Rishabh Pant ଙ୍କୁ ଦେଖିବାକୁ ହସ୍ପିଟଲରେ ପହଞ୍ଚିଲେ Virat Kohli, ବିରାଟଙ୍କୁ କୁଣ୍ଢାଇ କାନ୍ଦି ପକେଇଲେ ଋଷଭଙ୍କ ମା’ ଆଉ କହିଲେ…

ବନ୍ଧୁଗଣ, ଆପଣ ମାନେ ଏହା ନିଶ୍ଚିତ ଭାବରେ ଜାଣିଥିବେ ଯେ ଭାରତୀୟ କ୍ରିକେଟର ଋଷଭ ପନ୍ତ ଙ୍କ କାର ଦୁର୍ଘଟଣା ହୋଇଛି । ଭୋର ସମୟରେ ନୂଆବର୍ଷ ଛୁଟି ମନାଇବା ପାଇଁ ସେ ନିଜ କାର ସହାୟତାରେ ଘରକୁ ଯାଉଥିଲେ । ମାତ୍ର ରାସ୍ତାରେ ଏକ ଗାଢ ଥିବା ତାଙ୍କୁ ଦେଖାଯାଇନଥିଲା । ଏହା ସହିତ କାରଟି 150 ରୁ 200 ସ୍ପିଡରେ ଯାଉଥିଲା । ହଠାତ ଗାଢ ଟି ଆସିବାରୁ ଋଷଭ ଚଲାଉଥିବା କାରଟିର ଭାରସାମ୍ୟ ରହି ନଥିଲା ।

ଏହା ପରେ ତାଙ୍କ କାର ଟି ରାସ୍ତା କଡରେ ଥିବା ଡିଭାଇଡରରେ ପିଟି ହେଲା । ଡିଭାଇଡର ରେ ପିଟି ହେବା ସମୟରେ କାର ଟି ଉପରକୁ ଉଠି ତଳେ ଛେଚି ହୋଇଯାଇଥିଲା । ଯାହା ଫଳରେ କାରରେ ନିଆଁ ଲାଗିବା ଆରମ୍ଭ ହୋଇଥିଲା । ଋଷଭ ଙ୍କ ପୋଷାକ ରେ ମଧ୍ୟ ନିଆଁ ଲାଗିବା ଆରମ୍ଭ ହୋଇଥିଲା କିନ୍ତୁ ଋଷଭ ପନ୍ତ ସାହାସ କରି କାର ଡୋର ଭାଙ୍ଗି ବାହାରକୁ ବାହାରିବାରେ ସଫଳ ହୋଇଥିଲେ ।

ସ୍ଥାନୀୟ ଲୋକେ ସେଠାରେ ଋଷଭ ଙ୍କୁ ଉଦ୍ଧାର କରି ତାଙ୍କୁ ଡାକ୍ତର ଖାନା କୁ ସ୍ଥାନାନ୍ତରିତ କରିଥିଲେ । ଏହା ପରେ ବର୍ତ୍ତମାନ ତାଙ୍କର ଚିକିତ୍ସ୍ୟା ଡେରାଦୁନ ର ମ୍ୟାଟ୍ସ ହସ୍ପିଟାଲରେ ହେଉଛି । ସୂଚନା ଅନୁଯାୟୀ ତାଙ୍କ ଶରୀରରେ ହୋଇଥିବା ହାତର ପ୍ଲାଷ୍ଟିକ ସର୍ଜରୀ ପାଇଁ ତାଙ୍କୁ ଦିଲ୍ଲୀ କୁ ଏୟାର ଲିଫ୍ଟ ଯୋଗେ ନିଆଯାଇପାରେ । ଗୋଟେ ପାର୍ଶ୍ଵରେ ଭାରତବାସୀ ତାଙ୍କ ଆରୋଗ୍ୟ କାମନା କରୁଛନ୍ତି ।

ଏହା ସହିତ ବଡ ବଡ ସେଲିବ୍ରେଟି ତାଙ୍କର ସ୍ୱାସ୍ଥ୍ୟ ଙ୍କୁ ନେଇ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ଏହି ସମୟରେ ସୋ-ସି-ଆ-ଲ ମି-ଡି-ଆ ରେ ବିରାଟ କୋହଲିଙ୍କର ଏକ ଭି-ଡି-ଓ ଭା-ଇ-ରା-ଲ ହେବାରେ ଲାଗିଛି । ଏଥିରେ ସେ ଏକ ହସ୍ପିଟାଲ ର ରୁମ ରୁ ବାହାରକୁ ବାହାରୁଛନ୍ତି । ଏହାକୁ ଦେଖି ଚର୍ଚ୍ଚା ଚାଲିଛି ଯେ ବିରାଟ କୋହଲୀ ଋଷଭ ପନ୍ତ ଙ୍କୁ ଦେଖିବାପାଇଁ ହସ୍ପିଟାଲ କୁ ଯାଇଥିଲେ ।

ମାତ୍ର ଏହା ବର୍ତ୍ତମାନ ପର୍ଯ୍ୟନ୍ତ ନିଶ୍ଚିତ ହୋଇ ନାହିଁ ଯେ ଏହା ବର୍ତ୍ତମାନର ଭି-ଡି-ଓ କି ପୁରୁଣା ଭି-ଡି-ଓ ଅଟେ ? କିନ୍ତୁ ଏହି ଭିଡିଓ କୁ ଦେଖି ସମସ୍ତେ କମେଣ୍ଟ୍ସ କରିବାରେ ଲାଗିଛନ୍ତି ଯେ ବିରାଟ କୋହଲି କ୍ରିକେଟର ଋଷଭ ପନ୍ତ ଙ୍କୁ ଦେଖିବାକୁ ହସ୍ପିଟାଲ କୁ ଯାଇଥିଲେ ଏବଂ ଋଷଭ ଙ୍କ ମା’ କୁଆଡେ ବିରାଟ ଙ୍କୁ ଦେଖି କାଣ୍ଡିବାକୁ ଲାଗିଥିଲେ । ତେବେ ଏହା କେତେ ଦୂରେ ସତ୍ୟ ଅଟେ ତାହା ବର୍ତ୍ତମାନ ସୁଧା ଜଣାପଡିନାହିଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *