ନଡିଆ ତେଲରେ ଏହି ଜିନିଷକୁ ମିଶାଇ ମାତ୍ର ୩ ଦିନ ଲଗାନ୍ତୁ, ଆପଣଙ୍କ ଚୁଟି ଏତେ ମୋଟା ଓ ଲମ୍ବା ହେବ କି ଆପଣ ସମ୍ଭାଳି ପାରିବେନି

ବନ୍ଧୁଗଣ ଆଜିକାଲିର ଜୀବନର ଅସୁରକ୍ଷିତ ଜୀବନ ଶୈଳୀ ଏବଂ ଖାଦ୍ଯ ପେୟ ଅଭାବ ଦ୍ଵାରା ଶରୀର ସହ ଜଡିତ ଏମିତି ବହୁତ କିଛି ସମସ୍ଯା ଦେଖା ଦେଇଥାଏ । ସାଧାରଣତଃ ଝିଅ ପିଲା ମାନଙ୍କର ବହୁତ କମ ବୟସରେ ଛୁଟି ଧଳା ହେବା, ଝଡିବା ଓ ଦୁର୍ବଳ ହେବାର ସମସ୍ଯା ଦେଖା ଦେଉଛି । ବନ୍ଧୁଗଣ ଯେଉଁ ମାନଙ୍କର ଏହି ସବୁ ସମସ୍ଯା ଦେଖା ଦେଉଛି, ସେମାନଙ୍କ ପାଇଁ ଆଜି ଆମେ ଏକ ଘରୋଇ ଉପାୟ ନେଇ ଆସିଛୁ ।

ଯାହାଦ୍ୱାରା ସେମାନଙ୍କର ଏହି ସମସ୍ଯା ସଂପୂର୍ଣ୍ଣ ଦୂର ହେବା ସହ ସେମାନଙ୍କ କେସ କଳା, ଘାନା ଏବଂ ଲମ୍ବା ହୋଇଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘରୋଇ ଉପାୟ ବିଷୟରେ ।


ଅଧିକାଂଶ ଝିଅମାନେ ଏହି କେସ ଜନିତ ସମସ୍ଯାକୁ ଦୂର କରିବା ପାଇଁ ମାର୍କେଟରୁ ମିଳୁଥିବା କସମେଟିକ୍ସର ବ୍ୟବହାର କରିଥାନ୍ତି । ଏହି କସମେଟିକ୍ସରେ କେମିକାଲ ମିଶି ଥାଏ, ଯାହା ଆପଣଙ୍କ କେସ ଜନିତ ସମସ୍ଯାକୁ ଦୂର ନକରି ଅଧିକ ଜଟିଳ କରିଥାଏ । ତେଣୁ ସର୍ବ ପ୍ରଥମେ ଆପଣ ଏହି କସମେଟିକ୍ସକୁ ବ୍ୟବହାର କରିବା ଛାଡନ୍ତୁ ।


ଆଜିର ଉପାୟରେ ଆମେ ରସୁଣର ଉପକାରିତା ବିଷୟରେ କହିବୁ । ବନ୍ଧୁଗଣ ରସୁଣର ଏପରି ଏକ ଉପାୟ ଅଛି ଯାହା ଦ୍ଵାରା ଆପଣ ନିଜ କେସ ଜନିତ ସମସ୍ଯାକୁ ଦୂର କରିପାରିବେ । ସାଧାରଣତଃ ରସୁଣକୁ ଖାଦ୍ଯରେ ବ୍ୟବହାର କରା ଯାଇଥାଏ । ହେଲେ ଏହି ରସୁଣର ବ୍ୟବହାର ଦ୍ଵାରା କେସ ଜନିତ ସମସ୍ଯାକୁ ମଧ୍ୟ ଦୂର କରା ଯାଇ ପାରିବ ।

ରସୁଣ ମଧ୍ୟରେ କ୍ୟାଲସିୟମ, ଜିଙ୍କ, ସଲଫର ଓ ମିନେରାଲ୍ସ ରହିଥାଏ । ଯାହା କେସ ଝଡିବା ସମସ୍ଯାକୁ ଦୂର କରିବା ସହ କେସକୁ କଳା କରିବାରେ ସହାୟକ ହୋଇଥାଏ । ଏହି ଉପାୟ ପାଇଁ ଗୋଟେ ରସୁଣ ନିଅନ୍ତୁ ଓ ରସୁଣକୁ ଭଲ ଭାବରେ ଛଡାଇ, ଏହାର ଚୋପାକୁ ରସୁଣରୁ ଅଲଗା କରି ଦିଅନ୍ତୁ । ଏହା ପରେ ପ୍ରତ୍ୟକ ରସୁଣକୁ ଦୁଇ ଫାଳ କରି କାଟି ଦିଅନ୍ତୁ । ଏହା ପରେ ଏକ ବାଉଲରେ ଗୋଟେ କପ ନଡିଆ ତେଲ ନିଅନ୍ତୁ ଓ ଏଥିରେ ସମସ୍ତ ରସୁଣକୁ ପକାଇ ଦିଅନ୍ତୁ ।

ରସୁଣ ପକାଇବା ପରେ ଏହି ମିଶ୍ରଣକୁ ଗରମ କରିବା ପାଇଁ ଗ୍ଯାସରେ ବସେଇ ଦିଅନ୍ତୁ । ଏହି ମିଶ୍ରଣକୁ କମ ସେ କମ 5 ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ହେଲେ ଧ୍ୟାନ ରଖିବେ ତେଲ ଯେମିତି ପୋଡି ନଯାଏ । ବନ୍ଧୁଗଣ ଏହା ପ୍ରସ୍ତୁତ ହେବା ପରେ ଏକ କାଚ ଜାର ଆଣନ୍ତୁ ତେଲ ଥଣ୍ଡା ହେବା ପରେ ଭଲ ଭାବରେ ତେଲକୁ ଛାଣି ଜାର ମଧ୍ୟରରେ ଭର୍ତ୍ତି କରି ଦିଅନ୍ତୁ ।

୨୪ ଘଣ୍ଟା ପରେ ଆପଣ ଏହି ତେଲକୁ ନିଜ ଚୁଟିରେ ଲଗାଇ ପାରିବେ । ଆପଣ ଏହି ତେଲକୁ ଗୋଟେ ସପ୍ତାହରେ ଏକ ରୁ ଦୁଇ ଥର ବ୍ୟବହର କରିପାରିବେ । ୧୫ ଦିନ ବ୍ୟବହାର କରିବା ପରେ ଆପଣ ଏହାର ଉପକାରିତା ବିଷୟରେ ଅନୁଭବ କରିପାରିବେ । ତେବେ ବନ୍ଧୁଗଣ ଏହି ଘରୋଇ ଉପାୟକୁ ବ୍ୟବହାର କରି ନିଜ କେସକୁ କଳା, ଘନ ଏବଂ ଲମ୍ବା କରନ୍ତୁ ।

ଆମର ଏହି ଟିପ୍ସ ଭଲ ଲାଗିଥିଲେ ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *