ଗିରଫ ହେଲେ କ୍ରିକେଟର Yuvraj Singh, ମହଙ୍ଗା ପଡ଼ିଲା Yuzvendra Chahal ଙ୍କୁ ଜାତି ଗତ ଆକ୍ଷେପ

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ବଡ଼ ଖବର ଯାହାକି କ୍ରିକେଟ ପ୍ରେମିଙ୍କ ପାଇଁ ବହୁତ ଦୁଃଖଦ ଖବର । ଭାରତୀୟ ଦଳ ପୂର୍ବତନ ଷ୍ଟାର୍ ଅଲରାଉଣ୍ଡର ଯୁବରାଜ ସିଂହ ହେଲେ ଗି-ର-ଫ । ଜାତିଆଣ ମନ୍ତବ୍ୟ ଦେବା ମାମଲାରେ ଯୁବରାଜ ସିଂହଙ୍କୁ ହରିୟାଣାର ହିସାର ଜିଲ୍ଲାରେ ଗି-ର-ଫ କରାଯାଇଛି । ଆଡଭୋକେଟ୍ ରଜତ କଲସନ୍ ହାଂସୀ ଥାନା ସହରରେ ଏସଟି ଆକ୍ଟ ଆଧାରରେ ଏକ ଏଫ-ଆଇ-ଆର୍ ଦାଖଲ କରିବା ପରେ ଏହି ଗି-ର-ଫ-ଦା-ରୀ ହୋଇଛି ।

କିଛି ବର୍ଷ ତଳେ ରୋହିତ୍ ଶର୍ମାଙ୍କ ସହ ଲାଇଭ୍ ଚାଟ୍ ବେଳେ ୟୁଜବେନ୍ଦ୍ର ଚହଲଙ୍କ ଉପରେ ଅନୁସୂଚିତ ଜାତି ପ୍ରତି ଅ-ପ-ମା-ନ-ଜ-ନ-କ ମନ୍ତବ୍ୟ ଦେଇଥିଲେ । ହାଂସୀ ପୁଲିସ୍ ଯୁବରାଜଙ୍କ ଗି-ର-ଫ କରିବା ପରେ ପଚରା ଉଚରା କରିଥିଲା । ଏହା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଯୁବରାଜ ସିଂହଙ୍କୁ ଔପଚାରିକ ଜା-ମି-ନ-ରେ ଛାଡ଼ି ଦିଆ ଯାଇଛି ।

ଏହି ମାମଲାରେ କିଛି ଦିନ ତଳେ ହାଇକୋର୍ଟ ଯୁବରାଜ ସିଂହଙ୍କୁ ଆଗୁଆ ଜାମିନ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ହାଂସୀ ପୁଲିସ୍ ତାଙ୍କୁ ଔପଚାରିକ ଭାବେ ଗି-ର-ଫ କରିଥିଲା । ପୁଲିସ୍ ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲା ଏବଂ ପରେ ଆଗୁଆ ଜାମିନର ଡକ୍ୟୁମେଣ୍ଟ ଆଧାରରେ ତାଙ୍କୁ ଛାଡ଼ି ଦେଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଯୁବରାଜ ଏହି ତ-ଦ-ନ୍ତ-ରେ ସାମିଲ୍ ହେବା ପରେ ହିସାର ପହଞ୍ଚିଥିଲେ ।

ତାଙ୍କ ସହ ସୁରକ୍ଷାକର୍ମୀଙ୍କ ସମେତ ପାଞ୍ଚଜଣ ଷ୍ଟାଫ୍ ଏବଂ ଓକିଲ ମଧ୍ୟ ଚଣ୍ଡିଗଡ଼ରୁ ହିସାର ଯାଇଥିଲେ । କିଛି ଘଣ୍ଟା କାର୍ଯ୍ୟାନୁଷ୍ଠାନ ଓ ପଚରା ଉଚରା ପରେ ସେ ପୁଣି ଥରେ ଚଣ୍ଡିଗଡ଼ ଅଭିମୁଖେ ବାହାରି ଯାଇଥିଲେ । ସୂଚନାଯୋଗ୍ୟ ଯେ ସୋଶାଲ ଆକ୍ଟିଭିଷ୍ଟ ରଜତ କଲସନ୍ ପୁଲିସରେ ଅ-ଭି-ଯୋ-ଗ କରିଥିଲେ, ଯେଉଁ ଆଧାରରେ ଯୁବରାଜଙ୍କ ବି-ରୋ-ଧ-ରେ ମାମଲା ରୁ-ଜୁ ହୋଇଥିଲା ।

ଯୁବରାଜଙ୍କ ଉପରେ ଅ-ଭି-ଯୋ-ଗ ଲଗାଯାଇଥିଲା ଯେ ସେ ଅନୁସୂଚିତ ଜାତି ସମାଜ ବି-ରୋ-ଧ-ରେ ଆପତ୍ତିଜନକ ଶବ୍ଦର ପ୍ରୟୋଗ କରିଥିଲେ । ତାଙ୍କ ବି-ରୋ-ଧ-ରେ ଦଳିତ ଅଧିକାର କାର୍ଯ୍ୟକର୍ତ୍ତା ରଜତ କଲସନ ହାଂସୀ ଥାନାରେ ମାମଲା ଦାୟର କରିଥିଲା । ଏହି ମାମଲାକୁ ଖା-ର-ଜ କରିବା ପାଇଁ ଯୁବରାଜ ସିଂହ ହାଇକୋର୍ଟରେ ଆବେଦନ କରିଥିଲେ । ଯେଉଁ ଆଧାରରେ ହାଇକୋର୍ଟ ଯୁବରାଜଙ୍କ ବି-ରୋ-ଧ-ରେ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଥିଲେ ।

Leave a Reply

Your email address will not be published. Required fields are marked *