କେବଳ Madhuri ନୁହଁନ୍ତି, Vinod Khanna ତ Akshay ଙ୍କ ଶାଶୁ ଙ୍କୁ ବି ଛାଡି ନଥିଲେ, କଟ କହିବା ପରେ ବି କରିବାକୁ ଲାଗିଲେ କିସ, ଆଉ ତା’ ପରେ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ବିନୋଦ ଖନାଙ୍କ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ବିନୋଦଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ବିନୋଦ ହେଉଛନ୍ତି ଜଣେ ଲୋକପ୍ରିୟ ଅଭିନେତା ଓ ସେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ।

ହେଲେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରିବା ସମୟରେ ସେ କିଛି ଘଟଣା ପାଇଁ ବହୁତ ଚର୍ଚାରେ ରହିଛନ୍ତି । ସାଧାରଣତଃ ଆଗ କାଳର ଫିଲ୍ମରେ ବହୁତ କମ ଇ-ଣ୍ଟି-ମେ-ଣ୍ଟ ସିନ୍ସ ଦେଖିବାକୁ ମିଳୁଥିଲା । ଇ-ଣ୍ଟି-ମେ-ଣ୍ଟ ସିନ୍ସ କରିବା ସମୟରେ କେତେକ ଅଭିନେତା ମାନେ ନିଜ ନି-ୟ-ନ୍ତ୍ର-ଣ ହରାଇ ବସିଛନ୍ତି ଯେଉଁ ମାନଙ୍କ ମଧ୍ୟରେ ବିନୋଦ ଅଛନ୍ତି ।

ବିନୋଦ ଇ-ଣ୍ଟି-ମେ-ଣ୍ଟ ସିନ୍ସ କରିବା ବେଳେ ବହୁତ ଥର ନିଜ ନି-ୟ-ନ୍ତ୍ର-ଣ ହରାଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ୧୯୯୨ ମସିହାରେ ‘ମାର୍ଗ’ ଫିଲ୍ମ ରିଲିଜ ହୋଇଥିଲା । ଏହି ଫିଲ୍ମରେ ବିନୋଦଙ୍କ ସହ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଡିମ୍ପଲ କାପଡିଆ ନଜର ଆସିଥିଲେ । ଏହି ଫିଲ୍ମର ନିର୍ଦ୍ଦେଶକ ଥିଲେ ମହେଶ ଭଟ୍ଟ ।

ଏହି ଫିଲ୍ମରେ ଏକ ଇ-ଣ୍ଟି-ମେ-ଣ୍ଟ ସିନ୍ ରହିଛି ଯାହାର ଶୁ-ଟି-ଙ୍ଗ ସମୟରେ ବିନୋଦ ନିଜ ନି-ୟ-ନ୍ତ୍ର-ଣ ହରାଇ ବସିଥିଲେ । ଡାଇରେକ୍ଟର ବାରମ୍ବାର କ-ଟ କହିବା ପରେ ମଧ୍ୟ ବିନୋଦ ବଲିଉଡ ଅଭିନେତ୍ରୀ ଡିମ୍ପଲ କପାଡିଆଙ୍କ ସହ ଜ-ବ-ର-ଦ-ସ୍ତି କରୁଥିଲେ । ଏହି ଫିଲ୍ମରେ ଏକ କି-ସି-ଙ୍ଗ ସିନ୍ ଥିଲା । କି-ସି-ଙ୍ଗ ସିନ୍ ର ଶୁ-ଟି-ଙ୍ଗ ବେଳେ ଡିମ୍ପଲ ଓ ବିନୋଦ ପରସ୍ପରକୁ କି-ସ୍ କରିଲେ ।

ସିନ୍ ହେବା ପରେ ମହେଶ ଭଟ୍ଟ କ-ଟ କହିଥିଲେ ହେଲେ ସେହି ସମୟରେ ବିନୋଦ ଡିମ୍ପଲକୁ ଛାଡି ନଥିଲେ ଓ ଜବରଦସ୍ତି କି-ସ୍ କରି ମଜା ନେଉଥିଲେ । କିଛି ସମୟ ପରେ ବିନୋଦ ଡିମ୍ପଲଙ୍କୁ ଛାଡି ଥିଲେ ଓ ସେହି ସମୟରେ ଡିମ୍ପଲ ଡ-ରି ଯାଇ ମେକଅପ୍ ରୁମ ଭିତରେ ପଶି ଯାଇଥିଲେ । ଏହି ଘଟଣାର ଚର୍ଚା ସେହି ସମୟରେ ବହୁତ ହୋଇଥିଲା । ବନ୍ଧୁଗଣ ଡିମ୍ପଲଙ୍କ ବ୍ୟତୀତ ବିନୋଦ ବଲିଉଡ ଅଭିନେତ୍ରୀ ମାଧୁରୀଙ୍କ ସହ ବି ଜବରଦସ୍ତି କରିଛନ୍ତି । ୧୯୮୮ ମସିହାରେ ଆସିଥିବା ଫିଲ୍ମ ‘ଦୟାବାନ’ରେ ଉଭୟ ବିନୋଦ ଓ ମାଧୁରୀ କାମ କରିଥିଲେ ।

ଏହି ଫିଲ୍ମରେ ଏକ ଇ-ଣ୍ଟି-ମେ-ଣ୍ଟ ସିନ୍ ଶୁ-ଟି-ଙ୍ଗ ହୋଇଥିଲା । ମାଧୁରୀ ଓ ବିନୋଦଙ୍କ ମଧ୍ୟରେ ୨୧ ବର୍ଷ ବୟସର ଅନ୍ତର ଥିଲା । ଯାହାଫଳରେ ଉଭୟଙ୍କ ମଧ୍ୟରେ ରୋମାନ୍ସ ଦେଖି ଲୋକମାନେ ବହୁତ ଏଞ୍ଜୋଏ କରିଥିଲେ । ଏହି ଫିଲ୍ମରେ ବିନୋଦ ମାଧୁରୀଙ୍କ ସହ କି-ସ୍ କରିବାର ଏକ ସିନ୍ ଥିଲା । କି-ସି-ଙ୍ଗ ସିନ୍ କରିବା ବେଳେ ଡାଇରେକ୍ଟର କଟ କହିଥିଲେ ହେଲେ ବିନୋଦ ମାଧୁରୀଙ୍କ ସହ ମଧ୍ୟ ଜବରଦସ୍ତି କି-ସ୍ କରି ଭରପୁର ମଜା ନେଇଥିଲେ ।

ବିନୋଦଙ୍କ ଏହି ହ-ର-କ-ତ ପାଇଁ ମାଧୁରୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବିନୋଦ ଖନା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *