ଶାଶୁଘରେ ଶାଶୁଙ୍କ ସହ ମିଶି କିପରି ଲକ୍ଷ୍ମୀ ଗଜଲକ୍ଷ୍ମୀ ପୂଜା ପାଳନ କଲେ ହିରୋଇନ Jhilik Bhattacharya, ଦେଖନ୍ତୁ ଭିଡିଓ

ଫ୍ରେଣ୍ଡ୍ସ ଆପଣ ମାନେ ତ ଜାଣିଥିବେ ଅଲିଉଡ ର ଚୂଲବୁଲି ଓ ବଙ୍ଗୀୟ ଅଭିନେତ୍ରୀ ଝିଲିକ ଭଟାଚାର୍ଯ୍ଯ ନିକଟରେ ହାତକୁ ଦୁଇ ହାତ ହେଇଥିଲେ ଓ ବିବାହ କରିଥିଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ଙ୍କୁ ଏବଂ ପ୍ରୀତିରଞ୍ଜନ ଘଡାଇ ରାଜନୀତିରେ ଯେମିତି ବାଜି ମାରିଥିଲେ ସେମିତି ବଙ୍ଗୀୟ ଅଭିନେତ୍ରୀ ଝିଲିକ ଭଟାଚାର୍ଯ୍ଯ ମଧ୍ୟ ତାଙ୍କୁ ବିବାହ କରିବା ପରେ ସେ ଆଉ ଏକ ସୋପାନରେ ପହଞ୍ଚିଗଲେ । ଝିଲିକ ଭଟାଚାର୍ଯ୍ଯ ବିବାହ କରିବା ପରେ ତାଙ୍କର ଚାଲି ଚଳନ ପୁରା ବଦଳି ଯାଇଛି ।

ଏମିତି ତାଙ୍କର ଚାଲି ଚଳନ ବଦଳି ଯାଇଛି କି ସେ ବଙ୍ଗୀୟ ରୁ ହେଇ ଯାଇଛନ୍ତି ଓଡିଆ ବୋହୁ । ସେ ଓଡିଆର ସବୁ ରୀତିନୀତି ପାଳନ କରିବା ସହିତ ଅନେକ ସମୟରେ ଦେଖିବାକୁ ମିଳିଛି କି ସେ ଓଡିଆ ଭାଷା ମଧ୍ୟ ଶିଖୁଛନ୍ତି । ଓଡିଆ ଭାଷା ସେ ଏବେ କିଛି କିଛି କହିବା ଶିଖି ଗଲେଣି ।

ଏହା ସହିତ ଅନେକ ସମୟରେ ଦେଖିବାକୁ ମିଳିଛି କି ସାବିତ୍ରୀ ବ୍ରତ ହେଉ ବା କୌଣସି ଓଡିଆ ପୂଜା ପାର୍ବଣ ସବୁଥିରେ ଝିଲିକ ନିଜର ପାରଙ୍ଗମତା ଦେଖେଇଛନ୍ତି । ଝିଲିକ ତାଙ୍କ ସ୍ବାମୀଙ୍କ ପାଇଁ ସବୁ ବ୍ରତ ଓ ଉପବାସ କରିବାର ମଧ୍ୟ ଦେଖିବାକୁ ମିଳିଛି ।

 

View this post on Instagram

 

Happy Laxmi Puja 🙏🏻

A post shared by Jhilik Bhattacharjee (@jhilikbhattacharjeeofficial) on

ଏବେ ପୁଣି ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଝିଲିକ ଭଟାଚାର୍ଯ୍ଯ ଠାକୁର ଘରେ ଠାକୁର ପୂଜା କରୁଥିବାର ଦେଖିବାକୁ ମିଳିଛି । ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ଏହି ଭିଡିଓ କୁ ପୋସ୍ଟ କରି କହିଛନ୍ତି କି ଜୟ ମା ଲକ୍ଷ୍ମୀ ।

ସେ ମା ଲକ୍ଷ୍ମୀ ଙ୍କ ପୂଜା କରୁଥିବାର ଦେଖିବାକୁ ମିଳିଛି । ଯାହାକି ଏକ ଖାଣ୍ଟି ଓଡିଆ ବୋହୁ ର ପରିଚୟ ଦେଉଛି । ତେବେ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କଲା ପରେ ଏବେ ଝିଲିକ ଙ୍କର ପୁରା ଚାଲି ଚଳନ ବଦଳି ଯାଇଛି ଏବଂ ଓଡିଆ ବୋହୁ ହେଇ ଯାଇଛନ୍ତି ଝିଲିକ ଭଟାଚାର୍ଯ୍ଯ ।

ଏବଂ ଆଗକୁ ନିଜର ଓଡିଆ ବୋହୁର କର୍ତ୍ତବ୍ୟ ଜାରି ରଖିବେ ଓ ଆଗକୁ ଏଭଳି କରିବେ ବୋଲି ଓଡିଆ ଦର୍ଶକ ମାନେ ଆଶା କରୁଛନ୍ତି । ତେବେ ଝିଲିକ ଙ୍କର ଏହି କାମ ପାଇଁ ସମସ୍ତେ ପ୍ରଶଂସା କରୁଛନ୍ତି । ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଝିଲିକ କିପରି ଲାଗନ୍ତି ଓ ତାଙ୍କ ଆକଟିଂ ଆପଣଙ୍କୁ କେମିତି ଲାଗେ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *