ବିରାଟ ଓ ଅନୁସ୍କାଙ୍କ ଝିଅ ଜନ୍ମ ହେବାର ଶୁଭେଚ୍ଛା ଜଣାଇ Bollywood ଷ୍ଟାର ମାନେ ଦେଲେ ଏହି ସବୁ ଦାମୀ ଗିଫ୍ଟ, Diljit Dosanjh ଦେଲେ ସବୁଠୁ ଅଧିକ ଦାମୀ ଗିଫ୍ଟ, ଯାହାର ଦାମ ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଏହି କିଛି ଦିନ ହେବ ବିରାଟ କୋହିଲି ଓ ଅନୁସ୍କା ଶର୍ମାଙ୍କ ଘରକୁ ଏକ ନୂଆ ଅତିଥି ଆସିଛି । ବନ୍ଧୁଗଣ ଏହି ଦୁଇଜଣଙ୍କର ଏକ ଝିଅ ହୋଇଛି, ଯେଉଁଥି ପାଇଁ ବଲିଉଡର ସମସ୍ତ କଳାକାର ମାନେ ଏମାନଙ୍କୁ ଶୁଭ କାମନା ଜଣାଇଛନ୍ତି । ବନ୍ଧୁଗଣ ବିରାଟ ଓ ଅନୁସ୍କା ପିତା ମାତା ହୋଇଯିବାରୁ ବହୁତ ଖୁସି ଅଛନ୍ତି ।

ବଲିଉଡର କେତେକ କଳାକାର ବିରାଟ ଓ ଅନୁସ୍କାଙ୍କୁ ଶୁଭ କାମନା ଜଣାଇବା ସହ ତାଙ୍କ ଝିଅ ପାଇଁ କେତେକ ଗିଫ୍ଟ ପଠାଇ ଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ଗିଫ୍ଟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଗିଫ୍ଟ ଗୁଡିକ ବିଷୟରେ ।

କାଟ୍ରିନା କୈଫ – ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ । କାଟ୍ରିନା ଓ ଅନୁସ୍କା ଏକା ସହ ଫିଲ୍ମ ‘ଜବ ତକ ହେ ଜାନ’ରେ କାମ କରିଥିଲେ । କାଟ୍ରିନ ଅନୁସ୍କାଙ୍କ ଝିଅକୁ ଏକ ଡଲ ହାଉସ ଦେଇଛନ୍ତି ।

ଦିଲଜିତ ଦୋସାଞ୍ଜ – ଫିଲୋରି ମୁଭି ରେ ଏକା ସହିତ କାମ କରିବା ପରେ ଦିଲଜିତ ଓ ଅନୁସ୍କା ପରସ୍ପରର ବହୁତ ନିକଟତ୍ତର ଅଟନ୍ତି । ଝିଅ ଜନ୍ମ ହେବା ଖୁସିରେ ଦିଲଜିତ ଅନୁସ୍କାଙ୍କ ଝିଅ ପାଇଁ ଏକ ଗୋଲ୍ଡ ଟୟ କାର ଗିଫ୍ଟ କରିଛନ୍ତି ଯାହାର ଦାମ ଅଟେ 12 ଲକ୍ଷ ଟଙ୍କା ।

ସଲମାନ ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ସଲମାନ ଖାନ । ସଲମାନ ଓ ଅନୁସ୍କା ଫିଲ୍ମ ‘ସୁଲ୍ତାନ’ରେ କାମ କରିବା ପରେ ବହୁତ ଭଲ ସାଙ୍ଗ ଅଟନ୍ତି । ସଲମାନ ଖାନ ଅନୁସ୍କାଙ୍କ ଝିଅ ପାଇଁ ଫୁଲର ବୁକେ ଓ ଏକ ବହୁତ ଦାମୀ ଟୟ ହାଉସ ପଠାଇ ଛନ୍ତି । ବନ୍ଧୁଗଣ ଏହି ଟୟ ହାଉସର ଦାମ ହେଉଛି ଦେଢ ଲକ୍ଷ ଟଙ୍କା ।

ରଣବିର ସିଂହ ଓ ଦୀପିକା ପାଦୁକୋନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତା ରଣବିର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ । ରଣବିର ଓ ଦୀପିକା ଅନୁସ୍କାଙ୍କ ଝିଅକୁ ଏକ ସୁନା ଚେନ ଗିଫ୍ଟ କରିଥିଲେ ଯାହାର ମୂଲ୍ୟ ଯେଉଛି ୨ ଲକ୍ଷ ଟଙ୍କା ।

ଶାହରୁଖ ଖାନ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଶାହରୁଖ ଖାନ । ଶାହରୁଖ ଅନୁସ୍କାଙ୍କ ଝିଅକୁ ଏକ ଦାମୀ ହେଲିକପ୍ଟର ଗିଫ୍ଟ କରିଛନ୍ତି । ଏହି ହେଲିକପ୍ଟରର ଦାମ ହେଉଛି ୫ ଲକ୍ଷ ଟଙ୍କା ।

ଅମିର ଖାନ-ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଅମିର ଖାନ । ବନ୍ଧୁଗଣ ଆମିର ଓ ଅନୁସ୍କା ଏକ ସହ ‘ପିକେ’ ଫିଲ୍ମରେ କାମ କରିଥିଲେ  ଓ ଏହି ଫିଲ୍ମ ପରଠାରୁ ଏମାନେ ବହୁତ ଭଲ ସାଙ୍ଗ ଅଟନ୍ତି । ଅମିର ଖାନ ଅନୁସ୍କାଙ୍କ ଝିଅ ପାଇଁ ଏକ ପିଂକ ସଫ୍ଟ ଟୟ ଦେଇଛନ୍ତି । ଯାହାର ଦାମ ହେଉଛି ୧ ଲକ୍ଷ ଟଙ୍କା ।

ଅକ୍ଷୟ କୁମାର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅକ୍ଷୟ କୁମାର । ଅକ୍ଷୟ ଓ ଅନୁସ୍କା ଏକ ସହ ଫିଲ୍ମ ‘ପଟିଆଲା ହାଉସ’ରେ ନଜର ଆସିଥିଲେ । ଏହି ଦୁଇଜଣଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ । ଅକ୍ଷୟ ଅନୁସ୍କାଙ୍କ ଝିଅ ପାଇଁ ଏକ ଟୟ ଡାକ୍ତର ସେଟ ଗିଫ୍ଟ କରିଥିଲେ, ଏହି ଗିଫ୍ଟକୁ ସେ ଫ୍ରାନ୍ସରୁ ମଗେଇ ଥିଲେ । ଏହି ଗିଫ୍ଟର ମୂଲ୍ୟ ହେଉଛି ୨ ଲକ୍ଷ ଟଙ୍କା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *