କଣ ଆପଣ ଆଖି ପାଇଁ ଚିନ୍ତିତ ଅଛନ୍ତି, ଆପଣାନ୍ତୁ ଏହି ସବୁ ଟିପ୍ସ, ମାତ୍ର ୭ ଦିନରେ ହିଁ ଆଖିରୁ ହଟିଯିବ ଚଷମା

ଆଜିକାଲି ଯୁବ ପିଢ଼ି ମାନଙ୍କ ଆଖି ଖୁବ ଶୀଘ୍ର ଆଖି ଖରାପ ହୋଇଯାଉଛି। ପାଠ ପିଢ଼ା ପିଲା ମାନଙ୍କ ଆଖି ଉପରେ ଅଧିକ ପ୍ରଭାବ ପଡୁଛି । ଏହା ଛଡ଼ା ଏମାନଙ୍କ ଖାଦ୍ୟ ପେୟ ମଧ୍ୟ ଠିକ ଠାକ ରହି ନଥାଏ। ଉପଯୁକ୍ତ ଖାଦ୍ୟପେୟ ନହେଉଥିବା ରୁ ଉପଯୁକ୍ତ ଭିଟାମିନ ଆଖି କୁ ମିଳିପାରୁନାହିଁ । ତେଣୁ ଆଖି ଖୁବ ଶୀଘ୍ର ଦୁର୍ବଳ ହେଇ ଯାଉଛି। ଆଖିକୁ ଜାଲି ଜାଲି ହୋଇ ଦେଖା ଯାଉଚି । ଏହାର ଶୀଘ୍ର ଉପଚାର ନକଲେ ଭବିଷ୍ୟତରେ ଚଷମା ର ନମ୍ବର ବଢ଼ିବାରେ ଲାଗିଯାଉଛି।

● ଅନିୟମିତ ଦିନଚର୍ଯ୍ୟା ମୋବାଇଲ-କମ୍ପୁଟରର ଅତ୍ୟଧିକ ବ୍ୟବହାର ଓ ଜଙ୍କ ଫୁଡ୍ ର ଅତ୍ୟଧିକ ବ୍ୟବହାର ଯୋଗୁଁ ଆଜିକାଲି କମ ବୟସରେ ବି ଚଷମା ବ୍ୟବହାର କରିବାକୁ ପଡୁଛି । ଆୟୁର୍ବେଦରେ ଏମିତି ଅନେକ ଘରୋଇ ଉପଚାର ରହିଛି ଯାହା ଆପଣେଇଲେ ଆଖିର ଦୃଷ୍ଟିଶକ୍ତି ବଢାଇପାରିବେ । ଆଉ ଚଷମାର ଦରକାର ପଡିବ ନାହିଁ ।

ସୋରିଷ – ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ତଳି ପାଦରେ ସୋରିଷ ତେଲ ମାଲିସ କଲେ ଭଲ।

ଗାଜର – ଗାଜରରେ ଭିଟାମିନ-ଏ ଥାଏ । ଏଣୁ ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ବା ଜୁସ୍ ପିଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢେ ।

ଦେଶୀ ଗାଈ – ଆଖି ପାଇଁ ଦେଶୀ ଘିଅ ଖୁବ ଉପଯୋଗୀ । କାନ ପଟିରେ ଦେଶୀ ଘିଅ ହାଲକା ଭାବେ ହାତରେ ପ୍ରତିଦିନ ୫-୧୦ ମିନିଟ ମସାଜ କଲେ ଆଖିର ଦୃଷ୍ଟି ଶକ୍ତି ବଢିଥାଏ ।

ବାଦାମ- ପ୍ରତିଦିନ ରାତିରେ ୬-୭ଟି ବାଦାମ ପାଣିରେ ଭିଜାଇ ରଖନ୍ତୁ । ଏହାକୁ ସକାଳେ ଚୋପା ଛଡେଇ ଖାଇଲେ ଆଖି ପାଇଁ ଭଲ ।

ସେଓ ର ଚୋପା – ସେଓର ଚୋପା ଖାଇ ,ଏହା ପରେ କ୍ଷୀର ଖାଇବା ଦ୍ୱାରା ଆଖିର ରଶ୍ମି ତେଜ୍ ହୋଇଥାଏ ।

ଗୋଲ ମରିଚ – ଗୋଲ ମରିଚର ଚୂର୍ଣ୍ଣ, ଘିଅ ଓ ମିଶ୍ରିକୁ ଏକତ୍ର ମିଶାଇ ପ୍ରତିଦିନ ସେବନ କଲେ ଆଖିର ଦୃଷ୍ଟି ଶକ୍ତି ବଢିଥାଏ ।

ଗ୍ରୀନ ଟି – ପ୍ରତିଦିନ ଦିନ ଭିତରେ ୨ରୁ ୩ କପ ଗ୍ରୀନ ଟି ପିଇଲେ ଏଥିରେ ଥିବା ଆଣ୍ଟିଅକ୍ସିଡେଂଟ ଆଖିକୁ ସୁସ୍ଥ ରଖେ ।

ଜିରା – ଜିରା ଓ ମିଶ୍ରୀକୁ ସମାନ ମାତ୍ରାରେ ଚୂର୍ଣ୍ଣ କରି ପ୍ରତିଦିନ ଏକ ଚାମଚ ଘିଅ ସହ ଖାଇଲେ ଆଖିର ଦୃଷ୍ଟିଶକ୍ତି ବଢିଥାଏ

ଆମର ଏହି ଟିପ୍ସ ଭଲ ଲାଗିଥିଲେ ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *