫେମସ ଅଭିନେତ୍ରୀ ଅଟନ୍ତି । ସେ ୭୦ଦଶକରେ ବଲିଉଡରେ ଦେବତା, ହମ୍ରାଜ ଓ ଗୀତ ଗାତା ଚାଲ ଆଦି ସୁପର ହିଟ ଫିଲ୍ମ କରିଛନ୍ତି । ବର୍ତ୍ତମାନ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ତ୍ୟାଗ କରି ନିଜ ପରିବାର ସହ ବହୁତ ଖୁସିରେ ରହୁଛନ୍ତି ।

ନୟନ ତାରା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ସାଉଥର ସେକସି ଅଭିନେତ୍ରୀ ନୟନ ତାରା । ନୟନ ସାଉଥର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ନୟନଙ୍କ ରିଅଲ ଲାଇଫ ମାଙ୍କ ନାମ ହେଉଛି ଉମାନା କୁରିଆନ । ବନ୍ଧୁଗଣ ଉମାନା ହେଉଛନ୍ତି ଜଣେ ହାଉସ ୱାଇଫ । କେତେକ ଇଭେଣ୍ଟରେ ନୟନ ନିଜ ମାଙ୍କ ସହ ନଜର ଆସନ୍ତି । ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ଅଧିକ ସ୍ନେହ ଓ ଭଲ ପାଇବା ଅଛି ।

ତାପସୀ ପାନୁ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସାଉଥର ଫେମସ ଅଭିନେତ୍ରୀ ତାପସୀ ପାନୁ । ତାପସୀ ଉଭୟ ବଲିଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସଫଳତା ପାଇଛନ୍ତି । ତାପସୀଙ୍କ ମାଙ୍କ ନାମ ହେଉଛି ନିର୍ମଲଜିତ ପାନୁ । ନିର୍ମଲ ହେଉଛନ୍ତି ଜଣେ ହାଉସ ୱାଇଫ । ନିର୍ମଲ ଲାଇମ ଲାଇଟ ଠାରୁ ଦୂରରେ ରୁହନ୍ତି ହେଲେ ତାପସୀ ନିଜ ମାଙ୍କ ସହ କେତେକ ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି ।

ଜେନେଲିଆ ଡିସୌଜା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଜେନେଲିଆ ଡିସୌଜା । ଆପଣ ମାନେ ସମସ୍ତେ ଜେନେଲିଆଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । ହେଲେ ବର୍ତ୍ତମାନ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ତ୍ୟାଗ କରିସାରିଛନ୍ତି । ଜିନେଲିଆଙ୍କ ମାଙ୍କ ନାମ ହେଉଛି ଜିନେଦ ଡିସୌଜା । ଜିନେଦ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି, ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

