କରିଶ୍ମା କପୁରଙ୍କ ଝିଅ ଦେଖିବାକୁ ନିଜ ମା’ ଠାରୁ ବି ଅଧିକ ସୁନ୍ଦର, ଦେଖିଲେ ନଜର ହଟିବ ନାହିଁ

ବନ୍ଧୁଗଣ ବଲିଉଡରେ ବର୍ତ୍ତମାନ ଷ୍ଟାରକିଡ୍ସ ମାନେ ବହୁତ ଚର୍ଚାରେ ଅଛନ୍ତି । ପୂର୍ବ ଅପେକ୍ଷା ବର୍ତ୍ତମାନ କେତେକ ଷ୍ଟାରକିଡ୍ସ ମାନେ ବଲିଉଡରେ ଯୋଗ ଦେଇଛନ୍ତି ତ ଅନ୍ୟ କେତେକ ଷ୍ଟାରକିଡ୍ସ ବଲିଉଡରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ବର୍ତ୍ତମାନ ହିରୋ ଓ ହିରୋଇନଙ୍କ ତୁଳନାରେ ସେମାନଙ୍କ ପିଲା ମାନେ ଅଧିକ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ଏହିପରି ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଷ୍ଟାରକିଡ ବିଷୟରେ କହିବୁ ଯିଏ ନିଜ ମା ଠାରୁ ବହୁତ ସୁନ୍ଦର । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଆପଣ ମାନେ ସମସ୍ତେ ନିଶ୍ଚୟ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରିସ୍ମା କପୁରଙ୍କୁ ନିଶ୍ଚୟ ଦେଖିଥିବେ । ୯୦ଦଶକରୁ କରିସ୍ମା ଗୋଟେ ପରେ ଗୋଟେ ସୁପରହିଟ ଫିଲ୍ମ ବଲିଉଡକୁ ଦେଇଛନ୍ତି । ସେହି ସମୟରୁ କରିସ୍ମା ବହୁତ ଲୋକପ୍ରିୟତା ହାସଲ କରି ଦେଇଥିଲେ ।

ଏହା ପରେ କରିସ୍ମା ୨୦୦୩ ରେ ବିଜନେସମ୍ୟାନ ସଞ୍ଜୟ କପୁରଙ୍କ ସହ ବିବାହ କରିଥିଲେ । ଏହା ପରେ ଏହି ଦୁଇଜଣଙ୍କର ଦୁଇଟି ପିଲା ଜନ୍ମ ହୋଇଥିଲେ । ବିବାହ ପରେ କରିସ୍ମା ବଲିଉଡରୁ ଦୂରରେ ରହିଲେ । ହେଲେ ଏହି ବିବାହ ଅଧିକ ଦିନ ପର୍ଯ୍ୟନ୍ତ ରହି ନଥିଲା, ସଞ୍ଜୟ କପୁରଙ୍କ ଅନ୍ୟ ମହିଳାଙ୍କ ସହ ହେଉଥିବା ଅଫେୟାର ପାଇଁ ଏହି ଦୁଇଜଣଙ୍କ ମଧ୍ୟରେ ତଲାକ ହୋଇଥିଲା । ୨୦୧୬ରେ ଏହି ଦୁଇ ଜଣଙ୍କର ତଲାକ ହୋଇଥିଲା ।


ତଲାକ ପରଠାରୁ କରିସ୍ମାଙ୍କର ଦୁଇଜଣ ପିଲା କରିସ୍ମାଙ୍କ ପାଖରେ ରହୁଛନ୍ତି । କରିସ୍ମାଙ୍କ ଝିଅ ସମାୟରା କପୁର ବର୍ତ୍ତମାନ ବଡ ହୋଇ ସାରିଛନ୍ତି । ବର୍ତ୍ତମାନ ସମାୟରାଙ୍କୁ ଲାଇମ ଲାଇଟ ଠାରୁ ଦୂରରେ ରଖାଯାଉଛି । ବର୍ତ୍ତମାନ ସମାୟରା ନିଜର ପାଠ ପଢା ଉପରେ ଧ୍ୟାନ ଦେଉଛନ୍ତି । ସମାୟରା ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି ।

କରିସ୍ମା ନିଜର ସମସ୍ତ ଧ୍ୟାନ ନିଜ ପିଲା ମାନଙ୍କ ଉପରେ ରଖିଛନ୍ତି । କରିସ୍ମା ନିଜ ପିଲା ମାନଙ୍କୁ ବହୁତ ଭଲ ପାଉଛନ୍ତି, ସେଥିପାଇଁ ସେ ଦ୍ଵିତୀୟ ବିବାହ କରିବାର କୌଣସି ପ୍ଳାନ କରିନାହାନ୍ତି । ସମାୟରାଙ୍କ ପଢା ସରିବା ପରେ ସେ ବହୁତ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାର ଅପେକ୍ଷା ସମସ୍ତଙ୍କର ରହିଛି । ସୁନ୍ଦରତା ମାମଲାରେ ସମାୟରା ନିଜ ମା କରିସ୍ମାଙ୍କୁ ବାଦ ଦେଇଦେବେ । ହେଲେ ବର୍ତ୍ତମାନ ସେ ଲାଇମ ଲାଇଟ ଠାରୁ ଦୂରରେ ରହୁଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *