କଜୋଲ ଙ୍କ ସହିତ Bollywood ର ଏହି 4 ଜଣ Actress ଅକ୍ଷୟ କୁମାରଙ୍କୁ ପାଇବା ପାଇଁ ସବୁ ସୀମା ଟପିଗଲେ, ନମ୍ବର 3 ତ ପ୍ରେଗନେଣ୍ଟ ବି ହେଇଯାଇଥିଲେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଓ ବଲିଉଡ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଖିଲାଡ଼ି ଅକ୍ଷୟ କୁମାରଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ବଲିଉଡରେ ଅକ୍ଷୟଙ୍କର ବହୁତ ଲୋକପ୍ରିୟତା ରହିଛି । ଅକ୍ଷୟ ପ୍ରାୟ ଅଧିକାଂଶ ସମୟ ଚର୍ଚାରେ ରୁହନ୍ତି । ଏହା ବ୍ୟତୀତ ଅକ୍ଷୟ ନିଜ ଅଫେୟାର ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି, ବନ୍ଧୁଗଣ ବଲିଉଡରେ ଏପରି କିଛି ଦିଗଜ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅକ୍ଷୟଙ୍କୁ ପାଇବା ପାଇଁ ସବୁ ସୀମା ପାର କରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ପାଇବା ପାଇଁ ସବୁ ସୀମା ପାର କରିଥିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ବଲିଉଡର ସେହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ ।

କାଜୋଲ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ କାଜୋଲ । ଆପଣ ମାନେ ସମସ୍ତେ କାଜୋଲଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ଦର୍ଶକ ମାନେ କାଜୋଲଙ୍କର ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେତେବେଳେ ଅଜୟ କାଜୋଲଙ୍କ ପଛରେ ଦିବାନା ଥିଲେ ସେତେବେଳେ କାଜୋଲ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ପ୍ରେମ କରିଥିଲେ । ଏହି କଥା ନିଜେ କାଜୋଲ ‘କଫି ୱିଥ କରନ’ ସୋ ରେ କହିଛନ୍ତି ।

ପୂଜା ବତରା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଓ ମଡେଲ ପୂଜା ବତରା । ଯେତେବେଳେ ଅକ୍ଷୟ ନୂଆ ନୂଆ ବଲିଉଡକୁ ଆସିଥିଲେ ସେତେବେଳେ ସେ ପୂଜାଙ୍କ ସହ ସାକ୍ଷାତ କରିଥିଲେ । ସେହି ସମୟରେ ଅକ୍ଷୟଙ୍କୁ ପୂଜା ବହୁତ ଭଲ ପାଉଥିଲେ । ହେଲେ ଅକ୍ଷୟ କେବଳ ପୂଜାଙ୍କର ବ୍ୟବହାର କରିଥିଲେ । କାରଣ ସେତେବେଳେ ପୂଜା ବଲିଉଡର ବଡ ବଡ ଦିଗଜ ମାନଙ୍କୁ ଜାଣିଥିଲେ, ଯାହା ଦ୍ୱାରା ଅକ୍ଷୟ ସେମାନଙ୍କ ସହ ସାକ୍ଷାତ କରିଥିଲେ ।


ରବିନା ଟଣ୍ଡନ- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ । ରବିନା ଓ ଅକ୍ଷୟଙ୍କ ଅଫେୟାର ବଲିଉଡରେ ବହୁତ ସମୟ ପର୍ଯ୍ୟନ୍ତ ରହିଥିଲା । ସେହି ସମୟରେ ରବିନା ଅକ୍ଷୟଙ୍କ ପ୍ରେମରେ ପାଗଳ ହୋଇଯାଥିଲେ ହେଲେ ଅକ୍ଷୟ ସେହି ସମୟରେ ରବିନାଙ୍କୁ ପ୍ରେମ କରିବା ସହ ଅନ୍ୟ ତିନି ଜଣ ଝିଅଙ୍କୁ ଡେଟ କରୁଥିଲେ । ଖବର ମିଳିଥିଲା ଯେ ଅକ୍ଷୟ ଓ ରବିନାଙ୍କ ମଧ୍ୟରେ ନିର୍ବନ୍ଧ ହୋଇଯାଇଥିଲା । ହେଲେ ଯେତେବେଳେ ଅକ୍ଷୟଙ୍କର କଳା କାରନାମା ବିଷୟରେ ରବିନା ଜାଣିଲେ ସେତେବେଳେ ସେ ଅକ୍ଷୟଙ୍କୁ ଛାଡି ଦେଇଥିଲେ ।


ରେଖା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ରେଖା । ଫିଲ୍ମ ‘ଇଣ୍ଟରନାସନାଲ ଖିଲାଡ଼ି’ର ଶୁଟିଙ୍ଗ ସମୟରେ ଅକ୍ଷୟ ଓ ରେଖା ପରସ୍ପରକୁ ପ୍ରେମ କରି ବସିଥିଲେ । ହେଲେ ଏହି ଦୁଇଜଣ ନିଜ ସମ୍ପର୍କ ବିଷୟରେ ସ୍ଵୀକାର କରି ନଥିଲେ । ସେହି ସମୟରେ ରେଖା ଅକ୍ଷୟଙ୍କୁ ବହୁତ ଅଧିକ ଭଲ ପାଉଥିଲେ ହେଲେ ଅକ୍ଷୟ ରେଖାଙ୍କୁ ଛାଡି ଅନ୍ୟ କାହାକୁ ଭଲ ପାଇଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *