ଅଷ୍ଟମଙ୍ଗଳାରେ ସ୍ତ୍ରୀ Mee Puch Puch ଙ୍କୁ ଧରି ଶ୍ଵଶୁର ଘର ବୁଲିବା ପାଇଁ ଆସିଲେ ଷଡଙ୍ଗୀ ବାବୁ, ଦେଖନ୍ତୁ କେମିତି ହେଲା ଜ୍ଵାଇଁ ଚର୍ଚ୍ଚା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶ୍ଵଶୁର ଘରେ ଷଡଙ୍ଗୀ ବାବୁଙ୍କ ହେଲା ଜ୍ଵାଇଁ ଚର୍ଚା । ତେବେ ବନ୍ଧୁଗଣ ସମସ୍ତଙ୍କ ଅତି ପ୍ରିୟ କମେଡି କୁଇନ ମି ପୁଚ୍ ପୁଚ୍ ନିକଟ ଅତୀତରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ତେବେ ତେବେ ମି ପୁଚ୍ ପୁଚ୍ ବା ଇତିକାଙ୍କ ବିବାହକୁ ୮ ଦିନ ବିତିଯାଇଛି । ତେବେ ହିନ୍ଦୁ ଧର୍ମର ପରମ୍ପରା ଅନୁସାରେ ବାହାଘରର ୮ ଦିନ ପରେ ଝିଅ ନିଜ ଶାଶୁ ଘରୁ ଆସି ନିଜ ବାପା ଘରେ ପହଞ୍ଚି ଥାଏ ।

ତେବେ ଝିଅ ସହିତ ଜ୍ଵାଇଁ ମଧ୍ୟ ନିଜ ଶ୍ଵଶୁର ଘରକୁ ପ୍ରଥମ ଥର ବାହାଘର ପରେ ଯାଇଥାନ୍ତି । ତେବେ ଇତିକା ମଧ୍ୟ ନିଜ ବାହାଘରର ୮ ଦିନ ନିଜ ବାପା ଘରକୁ ନିଜ ଜ୍ଵାଇଁ ଷଡଙ୍ଗୀ ବାବୁଙ୍କ ସହିତ ଆସିଛନ୍ତି । ତେବେ ଜ୍ଵାଇଁ ଓ ଝିଅଙ୍କୁ ସ୍ଵାଗତ କରିବା ପାଇଁ ଇତିକା ତଥା ମି ପୁଚ୍ ପୁଚ୍ ଙ୍କ ଘର ସାମ୍ନାରେ ଅନେକ ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା । ତେବେ ଦୀପ, ଫୁଲ, ଚାଉଳ ଧରି ବନ୍ଦାପନା କରିବାକୁ ଇତିକାଙ୍କ ପରିବାର ଲୋକେ ଝିଅ ଓ ଜ୍ଵାଇଁଙ୍କୁ ବନ୍ଦପାନା କରିଥିଲେ।

ବନ୍ଦାପନା କରିସାରିବା ପରେ ଝିଅ ଇତିକା ଓ ଜ୍ଵାଇଁ ସୋମୁଙ୍କୁ ଘର ମଧ୍ୟକୁ ପରିବାର ଲୋକେ ଅତି ଆଦରର ସହ ପାଛୋଟି ନେଇଥିଲେ । ତେବେ ଝିଅ ଓ ଜ୍ଵାଇଁଙ୍କ ପାଇଁ ଘରେ ଖାଇବା, ପିଇବା ସହ ମନୋରଞ୍ଜନ ପାଇଁ ବହୁତ କିଛି ଖାସ୍ ବ୍ୟବସ୍ଥା ମଧ୍ୟ କରଯାଇଥିଲା । ତେବେ ବାହାଘର ପରେ ଝିଅ ଓ ଜ୍ଵାଇଁ ପ୍ରଥମ କରି ଘରକ୍ଲୁ ଆସିଥିବା ଖୁସି ଯୋଗୁ ଝିଅ ଓ ଜ୍ଵାଇଁଙ୍କ ଭଳିକି ଭଳି ବ୍ୟଞ୍ଜନ ରୋଷେଇ ମଧ୍ୟ କରଯାଇଥିଲା ।

ତେବେ ପରିବାର ଲୋକେ ସମସ୍ତେ ମିଳିମିଶି ଇତିକା ଓ ସୋମୁଙ୍କ ସହିତ ଖିଆପିଆ କରିଥିଲେ । ତାପରେ ଇତିକାଙ୍କ ପରିବାର ଲୋକେ ମିଳିମିଶି ଝିଅ ଓ ଜ୍ଵାଇଁଙ୍କ ସହ କଥାବାର୍ତ୍ତା ଓ ମଜାମସ୍ତିରେ ମାତି ଯାଇଥିଲେ । ତେବେ ଇତିକା ମଧ୍ୟ ନିଜ ବାହାଘର ପରେ ପ୍ରଥମ କରି ବାପା ଘରକୁ ଆସିଥିବାରୁ ତାଙ୍କ ମନ ବହୁତ ହିଁ ଖୁସି ଥିଲା ।

ତେବେ ସେ ନିଜ ପରିବାର ସହିତ ଅଧିକରୁ ଅଧିକ ସମୟ ବିତାଇବା ସହ ନିଜର କମେଡି ଅନ୍ଦାଜରେ ସମସ୍ତଙ୍କୁ ମଧ୍ୟ ହସାଇଥିଲେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *