ସାଙ୍ଗମାନେ ଯଦି ପୋଲିସ ର କୁକୁର ବମ ଖୋଜିପାରୁଛି, ଖୁନିକୁ ଧରିପାରୁଛି, ଜିନିଷ ଖୋଜିପାରୁଛି ତେବେ ସୁଶାନ୍ତ ସିଂହଙ୍କ ହତ୍ୟାରା କୁ ଖୋଜିବାକୁ ପୁଲିସ କୁକୁର ବ୍ୟବହାର କାହିଁ କରୁନି । ଆମେ କଥା ହେଉଛୁ ଏବେ ଇନ୍ଟରନେଟ ରେ ଭାଇରାଲ ହେଉଥିବା ଖବର ବିଷୟରେ ଯେ ସୁଶାନ୍ତ ସିଂହଙ୍କ କୁକୁର ଗୋଟେ ଫଟୋକୁ ଦେଖି ବାରମ୍ବାର ଭୁକୁଛି , କିନ୍ତୁ ପୁଲିସ ଟିକେ ବି ଏହା ପ୍ରତି ଧ୍ୟାନ ଦଉନି । ପ୍ରଥମରୁ ଦେଖାଯାଉଛି ପୁଲିସ ଚେଷ୍ଟା କରିବାର ସୁଶାନ୍ତ ସିଂହ କେସ କୁ ଦବେଇ ତାଙ୍କ ମୃତ୍ୟୁ କୁ ସୁଇସାଇଡ ଦେଖେଇବା ପାଇଁ ।
ଆମେ ଆପଣଙ୍କୁ ଏବେ କହିବାକୁ ଚାହୁଞ୍ଚୁ ଯେ ସୁଶାନ୍ତଙ୍କ କୁକୁର ଯାହାର ନାମ ଫୌଜ ଅଟେ କିଭଳି ରିୟା ଚକ୍ରବର୍ତୀଙ୍କୁ ଦେଖି ଭୁକୁଛି , ତାଙ୍କ ଫଟୋ ଦେଖି ଗାରେଡି ଚାହିଁ ଭୁକି ଆଟାକ କରିବାକୁ ଚେଷ୍ଟା କରୁଛି । ଯେଉଁ ଭଳି ରିୟା ଚକ୍ରବର୍ତୀଙ୍କ ଉପରେ ପୁରା ଦେଶ ପ୍ରଶ୍ନ ଉଠାଉଛି , ଯେତେ ବି ପ୍ରମାଣ ମିଳୁଛି,ଯେତେ ସବୁ ସାକ୍ଷୀ ସାମନାକୁ ଆସୁଛନ୍ତି ସବୁକିଛି ରିୟାଙ୍କ ଆଉ ବଲୀଉଡର ବହୁ ଲୋକଙ୍କ ବିପରିତରେ ଯେଉଁମାନେ ରିୟାଙ୍କର ସାହାର୍ଯ୍ୟ କରିଛନ୍ତି ।
ମୁମ୍ବାଇ ଭଳି ଗୋଟିଏ ବଡ ସହରରେ ବିହାରର ଗୋଟିଏ ଛୋଟ ସହରର ପିଲାଟେ ଯିଏ ନିଜର ସୁନ୍ଦର ଅଭିନୟରେ ସଫଳତା ହାସଲ କରିଥିଲେ, ତାଙ୍କୁ ଦବେଇବାକୁ ରିୟା ଚକ୍ରବର୍ତୀ ଆଉ ବଲୀଉଡର ମାଫିଆ ସଫଳ ହେଲେ । କିନ୍ତୁ ଏବେ ସୁଶାନ୍ତ ସିଂହଙ୍କର ବିଶ୍ଵସ୍ତ କୁକୁର ଖୁନି କୁ ଧରିବ, ଧରି ସିବିଆଇକୁ ଦେବ । ଆମର କେବେଳ ଗୋଟିଏ ଦାବି ଯେମିତି ପୁଲିସ କୁକୁର ର ବ୍ୟବହାର ଦୋଷୀକୁ ଧରିବାକୁ କରେ ସେମିତି ସୁଶାନ୍ତ ସିଂହ ଙ୍କ କୁକୁର ଫୌଜକୁ ତାଙ୍କର ଖୁନିକୁ ଖୋଜିବାରେ ବ୍ୟବହାର କରାଯାଉ କାରଣ ତାଙ୍କ କୁକୁର ର ବ୍ୟବହାର ରୁ ଜଣାପଡୁଛି କି ସୁଶାନ୍ତଙ୍କ ମୃତ୍ୟ ପଛରେ ରିୟାଙ୍କର ହାତ ଅଛି ।
ଗୋଟେ ବିଶ୍ଵସ୍ତ କୁକୁର ଓ ମଣିଷ ଭିତରେ ଥିବା ସ୍ନେହ ଆପଣ ସମସ୍ତେ ଦେଖିଥିବେ ଫିଲ୍ମରେ , ସେମିତି ସୁଶାନ୍ତଙ୍କ କୁକୁର ତାଙ୍କୁ ନ୍ୟାୟ ଦେବାରେ ସହାୟକ ହେବେ । କୁହାଯାଉଛି ଯେ ସୁଶାନ୍ତଙ୍କ କୁକୁରକୁ ସେଦିନ ତାଙ୍କ ଘରେ ବାନ୍ଧି ଦିଆଯାଇଥିଲା , ଆଜ୍ଞା ହଁ ବେଲ୍ଟରେ ବନ୍ଧା ଯାଇଥିଲା , କିନ୍ତୁ ସେହି କୁକୁର ଖୁନିଙ୍କୁ ଚିହ୍ନିଯାଇଥିଲା ଆଉ ସେମାନଙ୍କୁ ପଳେଇବାର ବି ଦେଖିଛି , ସେଥୀ ପାଇଁ କିଛି ନାଁ ଶୁଣି ଫଟୋ ଦେଖି କୁକୁର ଲଗାତର ଭୁକୁଛି , ରାଗୁଛି, ଗାରେଡି ଚାହୁଁଛି ଆଉ ସେହି ଫଟୋ ଉପରେ ଆଟାକ କରୁଛି , ଆମେ ତ ଏହା ହିଁ ଆଶା କରୁଛୁ କି ଖୁନି କୁ ଜଲ୍ଦି ଧରାଯାଉ , ସେହି କୁକୁର କୁ ବ୍ୟବହାର କରାଯାଉ , ଆଉ ପୁଣି ଥରେ ପୁରା ଦୁନିଆରେ ଏହି କଥା ସିଦ୍ଧ ହେଇଯାଉ କି ମଣିଷ ଆଊ କୁକୁର ର ସମ୍ବନ୍ଧ ଅତି ଘନିଷ୍ଟ ରହିଥାଏ , ଜଣେ ଅନ୍ୟ ଜଣଙ୍କର ଧ୍ୟାନ ରଖନ୍ତି ।
ଦୁନିଆକୁ ଗୋଟିଏ ସନ୍ଦେଶ ବି ମିଳିବ କି ମଣିଷ ପଶୁ ମାନଙ୍କର ଧ୍ୟାନ ରଖୁ ଭଲପାଉ ତାଙ୍କୁ ସଂରକ୍ଷଣ କରୁ, ଯେମିତି ସୁଶାନ୍ତ ନିଜ କୁକୁରର ବହୁ ଯତ୍ନ କରୁଥିଲେ , ଖେଳୁଥିଲେ , ବୁଲୁଥିଲେ । କୁକୁରକୁ ଆଜି ବି ସବୁ ମନେ ପଡୁଛି , ସୁଶାନ୍ତଙ୍କ ମୃତ୍ୟୁର ବହୁଦିନ ଯାଏ ତାଙ୍କ କୁକୁର ଖାଇନଥିଲା , ସେ ଲଗାତର ଭୁକୁଥିଲା ଏମିତିକି ମିଡିଆ ରେ ଖବର ଆସିଲା କି ସୁଶାନ୍ତଙ୍କ କୁକୁରର ମୃତ୍ୟୁ ହୋଇଛି । କିନ୍ତୁ ଖବର ମିଛ ଥିଲା ଆଜି ବି ତାଙ୍କ କୁକୁର ବଞ୍ଚିଛି । ତାଙ୍କ ପରିବାର ସହ ସେ ଟିକେ ମିଶିଗଲାଣି , ଆଉ ଖିଆପିଆ କଲାଣି ।
ଏବେ କେବଳ ଏହା ହିଁ ଆଶା କରା ଯାଉଛି କି କେବେ ସୁଶାନ୍ତ ଙ୍କ ଖୁନି ଧରା ପଡୁଛି ଓ କେବେ ସୁଶାନ୍ତଙ୍କୁ ନ୍ୟାୟ ମିଳୁଛି । ଆପଣଙ୍କ ମତାମତ ଆମକୁ କମେଣ୍ଟ କରନ୍ତୁ ଓ ଆଗକୁ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ