Yami Gautam ଙ୍କ ସାନ ଭଉଣୀ ଦେଖିବାକୁ ତାଙ୍କ ଠାରୁ ବି ଅଧିକ ସୁନ୍ଦର, ପ୍ରଥମ ନଜରରେ ହେଇଯିବେ ଦିବାନା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ବିଭିନ୍ନ ଫିଲ୍ମ ଓ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡ ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣରୁ ସବୁବେଳେ ଲାଇମ ଲାଇଟରେ ରହିବାକୁ ପସନ୍ଦ କରିଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ଜଣେ ପ୍ରସିଦ୍ଧ ଅଭିନେତ୍ରୀ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ୟାମି ଗୌତମୀ ।

ଆପଣ ମାନେ ସମସ୍ତେ ୟାମିଙ୍କର ବହୁତ ଫିଲ୍ମ ଦେଖିଥିବେ । ସାଧାରଣତଃ ଦର୍ଶକ ମାନେ ୟାମିଙ୍କ ସୁନ୍ଦରତା ଓ ଷ୍ଟାଇଲକୁ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରନ୍ତି । ୟାମି ବଲିଉଡର ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରେ ଗଣତି ହୁଅନ୍ତି । ୟାମି ବଲିଉଡ ବ୍ଯତୀତ ପଞ୍ଜାବୀ, ତେଲୁଗୁ, ତାମିଲ, ମାଲାୟଲମ ଓ କନ୍ନଡା ଫିଲ୍ମରେ କାମ କରିଛନ୍ତି ।

ୟାମିଙ୍କର ଜୀବନରେ ବହୁତ କିଛି ସଉକ ରହିଛି । ୟାମିଙ୍କୁ ପଢିବା ଓ ଘରକୁ ସୁନ୍ଦର ରଖିବା ପାଇଁ ବହୁତ ଅଧିକ ଭଲ ଲାଗିଥାଏ । ବନ୍ଧୁଗଣ ୟାମି ଗୌତମ ହେଉଛନ୍ତି ହିମାଞ୍ଚଳ ପ୍ରଦେଶର ବାସିନ୍ଧା ।ସେ ପଞ୍ଜାବର ଚଣ୍ଡିଗଡରେ ବଡ ହୋଇଛନ୍ତି ଓ ତାଙ୍କର ପିତାଙ୍କ ନାମ ହେଉଛି ମୁକେଶ ଗୌତମ । ମୁକେଶ ହେଉଛନ୍ତି ଜଣେ ପଞ୍ଜାବୀ ଫିଲ୍ମ ନିର୍ଦେଶକ ।

ୟାମି ୨୦୧୨ରେ ଫିଲ୍ମ ‘ଭିକି ଡୋନର’ରେ ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରି ବଲିଉଡରେ ଏଣ୍ଟ୍ରି କରିଥିଲେ । ଏହି ଫିଲ୍ମରେ ସେ ବହୁତ ସୁନ୍ଦର ଅଭିନୟ କରିଥିଲେ । ଯାହାଫଳରେ ଏହି ଫିଲ୍ମ ଦ୍ଵାରା ତାଙ୍କର ଲୋକପ୍ରିୟତା ବଢିଯାଇଥିଲା । ଏହି ଫିଲ୍ମ ପରେ ସେ ‘ଆକ୍ସନ ଜ୍ୟାକ୍ସନ, ବଦଲା ପୁର, ସନମ ରେ, କାବିଲ, ସରକାର ଓ ବତିଗୁଲ ମିଟର ଚାଲୁ ଆଦି ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି ।

ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ୟାମିଙ୍କର ଏକ ଛୋଟ ଭଉଣୀ ମଧ୍ୟ ଅଛନ୍ତି ଯାହାଙ୍କର ନାମ ହେଉଛି ସୁରିଲି ଗୌତମ । ସୁରିଲି ମଧ୍ୟ ଏକ ଅଭିନେତ୍ରୀ ଅଟନ୍ତି ଓ ସେ ପଞ୍ଜାବୀ ଫିଲ୍ମରେ ଅଭିନୟ କରନ୍ତି । ବନ୍ଧୁଗଣ ୟାମି ଗୌତମ ଯେତିକି ସୁନ୍ଦର ଓ ଷ୍ଟାଲିସ ନଜର ଆସନ୍ତି ସେହିପରି ତାଙ୍କ ଭଉଣୀ ସୁରିଲି ଗୌତମ ମଧ୍ୟ ବହୁତ ସୁନ୍ଦର ଏବଂ ସେକସି ନଜର ଆସନ୍ତି ।

ୟାମିଙ୍କ ଭଉଣୀ ସୁରିଲିଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ସୁରିଲି ମଧ୍ୟ ୟାମିଙ୍କ ପରି ଏକ ଅଭିନେତ୍ରୀ ଅଟନ୍ତି । ସୁରିଲି ମଧ୍ୟ ବହୁତ ଫିଲ୍ମ ଓ ଟିଭି ସିରିଏଲରେ କାମ କରି ଲୋକପ୍ରିୟତା ହାସିଲ କରିଛନ୍ତି । ସୁରିଲି ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ସୋସିଆଲ ମିଡିଆରେ ସୁରିଲିଙ୍କର ଫ୍ୟାନ ଫାଲୋଇଙ୍ଗ ବହୁତ ଅଧିକ ରହିଛି । ସୁରିଲି ମଧ୍ୟ ନିଜ ଭଉଣୀ ୟାମିଙ୍କ ପରି ଦର୍ଶକ ମାନଙ୍କ ମନରେ ଏକ ନୂଆ ସ୍ଥାନ ନିରୂପଣ କରିଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *