Pintu Nanda ଙ୍କ କଥା ଭାବି ଭାବ ବିହ୍ଵଳ ହେଲେ Papu Pom Pom, କହିଦେଲେ ଏମିତି କଥା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅଭିନେତା ପିନ୍ଟୁ ନନ୍ଦଙ୍କ କଥା ଭାବି ଭାବି ଭାବ ବିହ୍ଵଳ ହୋଇଗଲେ କମେଡି ସୁପରଷ୍ଟାର ପପୁ ପମ୍ ପମ୍ । ତେବେ ଅଭିନେତା ପିନ୍ଟୁଙ୍କ ସ୍ଵାସ୍ଥ ସମସ୍ଯା ବହୁ ମାତ୍ରାରେ ଜଟିଳ ହୋଇଯାଇଛି । ଯେହେତୁ ପିନ୍ଟୁ ନନ୍ଦଙ୍କର ଲିଭର ଶିରୋସିସ ସମସ୍ଯା ହୋଇଛି । ତେଣୁ ତାଙ୍କ ଚିକିତ୍ସା ନିମନ୍ତେ ବହୁ ମାତ୍ରାରେ ଆର୍ଥିକ ସମ୍ବଳର ଆବଶ୍ୟକତା ପଡୁଅଛି ।

ତେବେ ପିନ୍ଟୁ ନନ୍ଦଙ୍କୁ ସାହାଜ୍ଯର ହାତ ବଢାଇବା ସହ ତାଙ୍କ ସ୍ଵାସ୍ଥ ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାଥନା କରିଛନ୍ତି କମେଡି କଳାକାର ପପୁ ପମ୍ ପମ୍ କରିଛନ୍ତି । ତେବେ ପପୁ ପମ୍ ପମ୍ ଙ୍କ କହିବା ଅନୁଯାଇ ଯେତେବେଳେ ମଣିଷ ନିଜର ସବୁ କିଛି ଆଶା ଭରଷା ହରାଇ ଦେଇଥାଏ । ତା’ ପାଖକୁ ଭଗବାନ ନିଜେ ଆସିଥାନ୍ତି ସାହାଜ୍ଯ କରିବାକୁ । ତେବେ ତେବେ ବର୍ତ୍ତମାନ ସମୟରେ ପିନ୍ଟୁ ଭାଇଙ୍କର ସ୍ଵାସ୍ଥ ଅବସ୍ଥା ଯେତେ ମାତ୍ରାରେ ଗୁରୁତର ହୋଇଯାଇଛି ।

ମୋର ବି କିଛି ବର୍ଷ ତଳେ ଏହିପରି କିଛି ଜୀବନରେ ଖରାପ ପରିସ୍ଥିତି ଆସିଥିଲା । ତେବେ ଅଙ୍ଗେ ଲିଭାଇ ଥିବା ସମସ୍ଯା ସବୁକୁ ଭଲ ଭାବରେ ମୁଁ ବୁଝି ପାରୁଛି । ତେବେ ମୋର ଯେତେବେଳେ ସ୍ଵାସ୍ଥ ଅବସ୍ଥା ଖରାପ ହୋଇଯାଇଥିଲା । ସେତେବେଳେ ସାବିତ୍ରୀ ଅମବାସ୍ୟା ଦିନ ମୋତେ ମଧ୍ୟ ବଡ ଏକ ମେଡିକାଲକୁ ନିଆଯାଇଥିଲା । ତେବେ ମୋ ସ୍ଵାସ୍ଥ ଅବସ୍ଥା ଖରାପ ଥିବା ବେଳେ କିଛି ଲୋକ ତାହାର ଗୁଜବ କରି ମୁଁ ମରିଯାଇଛି ବୋଲି ସବୁଆଡେ ପ୍ରଚାର ପ୍ରସାର କରିଦେଲେ ।

ତେବେ ମୋର ସ୍ଵାସ୍ଥ ଅବସ୍ଥା ଭଲ ହେବା ପରେ ଯାଇ ନିଜେ ଆସି ମୋତେ ମୁଁ ସୁସ୍ଥ ଅଛି ବୋଲି ଓଡିଶାବାସୀଙ୍କୁ ଜଣାଇବାକୁ ପଡିଲା । ତେବେ ଜଣେ କଳାକାରକୁ ଭଗବାନ ଏତେ ସହଜରେ ମରିବା ପାଇଁ କେବେବି ଦେବେ ନାହିଁ । ତେବେ ପପୁ ପମ୍ ପମ୍ ଙ୍କ କହିବା ଅନୁଯାଇ ତେବେ ପିନ୍ଟୁ ଭାଇଙ୍କ ପାଇଁ ଓଡିଶା ବାସୀ ଯେତିକି ନିଜ ନିଜ ଶକ୍ଷ ଅନୁସାରେ ପାରିବେ ।

ତେବେ ତାଙ୍କୁ  ଆର୍ଥିକ ସାହାଜ୍ଯର ହାତ ନିହାତି ବଢାନ୍ତୁ । ତେବେ ଆର୍ଥିକ ସାହାଜ୍ଯ କରିବା ସହିତ ହୃଦୟରୁ ଭଗବାନଙ୍କ ନିକଟରେ ଆମ ପିନ୍ଟୁ ଭାଇଙ୍କ ପାଇଁ ଆରୋଗ୍ଯ କାମନା କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *